ଓଡିଶା ପାଇଁ ୫୦୦ କୋଟି ସହାୟତା ଘୋଷଣା କଲେ ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରାଯାଇଛି । ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । … Read More

ପାକିସ୍ତାନରେ ବଡ଼ ଧରଣର ବିମାନ ଦୁର୍ଘଟଣା

ଭୁବନେଶ୍ୱର, (ଓଡିଶା ଟାଇମ୍): ପାକିସ୍ତାନରେ ବଡ଼ଧରଣର ବିମାନ ଦୁର୍ଘଟଣା ହୋଇଛି । ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ ବିମାନ ଦୁର୍ଘଟଣା ହୋଇଛି । ଲ୍ୟାଣ୍ଡିଂ ପୂର୍ବରୁ କରାଚୀ ବିମାନବନ୍ଦର ନିକଟରେ ଏହି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ପାକିସ୍ତାନ … Read More

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇ ଟୁଇଟ୍ କଲେ ରାଷ୍ଟ୍ରପତି

ଭୁବନେଶ୍ୱର, (ଓଡିଶା ଟାଇମ୍): ସାମୁଦ୍ରିକ ବାତ୍ୟା ଅମ୍ପନ କ୍ଷୟକ୍ଷତିର ଆକଳନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡିଶା ଗସ୍ତରେ ଆସିଥିବା ବେଳେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମଧ୍ୟ ରାଜ୍ୟର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ରାଷ୍ଟ୍ରପତି ଆଜି … Read More

ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିଛନ୍ତି ମୋଦି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ପହଞ୍ଚିଛନ୍ତି । ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ … Read More

ଅମ୍ଫନ କ୍ଷୟକ୍ଷତି : ପଶ୍ଚିମବଙ୍ଗକୁ ୧ ହଜାର କୋଟିର ସହାୟତା କଲେ ପ୍ରଧାନମନ୍ତ୍ରୀ

ଓଡ଼ିଶା ପାଇଁ ୫୦ ହଜାର କୋଟି ଅଗ୍କୋରୀମ ସହାୟତା ଘୋଷଣା କୋଲକାତା.(ଓଡିଶା ଟାଇମ୍): ବାତ୍ୟା ଅମ୍ଫନ ଦ୍ୱାରା କ୍ଷତିଗ୍ରସ୍ତ ପଶ୍ଚିମବଙ୍ଗୋ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧ ହଜାର କୋଟିର ଅଗ୍ରୀମ ସହାୟତା ଘୋଷଣା କରିଛନ୍ତି । ଆଜି ପଶ୍ଚିମବଙ୍ଗ ଗସ୍ତରେ … Read More

ଓଡିଶାକୁ ସହଯୋଗର ହାତ ବଢାଇଲେ ଦିଲ୍ଲୀ ସରକାର

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଓଡିଶାକୁ ସହଯୋଗର ହାତ ବଢ଼ାଇଲେ ଦିଲ୍ଲୀ ସରକାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏହି ପରିପ୍ରେକ୍ଷୀରେ ଟ୍ୱିଟ କରିଛନ୍ତି କେଜରିୱାଲ । ସଙ୍କଟ ସମୟରେ ଓଡ଼ିଶାବାସୀଙ୍କ ସହ ଅଛନ୍ତି ଦିଲ୍ଲୀବାସୀ । … Read More

ମମତାଙ୍କ ସହ ଫୋନରେ କଥା ହେଲେ ନବୀନ

ଭୁବନେଶ୍ୱର,(ଓଡିଶା ଟାଇମ୍): ବାତ୍ୟା ଅମ୍ପନ ପ୍ରଭାବରେ ପଶ୍ଚିମବଙ୍ଗୋରେ ହୋଇଥିବା କ୍ଷୟ କ୍ଷତି ନେଇ ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଘଡିସନ୍ଧି ମୁହୂର୍ତ୍ତରେ ପଶ୍ଚିମବଙ୍ଗ ବାସୀଙ୍କ ସହ ଓଡିଶା ରହିଛି … Read More

ଦେଶରେ ୩୫୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭାରତରେ ଏବେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଅଦ୍ୟାବଧି ଦେଶରେ ୧ ଲକ୍ଷ ୧୮ ହଜାର ୪୭୭ ଜଣ କୋରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ … Read More

ରେପୋ ରେଟ ହ୍ରାସ କଲା ରିଜର୍ଭ ବ୍ୟାଙ୍କ 

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ଦେଶର ଅର୍ଥନୀତିର ସ୍ଥିତି ନେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଏକ ସାମ୍ବାଦକି ସମ୍ମିଳନୀ କରିଛନ୍ତି । ଏହି ସାମ୍ବାଦିକ ସମ୍ମିସଳନୀରେ ସେ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ୍ ୪୦ ବେସିସ୍ ପଏଣ୍ଟ୍ କାଟି … Read More

ଆଜି ସାବିତ୍ରୀ ଅମାବାସ୍ୟା ,ଏଥର ସବୁ ଫିକା ଫିକା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳାମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ସାବିତ୍ରୀରେ ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳର ପୂଜାର୍ଚ୍ଚନା କରିବାର ବିଧି ରହିଛି। କିମ୍ବଦନ୍ତୀ ଅନୁସାରେ … Read More