ସୁଶାନ୍ତଙ୍କ ମୃତ୍ୟୁକୁ କାହିଁକି ହତ୍ୟା ବୋଲି କହିଲେ ସୁବ୍ରମଣ୍ୟମ ସ୍ୱାମୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ଦିନକୁ ଦିନ ନୂଆ ମୋଡ ନେବାରେ ଲାଗିଛି । ଏଭଳି ସମୟରେ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ସୁଶାନ୍ତଙ୍କ ମୃତ୍ୟୁକୁ ଏକ ହତ୍ୟା ବୋଲି କହିଛନ୍ତି । … Read More

ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଏଫଆଇଆର୍ ଦାଏର ପରେ କ’ଣ କହିଲେ ଅଙ୍କିତା

ମୁମ୍ବାଇ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ନୂଆ ମୋଡ ନେଇଛି । ମୃତ୍ୟୁର ଗୋଟିଏ ମାସ ପରେ ତାଙ୍କ ପିତା ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସୁଶାନ୍ତଙ୍କୁ … Read More

ଇଭନିଂ ସ୍ନାକ୍ସରେ ଖାଆନ୍ତୁ ସୁଜି ଟିକ୍କା, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସ୍କୁଲ, କଲେଜ ଓ ଅଫିସ୍ ଆଦି ବନ୍ଦ ରହିଛି । ଏପରିକି ସନ୍ଧ୍ୟା ସମୟରେ ବିନା କାରଣରେ ଘରୁ ବାହାରିବା ଉପରେ କଟକଣା ମଧ୍ୟ ଲଗାଯାଇଛି । ଏହି ସମୟରେ ଗୃହିଣୀ … Read More

ଅଁଳାରେ ରହିଛି ଏହିସବୁ ଉପକାରୀ ଗୁଣ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସୁସ୍ଥ ଓ ସବଳ ରହିବା ପାଇଁ ସମସ୍ତେ ଭଲ ପାଇଥାନ୍ତି । ହେଲେ ବ୍ୟସ୍ତବହୁଳ ଜୀବନ ଯୋଗୁଁ ବେଳେ ବେଳେ ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ହୋଇନଥାଏ । ଏହାଛଡା ଋତୁ ପରିବର୍ତ୍ତନ ସହ ଅନ୍ୟାନ୍ୟ କାରଣରୁ … Read More

ଇଭନିଂ ସ୍ନାକ୍ସରେ ଖାଆନ୍ତୁ ଏହି ଖାଦ୍ୟ

ଭୁବନେଶ୍ୱର, (ଓଡିଶା ଟାଇମ): ବର୍ତ୍ତମାନ ସମୟରେ ଲକଡାଉନ ଯୋଗୁଁ ସମସ୍ତେ ଘରେ ରହୁଥିବା ଯୋଗୁଁ ଗୃହିଣୀ ମାନେ ସାମାନ୍ୟ ଚିନ୍ତିତ ହୋଇ ପଡୁଥିବେ । ଯେ କିପରି ପ୍ରତିଦିନ ପିଲାଙ୍କ ପାଇଁ କିଛି ନୂଆ ରୋଷେଇ କରି ଖୁଆଇବେ । ଯଦି … Read More

ଗିନିଜ୍ ରେକର୍ଡରେ ଭାରତର ବାଘ ଗଣନା; ଦେଶ ପାଇଁ ହେବ ସମର୍ପିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଗିନିଜ୍ ୱାଲ୍ଡ ରେକର୍ଡରେ ଭାରତର ବାଘ ଗଣନା ସ୍ଥାନ ପାଇଛି । ଏହି ୱାର୍ଲ୍ଡ ରେକର୍ଡକୁ ଭାରତର ଲୋକଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ କେନ୍ଦ୍ରୀୟ ପର୍ଯ୍ୟାବରଣ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଡକର୍ । ‘ବିଶ୍ୱ … Read More

ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆରପାରିରେ ଆଲ୍‌ବମ୍ ଅଭିନେତ୍ରୀ ଦୀପା ସାହୁ । କ୍ୟାନସର ପାଇଁ ଚିକିତ୍ସା ଚାଲିଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନାଯୋଗ୍ୟ ଅଭିନେତ୍ରୀ ଦୀପା ବର୍ଷେ ହେବ ଗର୍ଭାଶୟ କର୍କଟରେ ପୀଡ଼ିତ ଥିଲେ। … Read More

ଆସାମରେ ବିଗୁଡୁଛି ବନ୍ୟା ସ୍ଥିତି; ସହାୟତାର ହାତ ବଢାଇଲେ ପ୍ରିୟଙ୍କା

ଗୌହାଟୀ, (ଓଡିଶା ଟାଇମ୍‌): ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପୂର୍ବ ରାଜ୍ୟରେ ସ୍ଥିତି ବିଗିଡିବାରେ ଲାଗିଛି । ଯାହାଫଳରେ ଆସାମରେ ବନ୍ୟା ଯୋଗୁଁ ୨୩ ଜିଲ୍ଲାର ୨୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହେବା ସହ ଅନେକଙ୍କ ମୃତ୍ୟୁ ଘଟିଛି । … Read More

ମର୍ଣ୍ଣିଂ ୱାକ୍ ଓ ଇଭିନିଂ ୱାକ୍ ପାଇଁ ଯାଉଥିଲେ ଏଭଳି ରୁହନ୍ତୁ ସାବଧାନ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ସୁସ୍ଥ ରହିବା ପାଇଁ ପ୍ରାୟ ସମସ୍ତେ ମର୍ଣ୍ଣିଂ ୱାକ୍ କରିଥାନ୍ତି । ନିଜ ସୁବିଧା ଅନୁସାରେ କେହି କେହି ସକାଳେ କିମ୍ବା ସନ୍ଧ୍ୟା ବେଳେ ବାହାରେ ବୁଲାବୁଲି କରିଥାନ୍ତି । ବର୍ତ୍ତମାନ ସମୟରେ କରୋନାଭାଇରସ୍ ବ୍ୟାପୁଥିବା ବେଳେ … Read More

ବଲିଉଡ୍ ଫିଲ୍ମ ‘ଥ୍ରିଲର’ର ଫାଷ୍ଟ ଲୁକ୍ ପୋଷ୍ଟର ରିଲିଜ୍‌; ନଜର ଆସିବେ ଦୁଇ ଓଡିଆ

ଭୁବନେଶ୍ୱର, (ଓଡିଶା ଟାଇମ୍‌): ବଲିଉଡରେ କିଛି ଓଡିଆ କଳାକାର ନିଜର ଅଭିନୟ ଯାଦୁ ଦେଖାଇଥିବା ବେଳେ ଆଉ ୨ କଳାକାର ହିନ୍ଦୀ ସିନେମାରେ ଏଣ୍ଟ୍ରି କରିଛନ୍ତି । ବଲିଉଡର ଜଣାଶୁଣା ନିର୍ଦ୍ଦେଶକ ରାମ ଗୋପାଳ ବର୍ମାଙ୍କ ନିର୍ଦ୍ଦେଶିତ ‘ଥ୍ରିଲର୍‌’ ମୁଭିରେ ଦୁଇ … Read More