ସୁପ୍ରିମକୋର୍ଟଙ୍କ ରାୟରେ ‘ରେଡ୍ ଲାଇନ୍’ କ’ଣ, ଯାହା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିନ୍ତାରେ ପକାଇବ?

ନୂଆଦିଲ୍ଲୀ: ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତାର ସୀମା ରେଖା ଆଙ୍କିଛନ୍ତି ସୁପ୍ରିମକୋର୍ଟ । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ଅନ୍ୟ ସମସ୍ତ ସେବା ନିର୍ବାଚିତ ସରକାରଙ୍କ ଅଧୀନରେ ରହିବ । ଅର୍ଥାତ୍ ଏହି ତିନୋଟି ବିଷୟକୁ ବାଦ୍ ଦେଲେ … Read More

ଖଟିଆର ମୂଲ୍ୟ ୧ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କାଠ ଓ ଝୋଟ ଦଉଡ଼ିରେ ନିର୍ମିତ ଖଟିଆ କଥା ମନେଅଛି ନା ନାହିଁ ? ଆଜି ବି ଗାଁ ଓ ସହରର ଲୋକେ ଖଟିଆରେ ଶୋଇଥାନ୍ତି । ଗାଁଗାଁରେ ଏହି ଖଟିଆକୁ କିଛି ଟଙ୍କାରେ ପ୍ରସ୍ତୁତ କରାଯାଏ । ଗାଁ … Read More

ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିରେ କେତେ ପ୍ରଭାବ ପକାଇବ ?

ମୁମ୍ବାଇ: ଦୀର୍ଘ ଦିନର ଶୁଣାଣି ଓ ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ମହାରାଷ୍ଟ୍ରର କ୍ଷମତା ସଂଗ୍ରାମର ରାୟ ଆସିଛି । ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଏମିତି ହୋଇଛି, ଯେଉଁଥିରେ ଉଭୟ ପକ୍ଷଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସିନ୍ଦେଙ୍କ ମୁଖ୍ୟ ଛାଟିଆଙ୍କୁ … Read More

ଶରଦ ପାୱାର, ମମତା ବାନାର୍ଜୀ ଓ କେସିଆରଙ୍କ ସ୍ଥାନ କିଏ ନେବ ?

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାର ଗତ ସୋମବାର ମହାରାଷ୍ଟ୍ରରେ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ହଠାତ୍ ଇସ୍ତଫା କେବଳ ଏନସିପି ନୁହେଁ, ମହାବିକାଶ ଆଘାଡିରେ ମଧ୍ୟ ହଇଚଇ ସୃଷ୍ଟି କରିଥିଲା । … Read More

ୱାଡିଆ ପରିବାରର ବୋହୂ ହୋଇଥିବା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଏକମାତ୍ର ଝିଅ ଦିନା ଭାରତରେ ରହୁଥିଲେ

ନୂଆଦଲ୍ଲୀ: ସେତେବେଳକୁ ଭାରତ ସ୍ୱାଧୀନ ହୋଇନଥିଲା । ମହମ୍ମଦ ଅଲ୍ଲୀ ଜିନ୍ନା ମୁସଲମାନଙ୍କର ସବୁଠାରୁ ବଡ଼ ନେତା ଥିଲେ । ତାଙ୍କର ଏକମାତ୍ର ସନ୍ତାନର ନାମ ଥିଲା ଦିନା । ଦିନାଙ୍କୁ ନିଶ୍ଚୟ ମାତ୍ର ୧୭ ବର୍ଷ ହୋଇଥିବ ଯେତେବେଳେ ସେ … Read More

ଭାରତରେ ସମଲିଙ୍ଗୀ ବିବାହ ହେବ ନାହିଁ

ନୂଆଦିଲ୍ଲୀ: ଆଜିକାଲି ଭାରତରେ ଅନେକ ପ୍ରସଙ୍ଗ ଚର୍ଚ୍ଚାର ବିଷୟ ପାଲଟିଛି । କୁସ୍ତିଯୋଦ୍ଧାଙ୍କ ପ୍ରଦର୍ଶନ ହେଉ ଅବା କର୍ଣ୍ଣାଟକ ନିର୍ବାଚନ । କିନ୍ତୁ ଇତି ମଧ୍ୟରେ ସମଲିଙ୍ଗୀ ବିବାହକୁ ନେଇ ଏକ ଭିନ୍ନ ବିତର୍କ ଆରମ୍ଭ ହୋଇଛି । ପ୍ରକୃତି ବିରୁଦ୍ଧରେ … Read More

ମିଡିଆ ଉପରେ ସେନ୍ସର ନୂଆ କଥା ନୁହେଁ

ନୂଆଦିଲ୍ଲୀ: ୬ ଏପ୍ରିଲ ୨୦୨୩ରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟର ଗାଇଡଲାଇନରେ ସୂଚନା ପ୍ରଯୁକ୍ତି ସଂଶୋଧନ ନିୟମ-୨୦୨୩ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ମଧ୍ୟସ୍ଥିଙ୍କ ଗାଇଡଲାଇନ ଏବଂ ଡିଜିଟାଲ ମିଡିଆ ଏଥିକ୍ସ କୋଡକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି … Read More

‘ମନ୍ କି ବାତ୍’ର ୧୦୦ତମ ଏପିସୋଡ୍:ବାଲୁକା ଶିଳ୍ପରେ ୧୦୦ ରେଡିଓ ମଧ୍ୟରେ ନରେନ୍ଦ୍ର ମୋଦି

ଭୁବନେଶ୍ୱର,(ଓଡ଼ିଶାଟାଇମ): ପ୍ରସିଦ୍ଧ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ମନ୍ କି ବାତ୍‍ର ୧୦୦ତମ ଏପିସୋଡ୍ ପାଳନ କରିବା ଅବସରରେ ୧୦୦ଟି ରେଡିଓ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲୁକା ମୂର୍ତ୍ତି ତିଆରି କରିଛନ୍ତି । ପାଖାପାଖି ୭ ଟନ୍ … Read More

ଜଙ୍ଗଲ ନିଆଁ ଏକ ଘାତକ ଚକ୍ର

ଚଳିତ ବର୍ଷ ଅନ୍ୟ ବର୍ଷମାନଙ୍କ ତୁଳନାରେ ଯଥେଷ୍ଟ ପୂର୍ବରୁ ଗ୍ରୀଷ୍ମ ଋତୁ ଆସିଯାଇଛି, ଏବଂ ତା ସହିତ ଜଙ୍ଗଲ ନିଆଁ ମଧ୍ୟ ଆରମ୍ଭ ହୋଇଯାଇଛି । ନାସାର ଫାୟାର ଇନଫରମେସନ୍ ପର ରିସୋର୍ସ ମ୍ୟାନେଜମେଣ୍ଟ (ସମ୍ବଳ ପରିଚାଳନା ପାଇଁ ଅଗ୍ନିକାଣ୍ଡ ସମ୍ପର୍କିତ … Read More

ଅସହାୟତା ନା ଚତୁରତା: ସଞ୍ଜୟଙ୍କ ‘ଷଡ଼ଯନ୍ତ୍ର’ର ନାୟକ କିଏ?

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ଦଳ ଭିତରେ ସବୁକିଛି ଏବେ ଆଉ ଠିକ୍‌ ଚାଲିନି।  ବିଗତ ପଚିଶ ବର୍ଷରେ ରାଜ୍ୟର କୋଣ ଅନୁକୋଣକୁ ମାଡ଼ିଥିବା ଶଙ୍ଖର ସବୁଜ ଲହଡ଼ି ସୀମା ଲଙ୍ଘି ଏବେ ସଂଗଠନର କୂଳ ଖାଇବାକୁ ବସିଲାଣି।  ଗୋଟିଏପଟେ ଉପନିର୍ବାଚନରେ ପ୍ରାର୍ଥୀ … Read More