ଶ୍ରୀନଗରରେ ଦୁଇ ଆତଙ୍କି, ଜଣେ ନାଗରିକ ନିହତ

ଶ୍ରୀନଗର, (ଓଡିଶା ଟାଇମ୍): ଜମ୍ମୁ କାଶ୍ମୀରର ଶ୍ରୀନଗରରେ ସୁରକ୍ଷା ବାହିନୀର କାର୍ଯ୍ୟାନୁଷ୍ଠାନରେ ଦୁଇଜଣ ଆତଙ୍କି ଓ ଜଣେ ନାଗରିକ ପ୍ରାଣ ହରାଇଛନ୍ତି । ମୃତ ସାଧାରଣ ନାଗରିକ ଜଣକ ଆତଙ୍କବାଦୀଙ୍କ ସହଯୋଗୀ ଭାବରେ କାମ କରୁଥିବା କେତେକ ଡିଜିଟାଲ ତଥ୍ୟରୁ ପ୍ରମାଣ … Read More

ପୋଲିସ ପଦକ ଘୋଷଣା : ଓଡିଶାରୁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ୧୧ ଜଣଙ୍କୁ ପୋଲିସ ସେବା ପଦକ

ଭୁବନେଶ୍ବର, (ଓଡିଶା ଟାଇମ୍) :ସାଧାରଣତନ୍ତ୍ର ଦିବସରେ ଓଡିଶାର ଦୁଇ ପୋଲିସ କର୍ମଚାରୀଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ । ବିଶିଷ୍ଟ ସେବା ପାଇଁ ଦୁଇ ପୋଲିସ କର୍ମଚାରୀଙ୍କୁ ମିଳିବ ଏହି ପଦକ । ଅନ୍ୟପଟେ ୧୧ ଜଣଙ୍କୁ ଉତ୍ସର୍ଗୀକୃତ ସେବା ପାଇଁ … Read More

ବିଜେପୁର ଛାଡ଼ିବେ ନବୀନ!

ବିଜେପୁର ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାୟ ଦୁଇବର୍ଷ ଆଗରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ପ୍ୟାକେଜ ଘୋଷଣା କରିଥିଲେ। ବୋଧହୁଏ ବିଜେପୁରବାସୀ ଏହାକୁ ଭୁଲି ନଥିବେ। ଓଡ଼ିଶାବାସୀ ବରଂ ଏହାକୁ ମନେ ରଖି ନଥିବେ। କାରଣ ଏହା ଭିତରେ ବିଜେପୁର ଉପନିର୍ବାଚନ … Read More

ଶାସକ ବିଜେଡିକୁ ସରକାରୀ କର୍ମଚାରୀଙ୍କ ପ୍ରତ୍ୟାଖ୍ୟାନ

ଯେଉଁଠି ପ୍ରିଜାଇଡିଂ ଅଫିସର କି ପୁଲିଂ ଏଜେଣ୍ଟ ନାହାଁନ୍ତି କିମ୍ୱା ବୁଥ ରିଗିଂର ସାମାନ୍ୟତମ ସମ୍ଭାବନା ନାହିଁ, ସେଠାରେ ମତଦାତା ନିର୍ଭୟରେ ଏବଂ ନିଜ ଇଚ୍ଛା ଅନୁସାରେ ମତଦାନ କରିଥାନ୍ତି। ଏହା କେବଳ ସମ୍ଭବ ହୁଏ ପୋଷ୍ଟାଲ ବ୍ୟାଲଟରେ। ଇଭିଏମ ଲଢ଼େଇରେ … Read More

ମନ୍ତ୍ରୀପଦ ଲାଗି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌ କଲ୍‌ ପାଇଲେ ଧର୍ମେନ୍ଦ୍ର ପ୍ରଧାନ

ଆଜି ସନ୍ଧ୍ୟା ୭ ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କର ମନ୍ତ୍ରିମଣ୍ଡଳ ଶପଥ ଗ୍ରହଣ କରିବେ। ଏନଡିଏର କେତେକ ନେତାଙ୍କୁ ମନ୍ତ୍ରୀପଦ ଲାଗି ଇତିମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଫୋନ୍‌କଲ୍‌ଯାଇଥିବାର ସୂଚନା ମିଳିଛି। ଫୋନ୍‌କଲ୍‌ପାଇଥିବା ନେତାମାନେ ସାଢ଼େ ୪ଟା ସମୟରେ ପ୍ରଧାନମନ୍ତ୍ରୀଙ୍କ … Read More

ପଞ୍ଚମ ଇନିଂସ ଆରମ୍ଭ : ଚିଟଫଣ୍ଡ ଦୁର୍ନୀତି ଓ ସିବିଆଇ ଭୟ ଅଧିକ ପ୍ରତିଫଳିତ

ପଞ୍ଚମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହିତ ନବୀନ ପଟ୍ଟନାୟକ ଆଜି ଠାରୁ ତାଙ୍କର ନୂଆ ଇନିଂସ ଶାସନ ଆରମ୍ଭ କରିଛନ୍ତି । ସ୍ଥାନୀୟ ପ୍ରଦର୍ଶନୀ ପଡିଆ ଠାରେ ଭାଇ ଭଉଣୀଙ୍କ ଉପସ୍ଥିତିରେ ଶ୍ରୀ ପଟ୍ଟନାୟକ ଆଜି ଶପଥ … Read More

କଂଗ୍ରେସର କ୍ଷତିରେ ବିଜେଡିର ଲାଭ

୭୭ଆସନରେ ଦ୍ୱିତୀୟ ସ୍ଥାନରେ ବିଜେପି ୨୦୧୪ରେ ବିଜେପିର ୭୭ଜଣ ପ୍ରାର୍ଥୀଙ୍କର ଅମାନତ ନଥିଲା କଂଗ୍ରେସର ୮୫ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି ଚତୁର୍ଥ ସ୍ଥାନରେ ଲୋକସଭାରେ କଂଗ୍ରେସର ୧୧ଜଣ ଅମାନତ ହରାଇଛନ୍ତି ବିଜେପିର କଂଗ୍ରେସର ଭୋଟ ହାର ୧୦ରୁ ୧୩ ପ୍ରତିଶତ କମିଛି … Read More

କିଏ ହେବ ବିରୋଧୀ ଦଳ ନେତା?

ବିଧାନସଭାର ଚିତ୍ର ସ୍ପଷ୍ଟ। ବିଜୁ ଜନତା ଦଳ ପାଖରେ ୧୧୨ର ନିରଙ୍କୁଶ ସଂଖ୍ୟା। ବିଜେପିର ବିଧାୟକ ସଂଖ୍ୟା ୨୩। କଂଗ୍ରେସର ୯। ତେଣୁ ଭାରତୀୟ ଜନତା ପାର୍ଟିରୁ କାହାରିକୁ ବିରୋଧୀ ଦଳ ନେତା ପଦ ମିଳିବ। ବିଧି ଅନୁସାରେ ମୁଖ୍ୟ ବିରୋଧୀ … Read More

କଂଗ୍ରେସକୁ ମହଙ୍ଗା ପଡ଼ିଲା ଚୌକିଦାର ଚୋର ହୈ’ ସ୍ଲୋଗାନ

୨୦୧୯ ଲୋକସଭା ନିର୍ବାଚନରେ ବିଜେପି ଐତିହାସିକ ବିଜୟ ହାସଲ କରିଥିବାବେଳେ କଂଗ୍ରେସ ପୁଣିଥରେ ଧରାଶାୟୀ ହୋଇଛି। ୨୦୧୪ରେ ମଧ୍ୟ କଂଗ୍ରେସ ଏହି ସ୍ଥିତିର ସମ୍ମୁଖୀନ ହୋଇଥିଲା। ଏବେ ବିରୋଧୀ ଦଳରେ ବସିବା ପାଇଁ ମଧ୍ୟ କଂଗ୍ରେସ ନିକଟରେ ସଂଖ୍ୟା ନାହିଁ। ତେବେ … Read More

ବାପାଙ୍କ ବିନା ଦୁଇ ପୁଅ ବିଫଳ

ବାପା ଲାଲୁ ପ୍ରସାଦ ଯାଦବଙ୍କ ଅନୁପସ୍ଥିତିରେ ଦଳର ଦାୟିତ୍ୱ ସମ୍ଭାଳୁ ଥିବା ସାନ ପୁଅ ତେଜସ୍ୱୀ ଯାଦବ ନିଜର ପ୍ରଥମ ପରୀକ୍ଷାରେ ଫେଲ ହୋଇଛନ୍ତି। ସେ ନିର୍ବାଚନ ସମୟରେ ୧୫୦ରୁ ଅଧିକ ସଭା ଏବଂ ୨୫ରୁ ଅଧିକ ରୋଡ ଶୋ’ କରିଥିଲେ … Read More