ଓଡ଼ିଶାରେ ୩୦ ଜୁନ୍‌ ଯାଏ ଲକ୍‌ଡାଉନ୍‌ କଟକଣା, ୩୧ ଜୁଲାଇ ଯାଏ ସ୍କୁଲ୍‌, କଲେଜ ବନ୍ଦ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ଲକ୍‌ଡାଉନ୍‌ କଟଣାକୁ ସରକାର ୩୦ ଜୁନ୍‌ ଯାଏ ସମ୍ପ୍ରସାରଣ କରିଛନ୍ତି। ଅର୍ଥାତ୍‌ ଏହି ସମୟ ଯାଏ କୌଣସି ମନ୍ଦିର, ଦେବାଳୟରେ ସାଧାରଣ ପୂଜାର୍ଚନା, ଶପିଂମଲ୍‌, ସିନେମା ହଲ୍‌  ଖୋଲିବ ନାହିଁ। ଜନସାଧାରଣଙ୍କ ସ୍ଵାସ୍ଥ୍ୟ ନିରାପଦ ରଖିବା … Read More

କେରଳ ଛୁଇଁଲା ମୌସୁମୀ

ଭୁବନେଶ୍ବର, (ଓଡିଶା ଟାଇମ୍) : କେରଳ ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି । ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି । ଚଳିତ ଥର … Read More

ଛତିଶଗଡରେ ପହଞ୍ଚିଲେ ପଙ୍ଗପାଳ, ଓଡ଼ିଶାକୁ ବଢ଼ିଲା ଭୟ !

ଭୁବନେଶ୍ବର, (ଓଡିଶା ଟାଇମ୍) : ଛତିଶଗଡ ରାଜ୍ୟରେ ପଙ୍ଗପାଳ ପଲ ପ୍ରବେଶ କରିଥିବା ଜଣାପଡ଼ିଛି । ଛତିଶଗଡ଼ କୋରିଆ ଜିଲାର ଭରତପୁର ଜଙ୍ଗଲରେ ଏହି ପଙ୍ଗପାଳ ପଲ ପହଞ୍ଚିଛନ୍ତି । ଏହି ପଲ ମଧ୍ୟପ୍ରଦେଶରୁ ଆସିଥିବା ଜଣାଯାଇଛି । ପଙ୍ଗପାଳ ପଲ … Read More

ନକ୍ସଲ ଗୁଳିରେ ଦୁଇ ପୋଲିସ କର୍ମଚାରୀ ସହୀଦ

ରାଉରକେଲା, (ଓଡିଶା ଟାଇମ୍) : ଝାରଖଣ୍ଡ ରାଜ୍ୟର ପଶ୍ଚିମ ସିଂହଭୁମ୍ ରାଉରକେଲା ଥାନା ଅନ୍ତର୍ଗତ ଜୋନୂଆ ଗାଁ ନକ୍ଟରେ ନକ୍ସଲ ଆକ୍ରମଣରେ ଦୁଇ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଦୁଇ କର୍ମଚାରୀଙ୍କ ମଧ୍ୟରେ ଜଣେ ପୋଡାହାଟ ଏସଡିପିଓଙ୍କ ବଡିଗାର୍ଡ ଥିବା … Read More

ଉତ୍ତରାଖଣ୍ଡ କ୍ୟାବିନେଟ୍ ମନ୍ତ୍ରୀ କରୋନା ସଂକ୍ରମିତ, ପୁଅ-ବୋହୂଙ୍କ ସମେତ ୨୨ କର୍ମଚାରୀ ମଧ୍ୟ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ

ଡେରାଡୁନ,(ଓଡିଶା ଟାଇମ୍) : କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଛି । ଧନୀ, ଗରିବର ଭେଦଭାବ ବିନା ସମସ୍ତଙ୍କୁ ଆକ୍ରମଣ କରୁଛି କରୋନା ଭାଇରସ୍‌ । କରୋନାରୁ ନିଜକୁ ଦୂରେଇ ରଖିବା ପାଇଁ ସାମାଜିକ ଦୂରତା ଏବଂ ମୁହଁରେ … Read More

ମନ୍ କି ବାତ୍ : ଓଡିଶାକୁ ପ୍ରଶଂସା କଲେ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ୬୫ତମ ‘ମନ କି ବାତ୍’ ରେଡିଓ କାର୍ୟ୍ୟକ୍ରମରେ ଆଜି ଦେଶକୁ ସମ୍ବୋଧିତ କରିଛନ୍ତି । ତେବେ ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖୁ ପ୍ରଧାନମନ୍ତ୍ରୀ ନିଜ ମନ କଥା ଦେଶବାସୀଙ୍କ ସାମ୍ନାରେ ରଖୁଛନ୍ତି … Read More

କର୍ଫ୍ୟୁ ସୀମା କମିଲା: ଏବେ ରାତି ୯ରୁ ସକାଳ ୫ ଯାତାୟାତ କଟକଣା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଧୀରେ ଧୀରେ ଦେଶରେ ଲାଗୁ ହୋଇଥିବା କରୋନା ଭୁତାଣୁ ଜନିତ କଟକଣାକୁ ହ୍ରାସ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହିକ୍ରମରେ ସୋମବାରଠୁ କେବଳ ଅବରୋଧ ଘୋଷଣା ହୋଇଥିବା ଅଞ୍ଚଳରେ କଟକଣା ରହିବ। ଅନ୍ୟ … Read More

ପ୍ରବାସୀ ଶ୍ରମିକ ବ୍ୟବସ୍ଥା: ଆତ୍ମନିର୍ଭର ହେବା କେମିତି?

କରୋନା ଭୂତାଣୁ ସମସ୍ୟା ଏବଂ ଦେଶ୍ୟବ୍ୟାପୀ ଲକ୍‌ଡାଉନ୍‌ ଯୋଗୁଁ ସୃଷ୍ଟି ହୋଇଥିବା ପ୍ରବାସୀ ଶ୍ରମିକ ସମ୍ବନ୍ଧୀୟ ଘଟଣାବଳୀ ଆମ ସମସ୍ତଙ୍କ ମନକୁ ଯଥେଷ୍ଟ ଆନ୍ଦୋଳିତ କରିଛି । ଏଭଳି ସମୟରେ ଦେଶର ପ୍ରଧାନମନ୍ତ୍ରୀ ଯେଉଁ “ଆତ୍ମନିର୍ଭର ଭାରତ” ଡାକରା ଦେଇଛନ୍ତି ତାହା … Read More

ବଡ଼ଦାଣ୍ଡରେ ‘ବନ୍ଦେ ଉତ୍କଳ ଜନନୀ’ ଗାନର ଅପୂର୍ବ ଦୃଶ୍ୟ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଉତ୍କଳକୁ ବନ୍ଦନା ତଥା ପ୍ରତିଟି ଓଡ଼ିଆଙ୍କୁ ଆତ୍ମ ବିଶ୍ଵାସ ଦେଇ ଏକତା ସୂତ୍ରରେ ବାନ୍ଧିବାର ଯେଉଁ ପରମ୍ପରା ପୁରୀରୁ ୧୯୦୮ ମସିହାରେ ଆରମ୍ଭ ହୋଇଥିଲା ତାହାର ଆଉ ଏକ ଅପୂର୍ବ ସମାବେଶ ଆଜି ଦେଖିବାକୁ ମିଳିଛି। ମୁହଁରେ … Read More

ବଲିଉଡ୍ ଗୀତିକାର ଯୋଗେଶ ଗୌରଙ୍କର ପରଲୋକ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ୍‌ର ମହାନ ଗୀତିକାର ଯୋଗେଶ ଗୌରଙ୍କର ୭୭ ବର୍ଷ ବୟସରେ ମୃତ୍ୟୁ ହୋଇଛି। ତାଙ୍କ ମୃତ୍ୟୁରେ ସାରା ବଲିଉଡ୍‌ରେ ଶୋକର ଛାୟା ଖେଳିଯାଇଛି। କୋକିଳ କଣ୍ଠି ଲତା ମଙ୍ଗେଶକରଙ୍କ ସମେତ ବହୁ ବଲିଉଡ୍ ସେଲେବ୍ରିଟି ତାଙ୍କ … Read More