ମେ ୨୫ ରୁ ଉଡ଼ିବ ଘରୋଇ ବିମାନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  ଦୀର୍ମେଘ ଦୁଇମାସର ବ୍ୟବଧାନ ପରେ ୨୫ ତାରିଖରୁ ଉଡ଼ିବ ଘରୋଇ ବିମାନ।  ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂହପୁରୀ ଏବାବଦରେ ଆଜି ସୂଚନା ଦେଇଛନ୍ତି। ଯଦିଓ ଲକ୍‌ଡାଉନ୍‌-୪ ନିୟମାବଳୀ ଅନୁସାରେ ସମସ୍ତ ବେସାମରିକ ଘରୋଇ ଓ … Read More

କଳାହାଣ୍ଡିରେ ୧୧ କୋରୋନା ପଜିଟିଭ ଚିହ୍ନଟ, ରାଜ୍ୟରେ ସମୁଦାୟ ୧୦୬୩   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୧୧କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି l ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧୦୬୩ ରେ ପହଁଞ୍ଚିଛି  l  ଏହି ୧୧ଜଣ ନୂଆ ଆକ୍ରାନ୍ତ କଳାହାଣ୍ଡି ଜିଲ୍ଲାରୁ ଚିହ୍ନଟ ହୋଇଥିବା … Read More

ରାଜ୍ୟରେ ଆଉ ୩୬ କୋରୋନା ରୋଗୀ ସୁସ୍ଥ ହେଲେ 

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଉ ୩୬ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେ l ଏହି ଆକ୍ରାନ୍ତଙ୍କୁ ଲଗାଇ ରାଜ୍ୟରେ ୩୪୩ ରେ ପହଞ୍ଚିଲା ସୁସ୍ଥଙ୍କ ସଂଖ୍ୟା l ଏ ନେଇ ରାଜ୍ୟ ସ୍ଵସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ … Read More

ଭାରତରେ କରୋନା ଭାଇରସ ନିୟନ୍ତ୍ରିତ : ଡ. ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌): କରୋନା ଭୁତାଣୁ ସଂକ୍ରମଣ ସଂଖ୍ୟା ସାରା ବିଶ୍ୱରେ ତୀବ୍ର ଗତିରେ ବଢ଼ିବାରେ ଲାଗିଛି । ଏହି  ଭୁତାଣୁ  ହେତୁ ସାରା ବିଶ୍ୱର ସ୍ଥିତି ଖରାପ ହେବା ସହ ଆମେରିକାର ସ୍ଥିତି ମଧ୍ୟ ଖରାପ ସ୍ତରରେ ପହଞ୍ଚିଛି । … Read More

୭୪ କୋରୋନା ଭୁତାଣୁ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌):  ଗତ ୨୪ ଘଣ୍ଚା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଥିବା  ୭୪କରୋନା ଭୁତାଣୁ ଆକ୍ରାନ୍ତଙ୍କ ବାବଦରେ ତଥ୍ୟ ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ଏହି ୭୪ଜଣଙ୍କ ଭିତରୁ ୭୩ଜଣଙ୍କ କ୍ଵାରେଣ୍ଟୀନ୍‌ ସେଣ୍ଟରରୁ ଚିହ୍ନଟ କରାଯାଇଛି। ଗଞ୍ଜାମ ଜିଲ୍ଲାର ଜଣେ … Read More

ରାଜସ୍ଥାନ: କ୍ୱାରେଣ୍ଟୀନ୍‌ କେନ୍ଦ୍ରରେ ପୁଅକୁ ଖାଇବାକୁ ଦେବାକୁ ଯାଇ ପରିବାରର ୬ ସଦସ୍ୟ ଆକ୍ରାନ୍ତ  

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : କ୍ଵାରେଣ୍ଟୀନ୍‌ କେନ୍ଦ୍ରରେ ଥିବା ପୁଅକୁ ଖାଦ୍ୟ ଦେବାକୁ ଯାଇ ପରିବାରର ୬ ଜଣ ସଦସ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି। ଏଭଳି ଘଟଣା ଘଟିଛି ରାଜସ୍ଥାନର ଡୁଙ୍ଗରପୁର ଜିଲ୍ଲାରେ l କରୋନା ଭାଇରସରେ ସଂକ୍ରମିତ ଯୁବକଙ୍କୁ ଦେଖା … Read More

ମାଲକାନଗିରିକୁ ବ୍ୟାପିଲା କରୋନା, ରାଜ୍ୟର ୨୪ ଜିଲ୍ଲା ଆକ୍ରାନ୍ତ, ନଜର ପକାନ୍ତୁ ଜିଲ୍ଲାୱାରୀ ତାଲିକା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛ। ଗତକାଲି ଜଲେ ୭୦ ବର୍ଷୀୟ ବୃଦ୍ଧ ଶ୍ଵାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି ହୋଇଥିଲେ। ସେ ବିଭିନ୍ନ ରୋଗରେ ଆକ୍ରାନ୍ତ ଥିଲେ। ପରେ ତାଙ୍କ ମୃତ୍ୟୁ … Read More

କରୋନା ଅପ୍‌ଡେଟ୍‌: ରାଜ୍ୟରେ ୭୪ ନୂଆ ରୋଗୀ, ସମୁଦାୟ ସଂଖ୍ୟା ୧ ହଜାର ଟପିଲା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ୭୪ ନୂଆ ରୋଗୀ ସଂଯୁକ୍ତ ହୋଇଛନ୍ତି। ଏହାଫଳରେ ରାଜ୍ୟର ମୋଟ୍‌ କରୋନା ଚିହ୍ନିତ ରୋଗୀଙ୍କ ସଂଖ୍ୟା ୧୦୫୨ ହୋଇଛି। ସେମାନଙ୍କ ଭିତରୁ ୭୩୯ଜଣ ଏବେ ବିଭିନ୍ନ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ୬ଜଣଙ୍କ … Read More

କେନ୍ଦ୍ରାପଡ଼ା ଜିଲ୍ଲାରେ ପହଂଚିଲେ ୧୨୧୯୮ ପ୍ରବାସୀ ଶ୍ରମିକ, ଗୋଟିଏ ଦିନରେ ଫେରିଲେ ୨୨୨୯

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) :ଲକଡାଉନ ଯୋଗୁ ଦେଶର ବିଭିନ୍ନ ସହର ଓ ରାଜ୍ୟରେ ଫସି ରହିଥିବା ହଜାର ହଜାର ଶ୍ରମିକ ଏବେ ଫେରିବାରେ ଲାଗିଛନ୍ତି । ଏହି କ୍ରମରେ ଗତ ସୋମବାର ସୁଦ୍ଧା ମୋଟ ୧୨୧୯୮ଜଣ ପ୍ରବାସୀ ଶ୍ରମିକ କେନ୍ଦ୍ରାପଡ଼ା ଜିଲ୍ଲାରେ … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୩୦ କରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ରାଜ୍ୟରେ ଆଉ ୩୦ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି l ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୦ ଜଣ ଗଞ୍ଜାମର , ୫ଜଣ କେନ୍ଦ୍ରାପଡାର , ୨ଜଣ ବାଲେଶ୍ୱର , ୨ଜଣ ଭଦ୍ରକର ହୋଇଥିବା … Read More