ପୋଷା କୁକୁର ପାଇଁ ୪୧ ଦିନ ବ୍ରହ୍ମଚର୍ଯ୍ୟ ପାଳନ କରିବେ ରାମଚରଣ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଆର୍.ଆର୍.ଆର୍ ଅଭିନେତା ରାମଚରଣଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଖାଲି ପାଦରେ ଯାଉଥିବା ଦେଖିବାକୁ ମିଳିଛି। ଶୁଣିବାକୁ ମିଳୁଛି ଯେ ରାମଚରଣ କୁଆଡେ ୪୧ ଦିନ ଯାଏଁ ବ୍ରହ୍ମଚର୍ଯ୍ୟ ପାଳନ କରିବେ। ସବରୀମାଲା ଅୟପ୍ପାଙ୍କୁ ମାନୁଥିବା ରାମଚରଣ ଯେତେବେଳେ ବି … Read More