ଶନିବାର ପଇତାଲାଗି, ଶ୍ରୀମନ୍ଦିରରେ ଦର୍ଶନ ୩ ଘଣ୍ଟା ବନ୍ଦ
ପୁରୀ, (ଓଡ଼ିଶା ଟାଇମ୍): ଶନିବାର ୧୯ ତାରିଖ ଦିନ ମାର୍ଗଶିର-କୃଷ୍ଣ ଦଶମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀ ଜଗନ୍ନାଥ ତଥା ବିଗ୍ରହମାନଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହେବ। ଏଣୁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଗକ୍ତଙ୍କ ଲାଗି ଦର୍ଶନ ବନ୍ଦ ରହିବ। … Read More