ସମଲିଙ୍ଗୀ ଦମ୍ପତିଙ୍କ ସମସ୍ୟାର ସମାଧାନ ପାଇଁ କମିଟି ଗଠନ ହେବ: କେନ୍ଦ୍ର ସରକାର
ନୂଆଦିଲ୍ଲୀ: ସମଲିଙ୍ଗୀ ବିବାହକୁ ଆଇନଗତ ମାନ୍ୟତା ଦେବା ପାଇଁ ହୋଇଥିବା ୨୦ଟି ଆବେଦନର ଶୁଣାଣି ବୁଧବାର ସୁପ୍ରିମକୋର୍ଟରେ ହୋଇଛି । ସମଲିଙ୍ଗୀ ଦମ୍ପତିଙ୍କ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଏକ କମିଟି ଗଠନ କରିବାକୁ ପ୍ରସ୍ତୁତ ଅଛି ବୋଲି ସଲିସିଟର ଜେନେରାଲ … Read More