IPL ବେଟିଙ୍ଗକୁ ନେଇ ରାଉରକେଲାରୁ ୯ ଗିରଫ, ୧୮ ମୋବାଇଲ୍ ସହ ଗୋଟିଏ ଲାପ୍ଟପ୍ ଜବତ
ରାଉରକେଲା, (ଓଡିଶା ଟାଇମ୍): ଜାରି ରହିଥିବା ଆଇପିଏଲକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ବେଟିଂ ବଜାର । ଓଡ଼ିଶାର ବୀରମୁତ୍ରପୁର ଅଞ୍ଚଳରେ ଆଇପିଏଲ ବେଟିଂ ଚାଲିଥିବା ସମୟରେ ପୋଲିସ ଚଢାଉ କରି ୯ ଜଣଙ୍କୁ ଗିରଫ କରିଛି । କୁଅାଁରମୁଣ୍ଡା ଫାଣ୍ଡି … Read More