ତେଜପତ୍ରରେ କି କି ଉପକାରୀ ଗୁଣ ରହିଛି, ପଢନ୍ତୁ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ତେଜପତ୍ରକୁ ଖାଲି ଯେ ଚା’ରେ ବ୍ୟବହାର କରାଯାଏ, ତା’ନୁହେଁ ଏହା ଅନେକ ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ଦୂର କରିଥାଏ । ଔଷଧୀୟ ଗୁଣରେ ଭରପୂର ତେଜ ପତ୍ର ମଧୁମେହ ଭଳି ରୋଗରୁ ବି ଉପଶମ ଦେଇଥାଏ … Read More

ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରାଯିବ । ଏସମ୍ପର୍କରେ ବିହାର ସରକାର କେନ୍ଦ୍ର ପାଖରେ ସୁପାରିଶ କରିଥିଲେ, ଯାହାକୁ ମାନି ନେଇଛନ୍ତି କେନ୍ଦ୍ର ସରକାର । ସିବିଆଇ ଯାଞ୍ଚ ଦାବି … Read More

ରିୟା ଚକ୍ରବର୍ତ୍ତୀଙ୍କ ଆବେଦନ ଉପରେ ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ପାଟନା, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ କରିଥିବା ଯାଚିକା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି କରାଯିବ। ରିୟା ଏହି ଯାଚିକାରେ ବିହାର ପୋଲିସରେ ଦାଏର ହୋଇଥିବା ମାମଲାକୁ ମୁମ୍ବାଇ ଟ୍ରାନ୍ସଫର … Read More

ସୁଶାନ୍ତଙ୍କ ଅନ୍ତିମ ସଂସ୍କାରକୁ କାହିଁକି ଯାଇନଥିଲେ ଅଙ୍କିତା, ଏଭଳି ଉତ୍ତର ଦେଲେ ଅଭିନେତ୍ରୀ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେଉଛି । ଏପରିକି ସୁଶାନ୍ତଙ୍କ ବାପା ତାଙ୍କ ଗାର୍ଲଫ୍ରେଣ୍ଡ ରିୟାଙ୍କ ବିରୋଧରେ ମଧ୍ୟ ସଙ୍ଗୀନ ଅଭିଯୋଗ ଆଣିଥିବା ନଜର ଆସିଛି … Read More

ସାମ୍ନାକୁ ଆସି ତଦନ୍ତରେ ସହଯୋଗ କରିବା ପାଇଁ ରିୟାଙ୍କୁ କହିଲେ ବିହାର ପୋଲିସ

ପାଟନା, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ସାମ୍ନାକୁ ଆସି ତଦନ୍ତରେ ସହଯୋଗ କରନ୍ତୁ ବୋଲି ବିହାର ପୋଲିସ କହିଛି । ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟା ସିବିଆଇ ତଦନ୍ତ ପାଇଁ … Read More

କାହିଁକି ପାଳନ ହୋଇଥାଏ ‘ଫ୍ରେଣ୍ଡସିପ୍ ଡେ’

ଭୁବନେଶ୍ୱର, (ଓଡିଶା ଟାଇମ୍‌): ‘ବନ୍ଧୁତ୍ୱ ଦିବସ’ ତଥା ‘ଫ୍ରେଣ୍ଡସିପ୍ ଡେ’ ପ୍ରତିବର୍ଷ ଅଗଷ୍ଟ ମାସ ପ୍ରଥମ ରବିବାର ଦିନ ପାଳନ କରା ଯାଇଥାଏ । ଏହି ଦିନରେ ଲୋକମାନେ ନିଜ ସାଙ୍ଗ ମାନଙ୍କ ସହ ବନ୍ଧୁତ୍ୱକୁ ସେଲିବ୍ରେସନ୍ କରିଥାନ୍ତି । ଖାସ୍ … Read More

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା; ରିୟାଙ୍କୁ ଖୋଜି ପାଉନି ବିହାର ପୋଲିସ

ପାଟନା, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ କରୁଥିବା ପାଟନା ପୋଲିସ ଗାର୍ଲଫ୍ରେଣ୍ଡ ରିୟାଙ୍କୁ ଖୋଜି ପାଉନଥିବା ନେଇ କହିଛନ୍ତି ଜଣେ ଅଧିକାରୀ । ବିହାର ପୋଲିସ ମହାନିର୍ଦ୍ଦେଶକ ଗୁପ୍ତେଶ୍ୱର ପଣ୍ଡା କହିଛନ୍ତି ଯେ … Read More

ରିୟା ଚକ୍ରବର୍ତ୍ତୀଙ୍କୁ କାହିଁକି ବିଷ କନ୍ୟା କହିଲେ ବିହାର ମନ୍ତ୍ରୀ

ପାଟନା: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାରେ ନୂଆ ମୋଡ ନେଇଛି । ଗୋଟେ ପଟେ ପୋଲିସ ଭିନ୍ନ ଭିନ୍ନ ଦିଗକୁ ନେଇ ଯାଞ୍ଚ କରୁଥିବା ବେଳେ ଅନ୍ୟପଟେ ଏହି ଘଟଣାର ସିବିଆଇ ତଦନ୍ତ ପାଇଁ ଦାବି ମଧ୍ୟ … Read More

ଉତର-ପୂର୍ବ ବଙ୍ଗୋପସାଗରରେ ଅଗଷ୍ଟ ୩ରୁ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର,(ଓଡ଼ଶା ଟାଇମ୍): ଅଗଷ୍ଟ ୩ ବେଳକୁ ଉତର-ପୂର୍ବ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ମୌସୁମୀ ଉତର ଦିଗରୁ ଦକ୍ଷିଣ ଦିଗକୁ ମୁହାଁଇବା ପାଇଁ … Read More

ଗିନିଜ୍ ୱାଲ୍ଡ ରେକର୍ଡରେ ମାନବ କମ୍ପ୍ୟୁଟର ‘ଶକୁନ୍ତଳା ଦେବୀ’

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ମାନବ କମ୍ପ୍ୟୁଟର ଭାବେ ପରିଚିତ ‘ଶକୁନ୍ତଳା ଦେବୀ’ଙ୍କୁ ଗିନିଜ୍ ୱାଲ୍ଡ ରେକର୍ଡସ୍ ପକ୍ଷରୁ ‘ସବୁଠୁ ଫାଷ୍ଟ ହ୍ୟୁମାନ୍ କମ୍ପୁଟର’ ଭାବେ ସମ୍ମାନିତ କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି । ଯାହାଙ୍କ ଉପରେ ନିର୍ମିତ ହୋଇଛି ଏକ … Read More