ଜାତୀୟ ଫେଡେରେସନ କପ୍ ଦୌଡ଼କୁଦ; ୧୦୦ମିଟରରେ ସ୍ବର୍ଣ୍ଣ ଜିତିଲେ ଦୂତି
କଟକ, (ଓଡିଶା ଟାଇମ୍): କେରଳର କାଲିକଟ୍ ବିଶ୍ବବିଦ୍ୟାଳୟରେ ଚାଲିଥିବା ୨୫ତମ ଜାତୀୟ ଫେଡେରେସନ କପ୍ ଦୌଡ଼କୁଦ ପ୍ରତିଯୋଗିତାରେ ଓଡ଼ିଆ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ରବିବାର ଅନୁଷ୍ଠିତ ମହିଳା ୧୦୦ ମିଟର ଦୌଡ଼ରେ … Read More