ଗୁଜରାଟରେ ଭୂକମ୍ପ ଝଟକାରେ ଥରି ଉଠିଲା ମାଟି, ତୀବ୍ରତା ୫.୮

ଗାନ୍ଧୀନଗର, (ଓଡିଶା ଟାଇମ୍) : ଗୁଜରାଟରେ ଭୂମିକମ୍ପ। ଆଜି ସନ୍ଧ୍ୟା ୮.୧୩ ମିନିଟ ସମୟରେ ଗୁଜରାଟରେ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାସ୍‌ନ୍ୟାଲ୍ ସେଣ୍ଟର ଫର୍‌ ସେସ୍ମୋଲୋଜୀ (ଏନ୍‌ସିଏସ୍‌)ର ପ୍ରାଥମିକ ରିପୋର୍ଟ ନୁସାରେ, ଏହାର ତୀବ୍ରତା ୫.୮ ରହିଥିବା ଜଣାପଡ଼ିଛି। ଭୂକମ୍ପର କେନ୍ଦ୍ରସ୍ଥଳ … Read More

ଜମ୍ମୁ କାଶ୍ମୀର ପୁଞ୍ଚରେ ପାକିସ୍ତାନ ସେନାର ଅସ୍ତ୍ରବିରତି ଉଲ୍ଲଙ୍ଘନ : ଜଣେ ଯବାନ ସହିଦ,୩ ଆହତ

ଜମ୍ମୁ କାଶ୍ମୀର, (ଓଡିଶା ଟାଇମ୍) : ଜମ୍ମୁ କାଶ୍ମୀର ପୁଞ୍ଚରେ ପୁଣି ଥରେ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଛି ପାକିସ୍ତାନ ସେନା। ଶନିବାର ବିଳମ୍ବିତ ରାତିରେ ପାକିସ୍ତାନ ସେନା ପୁଞ୍ଚ ଜିଲାର କିର୍ନି ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ କରିବା ସହ ପ୍ରବଳ ଗୁଳିଗୋଳା … Read More

ସୁଶାନ୍ତ ସିଂହଙ୍କ ଦେହାନ୍ତରେ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଦେହାନ୍ତରେ ରାଜନୀତି ଜଗତରେ ମଧ୍ୟ ଶୋକର ଛାୟା ଖେଳି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଶାନ୍ତଙ୍କ ନିଧନରେ ଦୁଃଖ ପ୍ରକାଶ କରି ତାଙ୍କ ପରିଜନ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। … Read More

ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର, (ଓଡିଶା ଟାଇମ୍) : ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ଘଟଣାରେ ଶୋକବ୍ୟକ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, ସୁଶାନ୍ତଙ୍କ ମୃତ୍ୟୁ ଖବର ଶୁଣି ଦୁଃଖିତ । ତାଙ୍କ ଆତ୍ମାର ସଦଗତି … Read More

ସୁଶାନ୍ତ ୧୦ ଦିନ ପୂର୍ବରୁ ମା’ଙ୍କ ନାଁରେ ଲେଖିଥିଲେ ଶେଷ ପୋଷ୍ଟ

ମୁମ୍ବାଇ, (ଓଡିଶା ଟାଇମ୍) : ଲୋକପ୍ରିୟ କଳାକାର ସୁଶାନ୍ତ ସିଂହ ରାଜପୁତ ଆଜି ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି l ତାଙ୍କ ଘରୋଇ ସହାୟକ ତାଙ୍କ ମୃତଦେହ ପଙ୍ଖାରେ ଝୁଲିଥିବା ଦେଖି ପୋଲିସକୁ ସୂଚନା ଦେଇଥିଲେ l ସୂଚନା ପାଇ … Read More

ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆଜି ଆତ୍ମହତ୍ୟା କରିଛନ୍ତି । ମୁମ୍ବାଇର ବାନ୍ଦ୍ରା ସ୍ଥିତ ଘରେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ତାଙ୍କ ଘରର ଚାକର କହିଛି । ତେବେ ସୁଶାନ୍ତ ମୃତ୍ୟୁକୁ … Read More

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା, ନିଜ ଘରେ ଲଗାଇଲେ ଫାଶୀ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ ଜଗତର ସଫଳ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କର ଆଜି ମୃତ୍ୟୁ ଘଟିଛି । ମୁମ୍ବାଇ ବାନ୍ଦ୍ରା ସ୍ଥିତ ବାସଭବନରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି … Read More

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ପହିଲି ରଜ ଶୁଭେଚ୍ଛା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜି ପହିଲି ରଜ। ଓଡ଼ିଶାର ଏହି ଗଣପର୍ବକୁ ଉଲ୍ଲାସର ପାଳୁଛନ୍ତି ରାଜ୍ୟବାସୀ। ନୂଆ ପୋଷାକ ପିନ୍ଧି, ପାଦରେ ଅଳତା, ହାତରେ ମେହେନ୍ଦି ଏବଂ ମୁଣ୍ଡରେ କୁଙ୍କୁମ ଲଗାଇ ସଜ ହୋଇଛନ୍ତି କୁଆଁରୀ କନ୍ୟା। ତା’ସହ ଘରେ … Read More

ଘରେ ପ୍ରସ୍ତୁତ କରନ୍ତୁ ଚଟପଟା ବେବିକର୍ଣ୍ଣ ଚିଲି

(ଓଡିଶା ଟାଇମ୍) :ଆପଣଙ୍କ ଘରକୁ କେହି ଗେଷ୍ଟ ଆସିବା ସମୟରେ କିମ୍ବା ଅନ୍ୟ ଖାସ ସମୟରେ କେଉଁ ବ୍ୟଞ୍ଜନ ପ୍ରସ୍ତୁତ କରିବେ ତାହାକୁ ନେଇ ଆମେ ବେଳେ ବେଳେ ଚିନ୍ତାରେ ପଡ଼ିଯାଉ । ତେବେ ଗେଷ୍ଟ କିମ୍ବା ପରିବାର ଲୋକଙ୍କୁ ଚଟପଟା … Read More

ଆଜି UAEରୁ ଫେରିବେ ୨୧୫ ଜଣ ପ୍ରବାସୀ ଓଡିଆ

ଭୁବନେଶ୍ବର, (ଓଡିଶା ଟାଇମ୍) : ଲକ୍‌ଡାଉନ୍‌ ଯୋଗୁ ଦୁବାଇରେ ଫସିଥିବା ୨୧୫ ପ୍ରବାସୀ ଓଡ଼ିଆଙ୍କୁ ଧରି ଓଡ଼ିଶା ଫେରୁଛି ଏକ ସ୍ୱତନ୍ତ୍ର ବିମାନ। ପ୍ରବାସୀ ଓଡ଼ିଆଙ୍କୁ ଧରି Air Arabiaର ଏକ ସ୍ୱତନ୍ତ୍ର ବିମାନ ଆଜି ଶାର୍‌ଜାହ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଛାଡ଼ିବ। … Read More