ଦେଶରେ ୩୫୮୩ ଜଣଙ୍କ ମୁଣ୍ଡ ନେଲାଣି କରୋନା

ନୂଆଦିଲ୍ଲୀ,(ଓଡିଶା ଟାଇମ୍): ଭାରତରେ ଏବେ କୋରୋନା ସ୍ଥିତି ଜଟିଳ ହେବାରେ ଲାଗିଛି । ପ୍ରତିଦିନ ହଜାର ହଜାର ନୂଆ ମାମଲା ସାମ୍ନାକୁ ଆସୁଛି । ଅଦ୍ୟାବଧି ଦେଶରେ ୧ ଲକ୍ଷ ୧୮ ହଜାର ୪୭୭ ଜଣ କୋରୋନା ଭୂତାଣୁ ଦ୍ୱାରା ଆକ୍ରାନ୍ତ … Read More

ରାଜ୍ୟରେ ୮୬ ନୂଆ କରୋନା ପଜିଟିଭ୍‌, ସମୁଦାୟ ସଂଖ୍ୟା ୧୧୮୯

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟରେ ୮୬ ନୂଆ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୭୮୯ ହୋଇଛି। ଏମାନେ ରାଜ୍ୟର ବିଭିନ୍ନ କୋଭିଡ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ସେହିପରି ସମୁଦାୟ ପଜିଟିଭ୍‌ ଚିହ୍ନିତଙ୍କ ସଂଖ୍ୟା … Read More

ଆଜି ସାବିତ୍ରୀ ଅମାବାସ୍ୟା ,ଏଥର ସବୁ ଫିକା ଫିକା

ଭୁବନେଶ୍ବର, (ଓଡିଶା ଟାଇମ୍) : ଆଜି ସାବିତ୍ରୀ ଅମାବାସ୍ୟା। ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳାମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ସାବିତ୍ରୀରେ ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳର ପୂଜାର୍ଚ୍ଚନା କରିବାର ବିଧି ରହିଛି। କିମ୍ବଦନ୍ତୀ ଅନୁସାରେ … Read More

ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର, (ଓଡିଶା ଟାଇମ୍): ରାଜ୍ୟରେ ଆଉ ୫୦ ଆକ୍ରାନ୍ତ ଏକାଥରରେ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କୋରୋନା ଆକ୍ରାନ୍ତ ସୁସ୍ଥଙ୍କ ସଂଖ୍ୟା ୩୯୩ କୁ ବୃଦ୍ଧି ହୋଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ … Read More

ସର୍ବନିମ୍ନ ସେବାୟତରେ ପାଳନ ହେବ ସ୍ନାନ ପୂର୍ଣ୍ଣିମା !

ଭୁବନେଶ୍ୱର, (ଓଡିଶା ଟାଇମ୍): ଶ୍ରୀ ଜୀଉଙ୍କ ସ୍ନାନ ଯାତ୍ରା ହେବା ନେଇ ସମ୍ଭାବନା ବଢିଛି । ଆଜି ୧୦ ନିଯୋଗ ସହ ବସିଥିବା ବୈଠକ ପରେ ଡ. କିଶାନ କୁମାର ଏ ନେଇ ସୂଚନା ଦେଇଛନ୍ତି । ଅଳ୍ପ ସେବାୟତଙ୍କୁ ନେଇ … Read More

୫୧ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,(ଓଡିଶା ଟାଇମ୍):୫୧ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୮ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରୁ ଚିହ୍ନଟ ହୋଇଥିବା ବେଳେ ୩ଜଣ ସ୍ଥାନୀୟ ଅଞ୍ଚଳ ହୋଇଥିବା ସୂଚନା ଦିଆଯାଇଛି । ଏହା ସହ ରାଜ୍ୟରେ ଆଜି … Read More

ବିମାନ ଯାତ୍ରୀଙ୍କ ପାଇଁ ଜାରି ହେଲା ଏସଓପି

ଘରୋଇ ବିମାନ ସେବା ମେ ୨୫ରୁ ଆରମ୍ଭ ହେବକୁ ଯାଉଛି । ବିମାନର ମଝି ସିଟ୍ ଖାଲି ରଖାଯିବ ବୋଲି ପୂର୍ବରୁ ବାରଣ କରାଯାଇଥିଲା । ଏହା ଭଡ଼ା ଉପରେ ପ୍ରଭାବ ପକାଉଥିବାରୁ ମଝି ସିଟ୍‌ ଖାଲି ରହିବ ନାହିଁ । … Read More

ଓଲଟିଲା ପ୍ରବାସୀ ଶ୍ରମିକଙ୍କ ବସ,୪୦ ରୁ ଅଧିକ ଆହତ

ଭୁବନେଶ୍ୱର,(ଓଡିଶା ଟାଇମ୍):ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଲକ୍ଷ୍ମଣନାଥ ଟୋଲ୍‌ଗେଟ୍ ନିକଟରେ ଏକ ପ୍ରବାସୀ ଶ୍ରମିକଙ୍କ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ୪୦ ଜଣ ଶ୍ରମିକ ସାମନ୍ୟ ଆହତ ହୋଇଥିବା ବେଳେ ୪ ଜଣ ଶ୍ରମିକ ଗୁରୁତର ଅଛନ୍ତି । … Read More

ରାଜ୍ୟରେ ଆଉ ଜଣଙ୍କ ମୁଣ୍ଡ ଗଡିଲା, ୫୧ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର,(ଓଡିଶା ଟାଇମ୍):  ରାଜ୍ୟରେ ଆଉ ୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଫଳରେ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ … Read More

ଆସୁଛନ୍ତି ପ୍ରବାସୀ: ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଦୁବାଇ ବିମାନ 

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ପ୍ରବାସୀ ଓଡିଆଙ୍କୁ ନେଇ ଦୁବାଇରୁ ବାହାରିଛି ଆଉ ଏକ ବିମାନ। ପ୍ରବାସୀ ଓଡ଼ିଆଙ୍କୁ ନେଇ ଏହି ବିମାନ ଭୁବନେଶ୍ୱର ଆସୁଛି। ଆଜି ରାତି ୯ଟାରେ ଭୁବନେଶ୍ଵର ବିମାନ ବନ୍ଦରରେ ଏହି ସ୍ଵତନ୍ତ୍ର ବିମାନ ପହଞ୍ଚିବ। ବର୍ତ୍ତମାନ କରୋନା … Read More