ଭିଜିଲାନ୍ସ ଜାଲରେ ବରଗଡ଼ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକରୀ

ବରଗଡ଼, ( ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଚୂଲାବତୀ ସାହୁ । ସେ ଏକ ଖାଦ୍ୟ ସୁରକ୍ଷା ଲାଇସେନ୍ସ ସାର୍ଟିଫିକେଟ କରାଇ ଦେବାପାଇଁ ବରଗଡ଼ର ହରେକୃଷ୍ଣ ପ୍ରଧାନଙ୍କ ଠାରୁ ୫ ହଜାର ଟଙ୍କା ଲାଂଚ ନେଉଥିବା ବେଳେ … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୮ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୫୯ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More

୨ ଟଙ୍କା ବଢ଼ିଲା ଓମ୍‌ଫେଡ ମୂଲ୍ୟ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ । ଓମ୍‌ଫେଡ୍‌ କ୍ଷୀର ଲିଟର ପିଛା ବଢିବ ୨ ଟଙ୍କା । ଆସନ୍ତା ୨୧ ତାରିଖରୁ ଲାଗୁ ହେବ ଏହି ବର୍ଦ୍ଧିତ ଦର । ଏବେ ବଜାରରେ ମିଳୁଥିବା ୫୦୦ ମିଲିର … Read More

ରାଜ୍ୟରୁ ହଟିନି ମାକ୍ସ ପିନ୍ଧିବା କଟକଣା, ନିୟମ ମାନିଲେ ସ୍ଥିତି ନିୟନ୍ତ୍ରଣରେ ରହିବ-ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର, (ଓଡିଶା ଟାଇମ୍): ମାକ୍ସ ପିନ୍ଧିବା କଟକଣା ରାଜ୍ୟରୁ ହଟି ନାହିଁ । ଏବେ ବି ମାସ୍କ ପିନ୍ଧିବା ପାଇଁ ସମସ୍ତଙ୍କୁ କୁହାଯାଇଛି । ଭିଡ଼ ସ୍ଥାନକୁ ଗଲେ ମାକ୍ସ ପିନ୍ଧନ୍ତୁ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । … Read More

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଖୁସିଖବର: ବଡ଼ ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ବର, (ଓଡିଶା ଟାଇମ୍): କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ଆସିଛି ଖୁସିଖବର । ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି । କେନ୍ଦୁପତ୍ର ସଂଗ୍ରହ ମୂଲ୍ୟ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ସରକାରଙ୍କ ଏହି ନିଷ୍ପତ୍ତି … Read More

କରେନା ସଂକ୍ରମିତ ଚିହ୍ନଟ ପରେ ବଢ଼ିଲା ଚିନ୍ତା, ହଙ୍ଗକଙ୍ଗକୁ ୨୪ ଏପ୍ରିଲ ଯାଏ ବିମାନ ଚଳାଚଳ ସ୍ଥଗିତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ଲଗାତର ତିନିଜଣ ଯାତ୍ରୀ କରୋନା ପଜିଟିଭ୍‌ ବାହାରିବା ପରେ ହଙ୍ଗକଙ୍ଗ ପକ୍ଷରୁ ଏପ୍ରିଲ୍‌ ୨୪ ତାରିଖ ପର୍ଯ୍ୟନ୍ତ ଏୟାର ଇଣ୍ଡିଆର ବିମାନ ଚଳାଚଳକୁ ସ୍ଥଗିତ କରାଯାଇଛି । ତେବେ ବର୍ତ୍ତମାନ ସମୟରେ ଅନ୍ୟ କୌଣସି ଭାରତୀୟ ଏବଂ … Read More

୫ ଦିନ ଯାଏଁ କମିବନି ତାତି

ଭୁବନେଶ୍ବର, (ଓଡିଶା ଟାଇମ୍): ତତଲା ପ୍ରହାରରେ ଛଟପଟ ସାରା ଓଡ଼ିଶା । ଦିନ ୧୦ଟା ପରେ ପଦାକୁ ବାହାରିଲେ ଦେହ ହାତ ଯେମିତି ପୋଡ଼ିଯାଉଛି । ଶୂନ୍ୟରୁ ତତଲା ପ୍ରହାର ବାଜିଲା ଭଳି ଅନୁଭୂତ ହେଉଛି । ସୋମବାର ଟ୍ୱିନ୍‌ସିଟି କଟକ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୨୪୭ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଉପର ତଳ କରୋନା ଗ୍ରାଫ୍। ଦେଶରେ ପୁଣି କାୟା ମେଲାଇଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ କମିବା ପରେ ବଢିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟା କିନ୍ତୁ କମିଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ … Read More

ଆଜିଠୁ ମିଳିବ ମାଟ୍ରିକ୍ ଆଡମିଟ୍ କାର୍ଡ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜିଠୁ ମିଳିବ ମାଟ୍ରିକ ଆଡମିଟ୍ କାର୍ଡ । ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଦଶମ ଶ୍ରେଣୀ ସମେଟିଭ୍ ଆସେସମେଣ୍ଟ-୨ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଆଜିଠୁ ବୋର୍ଡ ୱେବସାଇଟ୍ ରେ ଉପଲବ୍ଧ ହେବ । ବିଦ୍ୟାଳୟର … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୧୬ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୬ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୭୯୫୧ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More