କଟକରେ କରୋନା ମୁକାବିଲା: ପ୍ରତି ଓ୍ୱାର୍ଡରେ କମିଟି, ମନିଟରିଂ କରୁଛନ୍ତି ବରିଷ୍ଠ ଅଧିକାରୀ

ଭୁବନେଶ୍ବର, (ଓଡିଶା ଟାଇମ୍) :କରୋନା ମହାମାରୀକୁ ନେଇ ତାଜା ଅପଡେଟ୍ ଦେଇଛନ୍ତି ରାଜ୍ୟ ସରକାର । କଟକ ମ୍ୟୁନିସିପାଲିଟି ଅଞ୍ଚଳରେ ପ୍ରତି ୱାର୍ଡରେ କମିଟି ଗଠିତ ହୋଇଛି । ସହରାଞ୍ଚଳରେ ସଂକ୍ରମଣ ରୋକିବାକୁ ପଦକ୍ଷେପ ନିଆଯାଇଛି । ପ୍ରତି ୱାର୍ଡ ପାଇଁ … Read More

ରାଜ୍ୟ ପାଇଁ ଭଲ ଖବର ସୁସ୍ଥ ହେଲେ ଆଉ ୧୮୪ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୧୮୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆରୋଗ୍ୟ ଲାଭ କରିଥିବା ଆକ୍ରାନ୍ତଙ୍କ ସଂଖ୍ୟା ୪୬୦୬କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ … Read More

ପୁଣି ଫେରିଲେ ପଙ୍ଗପାଳ: ସତର୍କ ସୂଚନା ଜାରି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଉତ୍ତର ଭାରତରେ ପଙ୍ଗପାଳ କୃଷକମାନଙ୍କ ନିଦ ହଜାଇ ଦେଇଛନ୍ତି। ଆଜି ଏହି ପଙ୍ଗପାଳ ଦିଲ୍ଲୀ ସୀମାରେ ପ୍ରବେଶ କରିଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ଶ୍ରମ ଏବଂ ବିକାଶ ମନ୍ତ୍ରୀ ଗୋପାଳ ରାୟ ଶନିବାର ଏକ … Read More

ରାଜଧାନୀରେ ଆଉ ୯ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ରାଜଧାନୀ ଭୁବନେଶ୍ୱରରେ ଆଉ ୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଜଣେ ହୋମ୍ କ୍ୱାରେଣ୍ଟାଇନରେ ଥିବା ବେଳେ ୮ ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ ।ଏହାସହ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା … Read More

ଗଞ୍ଜାମ ଜିଲ୍ଲାରୁ ୫୮ କରୋନା ଆକ୍ରାନ୍ତ ଚିହ୍ନଟ, ଏଥିରୁ ୧୮ଜଣ କରୋନା ଯୋଦ୍ଧା

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪୩ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା … Read More

ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି … Read More

ବାବା ରାମଦେବଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସର ଔଷଧ ଲଞ୍ଚିଂ ପରଠୁ ବାବା ରାମଦେବ ଏବଂ ତାଙ୍କ କମ୍ପାନୀ ପତଞ୍ଜଳୀ ପ୍ରଶ୍ନବାଚୀରେ ରହିଛି। କରୋନିଲ ଔଷଧକୁ ନେଇ ଏବେ ବାବା ରାମଦେବ ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ରାଜସ୍ଥାନର ରାଜଧାନୀ ଜୟପୁରରେ … Read More

୧୧ ଜିଲ୍ଲାରେ ଜାରି ରହିଛି ୪୮ଘଣ୍ଟିଆ ସଟଡାଉନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି। ତେଣୁ ଜୁନ ମାସରେ ଅଧିକ ସଂକ୍ରମଣ ସଂଖ୍ୟା ବଢିବାର ଆଶଙ୍କା ଥିବାରୁ ସରକାରଙ୍କ ପକ୍ଷରୁ ଚଳିତ ମାସର ପ୍ରତି ସପ୍ତାହ ର ଶନିବାର ଓ ରବିବାର … Read More

ଓଜୋନ୍ ସ୍ତରର ଛିଦ୍ର ଯୋଗୁଁ ପୃଥିବୀରେ ହୋଇଥିଲା ସାମୂହିକ ବିନାଶ, ପୁଣି ଥରେ ଘଟିପାରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଗରୁ ମଧ୍ୟ ପୃଥିବୀ ଧ୍ୱଂସ ହୋଇଥିଲା । ୬.୬୦ କୋଟିବର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିବୀ ଉପରେ ପଡ଼ିଥିଲା । ଯାହାଫଳରେ ପୃଥିବୀରେ ରହୁଥିବା ୭୫ପ୍ରତିଶତ ପ୍ରାଣୀଙ୍କର ମୃତ୍ୟ ଘଟିଥିଲା । କିନ୍ତୁ ଏହାପୂର୍ବରୁ … Read More

ପୁଣି ବୃଦ୍ଧି ପାଇଛି ପେଟ୍ରୋଲ ଓ ଡ଼ିଜେଲ ଦର

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ବି ବଢିଛି ତେଲ ଦର।  ପେଟ୍ରୋଲ ଲିଟର ପିଛା ୨୫ ପଇସା ଏବଂ ଡିଜେଲ ୨୧ ପଇସା ବୃଦ୍ଧି ପାଇଛି । ଲଗାତାର ୨୧ ଦିନ ଧରି ତୈଳଦର ବୃଦ୍ଧି ଘଟିଛି ରାଜଧାନୀ ଦିଲ୍ଲୀରେ … Read More