କରୋନା ପଜିଟିଭ ପରେ ବିଗ୍ ବି’ଙ୍କ ମୁମ୍ବାଇସ୍ଥିତ ୪ ବଙ୍ଗଳା ସିଲ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଶେହେନସା ଅମିତାଭ ବଚ୍ଚନ ଓ ତାଙ୍କ ପରିବାରର ୪ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହେବା ପରେ ମୁମ୍ବାଇ ସ୍ଥିତ ତାଙ୍କର ୪ଟି ବଙ୍ଗଳାକୁ ସିଲ୍ କରାଯାଇଛି । ଅମିତାଭ ବଚ୍ଚନଙ୍କ ଜଲସା, ପ୍ରତୀକ୍ଷା, ଜନକ … Read More