ଅନ୍ୟ ଦେଶ ତୁଳନାରେ ଭାରତ ଏବେବି ଭଲ ସ୍ଥିତିରେ ରହିଛି : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ଵ ଏବେ ମହାମାରୀ କରୋନା ଭୂତାଣୁ ବିରୋଧରେ ଲଢ଼େଇ କରୁଛି। କୋଭିଡ-୧୯ କେବଳ ଏକ ଶାରିରୀକ ରୋଗ ନୁହେଁ, ଯାହା ଲୋକଙ୍କ ଜୀବନ ପାଇଁ ବିପଦ। ଏହାର ଆମର ଧ୍ୟାନକୁ ଅସୁସ୍ଥ ଜୀବନଶୈଳୀଗୁଡ଼ିକ ପ୍ରତି … Read More

ବାବା ରାମଦେବଙ୍କ ସମେତ ୫ଜଣଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭାଇରସର ଔଷଧ ଲଞ୍ଚିଂ ପରଠୁ ବାବା ରାମଦେବ ଏବଂ ତାଙ୍କ କମ୍ପାନୀ ପତଞ୍ଜଳୀ ପ୍ରଶ୍ନବାଚୀରେ ରହିଛି। କରୋନିଲ ଔଷଧକୁ ନେଇ ଏବେ ବାବା ରାମଦେବ ଏବଂ ଅନ୍ୟ ୪ଜଣଙ୍କ ବିରୋଧରେ ରାଜସ୍ଥାନର ରାଜଧାନୀ ଜୟପୁରରେ … Read More

ଓଜୋନ୍ ସ୍ତରର ଛିଦ୍ର ଯୋଗୁଁ ପୃଥିବୀରେ ହୋଇଥିଲା ସାମୂହିକ ବିନାଶ, ପୁଣି ଥରେ ଘଟିପାରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଆଗରୁ ମଧ୍ୟ ପୃଥିବୀ ଧ୍ୱଂସ ହୋଇଥିଲା । ୬.୬୦ କୋଟିବର୍ଷ ପୂର୍ବେ ଏକ ବଡ଼ ଗ୍ରହାଣୁ ପୃଥିବୀ ଉପରେ ପଡ଼ିଥିଲା । ଯାହାଫଳରେ ପୃଥିବୀରେ ରହୁଥିବା ୭୫ପ୍ରତିଶତ ପ୍ରାଣୀଙ୍କର ମୃତ୍ୟ ଘଟିଥିଲା । କିନ୍ତୁ ଏହାପୂର୍ବରୁ … Read More

କରୋନିଲ ବିକ୍ରି ଉପରେ ରୋକ୍‌ ଲଗାଇଲା ମହାରାଷ୍ଟ୍ର

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ରାଜସ୍ଥାନ ପରେ ମହାରାଷ୍ଟ୍ରରେ ବି ପତଞ୍ଜଳି ଦ୍ୱାରା ପ୍ରସ୍ତୁତ କରୋନା ଔଷଧ କରୋନିଲ ବ୍ୟାନ ହୋଇଛି । ଆୟୁଷ ମନ୍ତ୍ରାଳୟ ମଧ୍ୟ ଏହି ଔଷଧ ଉପରେ ଆପତ୍ତି କରିସାରିଛି । ଏହି ଔଷଧ ଉପରେ କୌଣସି … Read More

ମହାକାଶରୁ ଖସୁଛି ବିରାଟ ଉଲ୍‌କା ପିଣ୍ଡ, ଆଜି ପୃଥିବୀ ନିକଟ ଦେଇ ଅତିକ୍ରମ କରିବ

(ଓଡିଶା ଟାଇମ୍) : ମହାକାଶରୁ ପୃଥିବୀ ଆଡ଼କୁ ଏକ ବିରାଟ ଉଲକାପିଣ୍ଡ ମାଡ଼ି ଆସୁଛି । ଏହି ଉଲକାପିଣ୍ଡର ଗତିର ବେଗ ଏତେ ଅଧିକ ଯେ ଯଦି ପୃଥିବୀ ଉପରେ ପଡ଼ିବ ତେବେ ଏହା ପାଖଆଖ କେତେ କିଲୋମିଟର ଯାଏଁ ବିନାଶ … Read More

ଦେଶରେ ପ୍ରଥମ: ଆଜି ଲଞ୍ଚ କରିବ କରୋନାର ଆୟୁର୍ବେଦିକ ଔଷଧ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ସାରା ବିଶ୍ବରେ ମହାମାରୀ ରୂପେ ବିନାଶ ସୃଷ୍ଟି କରୁଥିବା କରୋନା ଭାଇରସ୍ ର ଚିକିତ୍ସା ପାଇଁ ବିଶ୍ବବ୍ୟାପୀ ପ୍ରୟାସ ଜାରି ରହିଛି । କିନ୍ତୁ ଏହି ସମୟ ମଧ୍ୟରେ ବାବା ରାମଦେବଙ୍କ ପ୍ରତିଷ୍ଠାନ ପତଞ୍ଜଳି ମଙ୍ଗଳବାର … Read More

୩ ଦିନ ପରେ ୧୦ ଯବାନଙ୍କୁ ଛାଡ଼ିଲା ଚୀନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପୂର୍ବ ଲଦାଖର ଗଲୱାନ ଉପତ୍ୟକା ଅଞ୍ଚଳରେ ଭାରତ-ଚୀନ ମଧ୍ୟରେ ହୋଇଥିବା ସଂଘର୍ଷ ବେଳେ ଅଟକ ରଖିଥିବା ୧୦ ଭାରତୀୟ ଯବାନଙ୍କୁ ମୁକ୍ତ କରିଛି ଚୀନ୍ । ପିଟିଆଇର ରିପୋର୍ଟ ଅନୁଯାୟୀ, ଚୀନ ସେନା ୨ ମେଜର … Read More

ଭାରତ-ଚୀନ୍ ସୀମାନ୍ତ ସଂଘର୍ଷରେ ସହିଦ ସୈନିକମାନଙ୍କ ନାମ ପ୍ରକାଶ କଲା ସେନା

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ-ଚୀନ ସୀମାର ଏଲଏସିରେ ଶହୀଦ ହୋଇଥିବା ୨୦ ଭାରତୀୟ ଯବାନଙ୍କ ନାମ ଜାରି କରିଛନ୍ତି ସରକାର। ସେମାନଙ୍କ ମଧ୍ୟରେ ସେନାର ଜଣେ ଅଧିକାରୀ ଥିବାବେଳେ ଅନ୍ୟ ୧୯ ଜଣ ଯବାନ ରହିଛନ୍ତି। ସହିଦଙ୍କ ମଧ୍ୟରେ ୨ … Read More

ଭାରତ-ଚୀନ୍ ସେନା ମୁହାଁମୁହିଁ ଘଟଣା; ୨୦ ଭାରତୀୟ ଯବାନ ସହିଦ !

ଲାଦାଖ୍, (ଓଡିଶା ଟାଇମ୍) : ଲଦାଖରେ ବାସ୍ତବ ନିୟନ୍ତ୍ରଣ ରେଖା(LAC)ରେ ଚୀନ ସହିତ  ହୋଇଥିବା ବଡ ହିଂସାତ୍ମକ ସଂଘର୍ଷରେ ଭାରତର ୨୦ ଜଣ ଯବାନ ସହିଦ ହୋଇଛନ୍ତି। ଏହା ପୂର୍ବରୁ ମଙ୍ଗଳବାର ଅପରାହ୍ନ ସୁଦ୍ଧା ଜଣେ ଅଧିକାରୀ ଏବଂ ଦୁଇ ଜଣ … Read More

ସୁଶାନ୍ତଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକଙ୍କ ଅଭିଯୋଗ

ମୁମ୍ବାଇ, (ଓଡିଶା ଟାଇମ୍) : ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ପରିବାର ଲୋକେ ସୋମବାର ଅଭିଯୋଗ କରିଛନ୍ତି। ସୁଶାନ୍ତ ନିଜକୁ ମାରିପାରିବେ ନାହିଁ, ତାଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ କହିଛନ୍ତି। ତାଙ୍କ … Read More