ହେଲୋ… ମୁଁ ଆସୁଛି ଭୁବନେଶ୍ବର : ହାଇଦ୍ରାବାଦରୁ ସୁସ୍ଥ ହୋଇ ଫେରୁଥିବାବେଳେ ଏକଥା କହିଲେ ବିଜୟ ମହାନ୍ତି
ଭୁବନେଶ୍ଵର, (ଓଡିଶା ଟାଇମ୍) : ଓଲିଉଡ଼ର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ଵାସ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ହାଇଦ୍ରାବାଦର ଏକ ମେଡିକାଲ୍ରେ ବିଜୟ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ … Read More











