ବିଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ ନୂଆ ଗାଇଡଲାଇନ୍

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : ଦେଶରେ ଦୈନିକ କୋରୋନା ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଛି ସତ ହେଲେ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା ନୂଆ କୋରୋନା ଭାରିଏଣ୍ଟ ପୁଣି ଥରେ ଚିନ୍ତା ବଢ଼ାଇଛି। ନୂଆ ଭାରିଏଣ୍ଟ ଓମିକ୍ରନକୁ ଦୃଷ୍ଟିରେ ରଖି ସରକାର ସ୍ୱତନ୍ତ୍ର … Read More

ସଂସଦରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ

ଓଡ଼ିଶା ଟାଇମ୍ ( ଭୁବନେଶ୍ୱର)  : ସଂସଦରେ ପାରିତ ହେଲା ୩ କୃଷି ଆଇନ ଉଚ୍ଛେଦ ବିଲ୍। କୃଷି ଆଇନ ପ୍ରତ୍ୟାହାର ନେଇ ପ୍ରଧାନମନ୍ତ୍ରୀଙ୍କ ଘୋଷଣାର ୧୦ ଦିନ ପରେ ସଂସଦରେ କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ ହୋଇଛି। ସଂସଦରେ … Read More

ରାଷ୍ଟ୍ରପତିଙ୍କୁ ମାଗିଥିଲେ ଇଚ୍ଛା ମୃତ୍ୟୁ, ଚିକିତ୍ସା କରାଇବାକୁ ଅଣ୍ଟାଭିଡ଼ିଲା ପ୍ରଶାସନ

(କଳାହାଣ୍ଡି, ଓଡ଼ିଶା ଟାଇମ୍): ଦୀର୍ଘ ବର୍ଷ ଧରି ରୋଗ ଭଲ ନହେବାରୁ ରାଷ୍ଟ୍ରପତିଙ୍କୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ କରିଥିଲେ ଯୁବକ । ଘଟଣା ବିଷୟରେ ଜାଣିବା ପରେ ତାଙ୍କ ଚିକିତ୍ସାପାଇଁ ତତ୍ପରତା ପ୍ରକାଶ କରିଛି ଜିଲ୍ଲା ପ୍ରଶାସନ । ଭବାନୀପାଟଣା ବ୍ଲକ … Read More

ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଚାହିଁ ବସିଥିଲେ, ଉଠାଇ ନେଲା ପୋଲିସ

(ଯାଜପୁର, ଓଡ଼ିଶା ଟାଇମ୍): ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଜଗି ବସିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଖବର ପାଇ ପୋଲିସ ଉଠାଇନେଲା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିବାକୁ ପ୍ରସ୍ତୁତ ଥିବା ବିଜେପି ଯୁବ … Read More

ସମ୍ପତ୍ତି ପାଇଁ ସାନ ଭାଇକୁ ବଡ଼ ଭାଇର ମରଣାନ୍ତକ ଆକ୍ରମଣ

(ଭୁବନେଶ୍ବର, ଓଡ଼ିଶା ଟାଇମ୍) ନୟାପଲ୍ଲୀ ଅଞ୍ଚଳରେ ପୈତୃକ ସମ୍ପତ୍ତି ପାଇଁ ବଡ ଭାଇ ନିହାର ରଞ୍ଜନ ହାତୀ ଓ ଭିଣୋଇ ସହ ଅନ୍ୟ ସହଯୋଗୀ ମିଶି ସାନ ଭାଇ ପ୍ରୀତି ରଂଞ୍ଜନ ହାତୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସହ  ନିଜ ଭାଇ ବୋହୁକୁ … Read More

କନଷ୍ଟେବଳ ଓ ଏସଆଇ ନିଲମ୍ବିତ

(ଜଗତସିଂହପୁର, ଓଡ଼ିଶା ଟାଇମ୍) ଜିଲା ଜର୍ଜ କୋର୍ଟରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ ଓ ଜଣେ ମହିଳା ଏସାଆଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କଲେ ଜଗତସିଂହପୁର ଏସ୍ପି  । ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ମହିଳା … Read More

ଶପଥ ନେବାର ୭ ଘଣ୍ଟା ପରେ ଇସ୍ତଫା ଦେଲେ ସ୍ବିଡେନ ପ୍ରଧାନମନ୍ତ୍ରୀ

(ନୂଆଦିଲ୍ଲୀ, ଓଡ଼ିଶା ଟାଇମ): ପ୍ରଧାନମନ୍ତ୍ରୀ ହେବାର ମାତ୍ର ୭ଘଣ୍ଟା ପରେ ଇସ୍ତଫା ଦେଇଛନ୍ତି ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ମାଗଡାଲେନା ଆଣ୍ଡରସନ ଶୁକ୍ରବାର ପିଏମ୍ ଭାବେ ଶପଥଗ୍ରହଣ କରିଥିଲେ , ଏହି ପଦରେ ମାତ୍ର ୭ଘଣ୍ଟା ରହିବା ପରେ ସେ … Read More

କୁଖ୍ୟାତ ଅପରାଧୀ ସମ୍ପଦ ରାଜଧାନୀରୁ ଗିରଫ

(ଭୁବନେଶ୍ବର,ଓଡ଼ିଶା ଟାଇମ୍): ରାଜଧାନୀରୁ ଗିରଫ ହେଲା କୁଖ୍ୟାତ ଅପରାଧୀ ସମ୍ପଦ ସାହୁ । କୁଖ୍ୟାତ ସୁପାରୀ କିଲର ସମ୍ପଦ ସାହୁକୁ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ସମୟରେ ଅଭିଯୁକ୍ତ ସମ୍ପଦ ପୋଲିସକୁ ମାଡ଼ ମାରି ଖସି ପଳାଇଯିବାକୁ … Read More

ଶୀତରେ ଥରିଲାଣି ଦାରିଙ୍ଗବାଡ଼ି

(କନ୍ଧମାଳ,ଓଡ଼ିଶା ଟାଇମ୍): କନ୍ଧମାଳ ଜିଲ୍ଲାରେ ଧୀରେ ଧୀରେ ଶୀତ ତାର ଆସର ମେଲିଲାଣି । ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି । ଯାହାଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ … Read More

ଓମିକ୍ରନକୁ ନେଇ ଲୋକେ ଆତଙ୍କିତ, ଫେରିପାରେ ଲକଡାଉନ୍ !

(ନୂଆଦିଲ୍ଲୀ,ଓଡ଼ିଶା ଟାଇମ୍): ପୃଥିବୀର ବହୁ ଦେଶରେ ପୁଣି ଫେରିଛି ଲକଡାଉନ ବା ତାଲାବନ୍ଦ। କୋରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ବ୍ୟାପିବାରେ ଲାଗିଛି। ବିଶ୍ବସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ବୋଲି କହିଛି। ବର୍ତ୍ତମାନ ଦେଖାଯାଉଥିବା ଭାରିଆଣ୍ଟ ତୁଳନାରେ ଏହା … Read More