କରୋନା ନେଲା ଆଉ ୨ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଲାଣି । ଏହାରି ମଧ୍ୟରେ ଆଜି ୪୬୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେଆଉ ୨ ଜଣଙ୍କର ଜୀବନ ନେଇଛି କରୋନା । … Read More

ରାଜ୍ୟରେ ଆଉ ୪୬୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଦିନକୁ ଦିନ ବଢିବାରେ  ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ୪୬୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More

ଆଜିଠୁ ପୁରୀ ପ୍ରବେଶ ଉପରେ କଟକଣା

ପୁରୀ, (ଓଡିଶା ଟାଇମ୍) : ଆଜିଠୁ ଜିଲ୍ଲା ବାହାରର କୌଣସି ବ୍ୟକ୍ତି ପୁରୀ ଜିଲ୍ଲାକୁ ପ୍ରବେଶ କରିପାରିବେ ନାହିଁ। ଏ ନେଇ କଟକଣା ଜାରି କରାଯାଇଛି। ଅତ୍ୟାବଶ୍ୟକୀୟ ସେବା କିମ୍ବା କୌଣସି ଜରୁରୀ କାର୍ଯ୍ୟ ନ ଥିଲେ ପୁରୀ ଜିଲ୍ଲାକୁ ପ୍ରବେଶ … Read More

ମଦର ହୋମ ଡେଲିଭରୀ: ଶୃଙ୍ଖଳିତ ମଦ୍ୟପାନ ଦିଗରେ ଗୋଟିଏ ପାଦ

କରୋନା ସଂକ୍ରମଣର ଆଶଙ୍କାରେ ଆଶଙ୍କିତ ହୋଇ ସାରା ଦେଶ ଲକଡାଉନ ହୋଇ ଗତ ଦୁଇମାସ ହେଲା ଅସ୍ତବ୍ୟସ୍ତ ହୋଇପଡିଥିଲା । ଏହି ସମୟ ମଧ୍ୟରେ କରୋନାଛଡା ଯଦି ଅନ୍ୟ କୌଣସି ବିଷୟକୁ ନେଇ ଚର୍ଚ୍ଚା ହୋଇଛି ତାହା ହେଲା ମଦ୍ୟପାନକୁ ନେଇ … Read More

ନାଗାଲାଣ୍ଡରେ କୁକୁର ମାଂସ ବିକ୍ରି ଓ ସେବନ କରିବା ନେଇ ଲାଗିଲା କଟକଣା

ନାଗାଲାଣ୍ଡ, (ଓଡିଶା ଟାଇମ୍) : ନାଗାଲାଣ୍ଡ୍ ସରକାର କୁକୁର ମାଂସ ବିକ୍ରୟ ଏବଂ ଭକ୍ଷଣ ନିଷେଧ କରିଛନ୍ତି। ରାଜ୍ୟ ସାଂସଦୀୟ ବ୍ୟାପାର ମନ୍ତ୍ରୀ ନେଇବା କ୍ରୋନୁ କହିଛନ୍ତି, ରାଜ୍ୟ କ୍ୟାବିନେଟ୍‌ର ବୈଠକରେ ବାଣିଜ୍ୟିକ କୁକୁର ଆମଦାନି ଏବଂ ବ୍ୟବସାୟ ଓ ଉଭୟ … Read More

ଲେହରେ ଅଚାନକ ପହଞ୍ଚିଲେ ପ୍ରଧାନମନ୍ତ୍ରୀ, ସିଡିଏସଙ୍କ ସହ ସ୍ଥିତି ଅନୁଧ୍ୟାନ କରୁଛନ୍ତି

ଲେହ, (ଓଡିଶା ଟାଇମ୍) : ସୀମାରେ ଉତ୍ତେଜନା ଭିତରେ ଲେହରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ସହ ଲେହରେ ପହଞ୍ଚିଛନ୍ତି ସିଡ଼ିଏସ ଜେନେରାଲ ବିପିନ ରାୱତ । ଲେହର ନିମୁରେ ଆଇଟିବିପି ଯବାନଙ୍କୁ ମୋଦି ଭେଟିଛନ୍ତି । ସ୍ଥଳସେନା, … Read More

ଅପରାଧୀ-ପୋଲିସ ଗୁଳିବିନିମୟ, ୮ ପୋଲିସ ସହିଦ

କାନପୁର, (ଓଡିଶା ଟାଇମ୍) : ଉତ୍ତର ପ୍ରଦେଶର କାନପୁର ଚୌବେପୁର ଥାନା ଅଞ୍ଚଳରେ ଅପରାଧୀଙ୍କୁ ଧରିବାକୁ ଯାଇ ପୋଲିସ କର୍ମଚାରୀ ସହିଦ ହୋଇଛନ୍ତି । ଅପରାଧୀଙ୍କ ଗୁଳିରେ ୮ ପୋଲିସ କର୍ମଚାରୀ ସହିଦ ହୋଇଥିବା ଜଣାପଡିଛି । କୁଖ୍ୟାତ ଅପରାଧୀ ବିକାଶ … Read More

ରାଜ୍ୟପାଳଙ୍କ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପୁସ୍ତକ ପ୍ରକାଶିତ

ଭୁବନଶ୍ୱେର, (ଓଡ଼ିଶା ଟାଇମ୍‌): ବାହୁଡ଼ା ଯାତ୍ରା ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ଦ୍ଵାରା ଲିଖିତ ଆଧ୍ୟାତ୍ମିକ ପୁସ୍ତକ ‘ନନ୍‌ଆଟାଚ୍‌ଡ ଆଟାଚ୍‌ମେଣ୍ଟ୍‌’ ପ୍ରକାଶ ପାଇଛି । ପେନ୍ ଇନ୍ ବୁକ୍ସ ପକ୍ଷରୁ ପ୍ରକାଶିତ ଏହି ପୁସ୍ତକର ପ୍ରଥମ ଖଣ୍ଡକୁ ଅନୁଷ୍ଠାନର ନିର୍ଦ୍ଦେଶକ … Read More

ଆଜି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅପରାହ୍ନ ୪ଟା ବେଳେ ଦେଶବାସୀଙ୍କୁ ସମ୍ବୋଧିତ କରିବେ । ଅନ୍‌ଲକ୍-୨ର ମାର୍ଗଦର୍ଶିକା ସୋମବାର ବିଳମ୍ବିତ ସନ୍ଧ୍ୟାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯିବାର କିଛି ସମୟ ପରେ ପ୍ରଧାନମନ୍ତ୍ରୀ … Read More

ସରକାରଙ୍କ ବଡ଼ ନିଷ୍ପତ୍ତି ! ବ୍ୟାନ୍‌ ହେଲା ଟିକଟକ୍‌ ସମେତ ୫୯ଟି ଚାଇନିଜ୍‌ ଆପ୍‌

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଭାରତରେ ଟିକଟକ୍ ବ୍ୟାନ୍ । ଭାରତର ସାର୍ବଭୌମତ୍ଵ , ସଂହତି ଓ ପ୍ରତିରକ୍ଷା ପ୍ରତି ଆଞ୍ଚ  ଆଣୁଥିବା ଅଭିଯୋଗରେ ଚିନ୍‌ ଦେଶର ବିଭିନ୍ନ ସଂସ୍ଥା ଦ୍ଵାରା ପରିଚାଳିତ ଟିକ୍‌ଟକ୍ ସମେତ ୫୯ଟି ଚାଇନିଜ୍ ଆପ୍‌କୁ  ଭାରତ ସରକାର … Read More