ଦର୍ଶକଙ୍କ ମନ ଜିଣୁଛି ‘ଦିଲ୍ ବେଚାରା’; ରିଲିଜ ପରେ ଭାରତୀୟ ଫିଲ୍ମ ତାଲିକାରେ ରହିଲା ପ୍ରଥମ ସ୍ଥାନରେ
ମୁମ୍ବାଇ, (ଓଡିଶା ଟାଇମ୍): ସ୍ୱର୍ଗତଃ ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଅଭିନେତା ଶେଷ ଚଳଚ୍ଚିତ୍ର ‘ଦିଲ୍ ବେଚାରା’ ଓଟିଟି ପ୍ଲାଟଫର୍ମ, ଡିଜନୀ+ହଟଷ୍ଟାରରେ ରିଲିଜ ହୋଇ ଯାଇଛି। ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ ହେବାର କିଛି ସମୟ ପରେ ଫିଲ୍ମଟିକୁ ରେଟିଂ ୧୦ରୁ … Read More