ମାହାଙ୍ଗା ଗଣହତ୍ୟା: ୫ ଜଣଙ୍କୁ ବୀଭତ୍ସ ହତ୍ୟାର ଡେମୋ ଦେଖାଉଛି ଶିବ
ମାହାଙ୍ଗା, (ଓଡିଶା ଟାଇମ୍): କଟକ ଜିଲ୍ଲା ମାହାଙ୍ଗା ଥାନା କୁସୁମପୁରରେ ଗଣହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ଘଟଣାରେ କ୍ରାଇମ୍ ସିନ୍ ରିକ୍ରିଏସନ୍ ପାଇଁ ଅଭିଯୁକ୍ତ ଶିବପ୍ରସାଦ ସାହୁକୁ ଘଟଣାସ୍ଥଳକୁ ନିଆଯାଇଛି । କଡ଼ା ସୁରକ୍ଷା ମଧ୍ୟରେ … Read More