ଉପରାଷ୍ଟ୍ରପତି ନିର୍ବାଚନରେ ହେବ କି କ୍ରସ୍ ଭୋଟିଂ !

BHUBANESWAE: ଆସନ୍ତା ୯ ତାରିଖ, ମଙ୍ଗଳବାର ହେବାକୁ ଯାଉଛି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ ହେଉଛି ନିର୍ବାଚନ । ବଳିଷ୍ଠ RSS ପୃଷ୍ଠଭୂମି ଥିବା ତଥା ବରିଷ୍ଠ ବିଜେପି ନେତା ସି. ପି. ରାଧାକ୍ରିଷ୍ଣନଙ୍କୁ ପ୍ରାର୍ଥୀ କରିଛି … Read More

କେମିତି ହୁଏ ଉପରାଷ୍ଟ୍ରପତି ନିର୍ବାଚନ…

BHUBANESWAR:  ଜଗଦୀପ ଧନଖଡ଼ଙ୍କ ଇସ୍ତଫା ପରେ ଦେଶରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । ଏନଡିଏ ମେଣ୍ଟର ପ୍ରାର୍ଥୀ ସି. ପି. ରାଧାକ୍ରିଷ୍ଣନ ଏବଂ ବିରୋଧୀଙ୍କ ଇଣ୍ଡିଆ ମେଣ୍ଟ ତରଫରୁ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ବି. ରାଧାକ୍ରିଷ୍ଣନ, ନାମାଙ୍କନ ଦାଖଲ କରି … Read More

ଛାଇ, ନିଜର ନା ଆଉ କାହାର !…

BHUBANRESWAR:  ଅଦିନରେ ଦେଶରେ ହେଉଛି ଉପରାଷ୍ଟ୍ରପତି ନିର୍ବାଚନ । ଜଗଦୀପ ଧନଖଡ଼ଙ୍କ ଅପ୍ରତ୍ୟାଶିତ ଇସ୍ତଫା ପରେ, ପଞ୍ଚଦଶ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେଉଛି । କିନ୍ତୁ ଏଥରର ଉପରାଷ୍ଟ୍ରପତି ନିର୍ବାଚନ, ଦକ୍ଷିଣ ଭାରତରେ Focused ହୋଇ ରହିଛି । ତାମିଲନାଡୁ … Read More

କଣ ଚାଲିଛି ଏଠି !…

BHUBANESWAR: ସତରେ ଏ ଦେଶରେ କଣ ଚାଲିଛି ! ଏ ଦେଶର ସରକାର ବା ଶାସନ, ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁଯାୟୀ ଚାଲୁଛି ତ ! ନିଜକୁ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ କହି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ବୋଲି ଛାତି ପିଟୁଥିବା ଗଣମାଧ୍ୟମ, … Read More

ସବୁ ଅଙ୍କ ଭୁଲ ହୋଇଯିବ !

BHUBANESWAR:  ଇଂରାଜୀରେ ଗୋଟେ Proverb ଅଛି, ‘There is many a slip between the cup and the lip । ଏହାର ଅର୍ଥ ହେଉଛି, ସବୁକିଛି ଠିକଠାକ ଲାଗୁଥିଲେ ବି… ସବୁକିଛି ସ୍ଥିର ନିଶ୍ଚିତ ଥିଲେ ବି… ସବୁକିଛି … Read More

The Death Warrant ! ଥରେ ଭାବିବେ ନିଶ୍ଚୟ…

BHUNANESWAR:  ‘ନାଁ ଖାଉଙ୍ଗା, ନା ଖାନେ ଦୁଙ୍ଗା’…, ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ଏମିତି ରାଜନୈତିକ Mission Statement ଦେଶବାସୀ ଅନେକ ଥର ଶୁଣିଛନ୍ତି । ଯାହାର ବର୍ତ୍ତମାନର Updated Version ହେଉଛି, ପୂରା କ୍ଷମତାକୁ ପୂରା ହାତମୁଠାରେ ରଖି… ‘ନାଁ … Read More

ସିନ୍ଦୂର କହିବ, ସ୍ବାମୀ କାହାର…

BHUBANESWAR: ଭାରତୀୟ ନାରୀ ମଥାର ସିନ୍ଦୂର, କେବେ ବି ବାଟର ହାଟ ସଉଦା ନୁହେଁ । ଏହା ନାରୀ ସୌନ୍ଦର୍ଯ୍ୟର ଏକ ପରିପ୍ରକାଶ ହୋଇପାରେ ସତ, କିନ୍ତୁ ଏହା ଛଳ, କପଟ କିମ୍ବା ମିଥ୍ୟାର କେବେ ବି ପରିପ୍ରକାଶ ନୁହେଁ । … Read More

ସ୍ବାମୀର ସିନ୍ଦୂର ସତ ଲାଗୁନି…

BHUBANESWAR: ରାତି ପ୍ରାୟ ୧୨ଟା ହୋଇ ଯାଇଥିଲା । ସେଦିନ ସ୍ବାମୀଙ୍କ ଆସିବାରେ ବିଳମ୍ବ ହୋଇ ଯାଇଥିଲା । କିନ୍ତୁ ହଠାତ ଶୁଭିଲା କବାଟ ଠକ ଠକ ଶବ୍ଦ । ମହିଳା ଜଣକ ଭାବିଲେ, ବୋଧେ ତାଙ୍କ ସ୍ବାମୀ ଆସିଲେ । … Read More

ଜଗଦୀପ ଧନଖଡ଼ କେଉଁଠି ?

BHUBANESWAR:  ଚାଲିଛି ସଂସଦର ମୌସୁମି ଅଧିବେଶନ, ହେଲେ ଶୁଣିବାକୁ ମିଳୁନି, ପ୍ରତିଥର ଅଧିବେଶନ ଚାଲୁଥିବା ବେଳେ ରାଜ୍ୟସଭାରୁ ବାହାରକୁ ଆସୁଥିବା ବାକ୍ୟ- Nothing will go on record । ବିରୋଧୀଙ୍କୁ ଦବାଇବାକୁ ଅନେକ ସମୟରେ ଏହି ବାକ୍ୟ ବ୍ୟବହାର କରିଛନ୍ତି … Read More

ଅନାସ୍ଥା ବନାମ ମୂଷାମାରୀ…

BHUBANESWAR: () କୁହାଯାଏ କାଳେ, ଜାହାଜ ବୁଡ଼ିବା ପୂର୍ବରୁ ମୂଷାମାନେ, ଅନ୍ୟ ଜାହାଜକୁ ଡେଇଁ ଯାଇଥାନ୍ତି । କିନ୍ତୁ ଏଠି ବୁଝି ମଧ୍ୟ ଅବୁଝା ରହି ଯାଉଛି, କେଉଁ ଜାହାଜ ବୁଡ଼ିବାକୁ ଯାଉଛି, ବା କହିବାକୁ ଗଲେ ଅଧାରୁ ଅଧିକ ବୁଡ଼ି … Read More