ଦଇତାପତି ସେବାୟତଙ୍କର ହେବ କୋଭିଡ-୧୯ ପରୀକ୍ଷା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆସନ୍ତା ମାସ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ମହାପ୍ରଭୁଙ୍କ ସ୍ନାନ ଯାତ୍ରା ପାଇଁ ଶ୍ରୀ ମନ୍ଦିର ପ୍ରଶାସନ ଏବଂ ସମସ୍ତ ନିଯୋଗର କର୍ମକର୍ତ୍ତା ମାନେ ଚଳଚଞ୍ଚଳ ହୋଇ ପଡିଛନ୍ତି । ବର୍ତ୍ତମାନ ମହାମାରୀ କରୋନାର … Read More

ରାଜ୍ୟରେ ସୁସ୍ଥ ହେଲେ ଆଉ ୮୪ ଜଣ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୮୪ କୋରୋନା ସଂକ୍ରମିତ । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ମାଧ୍ୟମରେ ସୂଚନା ଦିଆଯାଇଛି । … Read More

କେନ୍ଦ୍ରାପଡାରେ ସୁସ୍ଥ ହେଲେ ଆଉ ୫ କୋରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : କେନ୍ଦ୍ରାପଡା ଜିଲାରେ ଆଜି ଆଉ ୫ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଏହି ୫ ଜଣଙ୍କୁ ମିଶାଇ କେନ୍ଦ୍ରାପଡା ଜିଲାରେ ମୋଟ୨୭  ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ କେନ୍ଦ୍ରାପଡା … Read More

ଆଗାମୀ ମାସେ ଆମ ପାଇଁ ଚାଲେଞ୍ଜ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଲକଡାଉନର ପ୍ରାୟ ୨ ମାସ ପରେ ବିମାନ ସେବା, ରେଳ ଚଳା ଚଳ ଆରମ୍ଭ ହୋଇଛି । ଯାହାକି ସଂକ୍ରମଣ ବଢିବାର ଆସଙ୍କା ରହିଛି । ଏପରି ସ୍ଥିତିରେ ଆଗାମୀ ୧୫ ଦିନରୁ ମାସେ ଆମ … Read More

୭୯ ସଂକ୍ରମିତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଜି ୭୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୧୭ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସମସ୍ତ ୭୯ ସଂକ୍ରମିତଙ୍କ ତଥ୍ୟ ଦେଇଛନ୍ତି … Read More

କଣ୍ଟେନମେଣ୍ଟ ଜୋନ ଉଠାଇବା ଦାବିରେ ପୋଲିସ ସହ ଧସ୍ତାଧସ୍ତି

ରାଉରକେଲା, (ଓଡିଶା ଟାଇମ୍) : କଣ୍ଟେନମେଣ୍ଟ ଜୋନ୍ ଉଠାଇବା ଦାବିରେ ତାତିଲେ ଲୋକେ । କିଛି ଅଂଚଳରୁ ବଫର ଜୋନ୍ ଉଠିବା ପରେ ତାତିଲେ ଅନ୍ୟ ଅଚଂଳର ଲୋକେ । ମାସେ ପରେ ମଧୁସୂଦନ ଛକରୁ ଏବି ଲେନ୍‌ରୁ ବଫର ଜୋନ୍ … Read More

ଆଜି ପୁଣି ୭୯ ପଜିଟିଭ ଚିହ୍ନଟ, ୨୯ ଜିଲ୍ଲାକୁ ବ୍ୟାପିଲା କରୋନା

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୭୯ କରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୭ ଛୁଇଁଛି । ଚିହ୍ନଟ ହୋଇଥିବା ୭୯ ଜଣଙ୍କ ମଧ୍ୟରୁ ୭୧ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୮ ଜଣ … Read More

କରୋନା ଭୁତାଣୁ ସହ ଲଢ଼ିବାକୁ ସାନିଟାଇଜର୍‌ ପ୍ରସ୍ତୁତ କଲେ ସୋଆ ଗବେଷକ

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): କରୋନା ମହାମାରୀ ସହ ମାନବଜାତିର ଯୁଦ୍ଧ ଜାରି ରହିଥିବା ବେଳେ ଏହି ଯୁଦ୍ଧରେ ସାମିଲ ହୋଇଥିବା ଶିକ୍ଷା ଓ ଅନୁସନ୍ଧାନ  ବିଶ୍ୱବିଦ୍ୟାଳୟ କରୋନା ଭାଇରସ ସହ ଲଢେଇ କରିବା ସହ ଜନସାଧାରଣଙ୍କୁ ସ୍ୱାସ୍ଥ୍ୟଗତ ସୁରକ୍ଷା ଦେବା ନିମନ୍ତେ … Read More

କଳାହାଣ୍ଡିରେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍) : କଳହାଣ୍ଡି ଜିଲ୍ଲାରେ ଜଣେ କୋରୋନା ସନ୍ଦିଗ୍ଧଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ଜୁନାଗଡ଼ ବ୍ଲକ ଅଞ୍ଚଳର ୩୫ ବର୍ଷୀୟ ଯୁବକ ବୋଲି ସୂଚନା ରହିଛି । କୋରୋନା ଲକ୍ଷଣ ନେଇ ସେ ହାବସପୁର କ୍ୱାରେଣ୍ଟାଇନରେ … Read More

ମଦ କଳାବଜାରୀକୁ ପରୋକ୍ଷରେ ସ୍ୱୀକୃତି

ନିଶାରେ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିର ଗୋଟିଏ ପରେ ଗୋଟେ ପାର୍ଶ୍ୱ ପ୍ରତିକ୍ରିୟା ଦେଖା ଦେବାକୁ ବସିଲାଣି । ଅନ୍ ଲାଇନ୍ ହୋମ୍ ଡେଲିଭରିକୁ ପ୍ରଥମ ଦିନରେ ଗ୍ରହଣ କରି ନଥିବା ମଦ ଦୋକାନୀ, ପ୍ରଶାସନ ସହ ଆଲୋଚନା ପରେ ରାଜି … Read More