‘ସୁଶାନ୍ତଙ୍କୁ ହତ୍ୟା କରାଯାଇଛି’ ବୋଲି କହିଲେ ପୂର୍ବତନ ମ୍ୟାନେଜର ଅଙ୍କିତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏଭଳି ସମୟରେ ତାଙ୍କ ପୂର୍ବତନ ମ୍ୟାନେଜର ଅଙ୍କିତ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସୁଶାନ୍ତ କୌଣସି ପରିସ୍ଥିତିରେ … Read More