ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଧରିବେ ଭାରତୀୟ କ୍ରିକେଟର ମଙ୍ଗ !

ଆଗକୁ ହେବାକୁ ଥିବା ଟି-୨୦(T-20) ବିଶ୍ବକପ ପ୍ରତିଯୋଗିତାରେ ଟ୍ରଫି ଜିତିବା ପାଇଁ ପ୍ରାଣପଣେ ଲାଗି ପଡିଛନ୍ତି ଭାରତୀୟ କ୍ରିକେଟ ବ୍ରିଗେଡ । ମୈଦାନରେ ପ୍ରତିଦ୍ବନ୍ଦୀଙ୍କୁ କଡ଼ା ଟକ୍କର ଦେବାକୁ ପ୍ରୟାସରତ ବିରାଟ ବାହିନୀ । ଆଉ ଏତିକି ବେଳେ କ୍ରିକେଟ ଜଗତକୁ … Read More

ପରଲୋକରେ ମହାରଥୀ ; ଅପରାହ୍ନରେ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର, (ଓଡିଶା ଟାଇମ୍) :ପରଲୋକରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ତଥା ବିଜେଡ଼ିର ଜଣେ ଟାଣୁଆ ନେତା ପ୍ରଦୀପ ମହାରଥୀ। ବିଧାନସଭା ପରିସରରେ ମହାରାଥୀଙ୍କ ପାର୍ଥିବ ଶରୀର ପହଞ୍ଚି ସାରିଛି। ଭୁବନେଶ୍ୱର ସରକାରୀ ବାସଭବନରୁ ତାଙ୍କର ପାର୍ôଥବ ଶରୀର ନିଆଯାଇଛି।ପ୍ରଥମେ … Read More

ତସ୍ମୈ ଶ୍ରୀ ଗୁରବେ ନମଃ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭାରତର ପ୍ରଥମ ଉପ-ରାଷ୍ଟ୍ରପତି ତଥା ଦ୍ବିତୀୟ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନ (ଜନ୍ମ: ୫ ସେପ୍‌ଟେମ୍ବର ୧୮୮୮; ମୃତ୍ୟୁ: ୧୭ ଏପ୍ରିଲ୍‌ ୧୯୭୫)ଙ୍କ ଜନ୍ମ ଦିବସକୁ ଭାରତରେ ‘ଗୁରୁ ଦିବସ’ ଭାବେ ପାଳନ କରାଯାଉଛି। ଏକଦା … Read More

ସତ୍ୟନଗର ଶ୍ମସାନରେ ହେବ ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଆ ସିନେମାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ଗତ କାଲି ସନ୍ଧ୍ୟାରେ ତାଙ୍କର ଅବସ୍ଥା ଗୁରୁତର ହେବା ପରେ କେୟାର ହସ୍ପିଟାଲଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ … Read More

ଓଡ଼ିଆ ସିନେ ଜଗତର ବରିଷ୍ଠ କଳାକାର ବିଜୟ ମହାନ୍ତିଙ୍କ ଦେହାନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଆ ସିନେମାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ଆଜି ସନ୍ଧ୍ୟାରେ ତାଙ୍କର ଅବସ୍ଥା ଗୁରୁତର ହେବା ପରେ କେୟାର ଡ଼ାକ୍ତରଖାନାରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିବା … Read More

ହାପି ବାର୍ଥଡେ ଧୋନି; କ୍ୟାପଟେନ୍ କୁଲଙ୍କ ସମ୍ପର୍କରେ କିଛି ଅଜଣା କଥା

ଭୁବନେଶ୍ୱର, (ଓଡିଶା ଟାଇମ୍‌): କ୍ରିକେଟ୍ ପ୍ରେମୀଙ୍କ ଗହଣରେ ଖୁବ୍ ପରିଚିତ ମହେନ୍ଦ୍ର ସିଂହ ଧୋନୀ । ଯିଏକି ମାହି ଓ କ୍ୟାପଟେନ୍ କୁଲ୍ ନାମରେ ବି ଲୋକପ୍ରିୟ ହୋଇପାରିଛନ୍ତି । ୧୯୮୧ ମସିହା ଜୁଲାଇ ୭ ତାରିଖରେ ଜନ୍ମଗ୍ରହଣ କରିଥିବା ଧୋନୀ … Read More

ଚୀନ୍ ଆପ୍ ମାର୍କେଟରେ ଯିଏ ନିଆଁ ଲଗାଇପାରବେ ସିଏ ହେଲେ ଆନନ୍ଦ ମହିନ୍ଦ୍ରା !

ଭାରତରେ ଆପ୍ ବିପ୍ଳବ ଆରମ୍ଭ କରିବା ପାଇଁ ଆନନ୍ଦ ମହିନ୍ଦ୍ରା ଜଣେ ସଠିକ୍ ବ୍ୟକ୍ତି, ଏବଂ ଏହା ମଧ୍ୟ ଉପଯୁକ୍ତ ସମୟ । ଆନନ୍ଦ ମହିନ୍ଦ୍ରା- ମହିନ୍ଦ୍ରା ଗୋଷ୍ଠୀର ଚେୟାରମ୍ୟାନ୍ । ସ, ଏପରି ବ୍ୟକ୍ତିତ୍ୱ  ଯିଏକି କୌଣସି ପରିଚୟ ଆବଶ୍ୟକ … Read More

ରାଜ୍ୟପାଳଙ୍କ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପୁସ୍ତକ ପ୍ରକାଶିତ

ଭୁବନଶ୍ୱେର, (ଓଡ଼ିଶା ଟାଇମ୍‌): ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ଵାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପ୍ରକାଶ ପାଇଛି । ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ ଖଣ୍ଡକୁ ଅନୁଷ୍ଠାନର ନିର୍ଦ୍ଦେଶକ … Read More

ହେଲୋ… ମୁଁ ଆସୁଛି ଭୁବନେଶ୍ବର : ହାଇଦ୍ରାବାଦରୁ ସୁସ୍ଥ ହୋଇ ଫେରୁଥିବାବେଳେ ଏକଥା କହିଲେ ବିଜୟ ମହାନ୍ତି

ଭୁବନେଶ୍ଵର, (ଓଡିଶା ଟାଇମ୍) : ଓଲିଉଡ଼ର ଲୋକପ୍ରିୟ ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ସ୍ଵାସ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି । ନିଃଶ୍ବାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଥିବାରୁ ହାଇଦ୍ରାବାଦର ଏକ ମେଡିକାଲ୍‌ରେ ବିଜୟ ଚିକିତ୍ସିତ ହେଉଥିଲେ । ସୁସ୍ଥ ହେବା ପରେ … Read More

ଟେଲି କଳାକାର ଜଗେଶ ମୁକାତିଙ୍କ ପରଲୋକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଟେଲି କଳାକାର ଜଗେଶ ମୁକାତିଙ୍କ ପରଲୋକ । ଅମିତା କା ଅମିତ ଓ ଶ୍ରୀ ଗଣେଷ ଭଳି ଟେଲି ଧାରାବାହିକରେ ଅଭିନୟ କରିଥିବା‌ ଅଭିନେତା ଜଗେଶ ମୁକାତିଙ୍କ ପରଲୋକ ହୋଇଯାଇଛି । ନିଃଶ୍ୱାସ ନେବାରେ କଷ୍ଟ … Read More