#corona Update: ରାଜ୍ୟରେ ୬୧ ନୂଆ ରୋଗୀ, ସମୁଦାୟ ପଜିଟିଭ୍ ୬୭୨
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଗଲା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୧ଜଣ ନୂଆ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି। ଏହାଦ୍ଵାରା ସମୁଦାୟ ସଂଖ୍ୟା ୬୭୨ରେ ପହଞ୍ଚିଛି। ଏହାଦ୍ଵାରା ଆକ୍ରାନ୍ତଙ୍କ ସଂଖ୍ୟା ୫୧୧ ହୋଇଛି। ୧୫୮ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। … Read More