ରାଜ୍ୟରେ ପୁଣି ୧୯ କରୋନା ଆକ୍ରାନ୍ତ ଚିହ୍ନଟ; ୨ ସୁସ୍ଥ

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ପୁଣି ଚିହ୍ନଟ ହେଲେ ୧୯ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରେ ଏହି ସମସ୍ତ ଆକ୍ରାନ୍ତ ଚିହ୍ନଟ ହେବା ନେଇ ସୂଚନା ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲାପାଳ। ଏଥି ସହିତ ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା … Read More

ତାଲାବନ୍ଦ ହେଉ ଅବା ତାଲାଖୋଲା, ଭାଗ୍ୟକୁ ବାଜି ଲଗେଇବା ଉଚିତ ହେବ କି?

କୋଭିଡ଼-୧୯, ସଂକ୍ରମଣ ସମୟର ପ୍ରାରମ୍ଭିକ ପର୍ଯ୍ୟାୟରେ ଦେଶବ୍ୟାପୀ କଡାକଡି ଭାବେ ତାଲାବନ୍ଦର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହେଲା ଓ ପରେ ପରେ ଆଉ ତିନୋଟି ପର୍ଯ୍ୟାୟ ପରେ ଏବେ ଲାଗୁଥିବା କଟକଣା ଅନେକାଂଶରେ କୋହଳ କରାଯାଇଛି। ଯଦିଓ ଆମ ରାଜ୍ୟରେ ପଞ୍ଚମ … Read More

ତାଲିମ ନାହିଁ କି ବଜାର, ମହିଳା ରୋଜଗାରୀ ହେବେ କେମିତି- ଆଲୋଚନା କଲେ ନଗର ଉନ୍ନୟନ ମନ୍ତ୍ରୀ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍‍):- କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି ସରକାର ଯେଉଁ ଲକ୍‍ଡାଉନ୍‍ ଶଟ୍‍ଡାଉନ୍‍ ବ୍ୟବସ୍ଥା ଆପଣାଇଲେ ତାହା ଦ୍ୱାରା ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହୋଇଛି । ଏଥିରୁ ମୁକୁଳିବାକୁ ଲକ୍‍ଡାଉନ୍‍-୪ଆରମ୍ଭରୁ ଚିନ୍ତା କରାଯାଇ ଅନେକ ଘୋଷଣା କରାଯାଇଥିଲେ ମଧ୍ୟ … Read More

ରାଜ୍ୟରେ ଆଉ ୯୧ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) :  ରାଜ୍ୟ ପାଇଁ ଖୁସି ଖବର । ସୁସ୍ଥ ହେଲେ ଆଉ ୯୧ କୋରୋନା ସଂକ୍ରମିତ । ଏହି ସୁସ୍ଥଙ୍କୁ ମିଶାଇ ରାଜ୍ୟରେ ମୋଟ ୧୪୧୬ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ … Read More

୧୪୩ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) : ରାଜ୍ୟରେ ଆଜି ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୩୮୮ରେ ପହଞ୍ଚିଛି । ୧୪୩ କୋରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର । ଏନେଇ … Read More

ରାଜ୍ୟରେ ଆଉ ୧୪୩ କୋରୋନା ଆକ୍ରାନ୍ତ ଚିହ୍ନଟ,୨ ହଜାର ୩୮୮ ରେ ପହଞ୍ଚିଲା ସଂଖ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌) :ରାଜ୍ୟରେ ପୁଣି ଆଉ ୧୪୩ କୋରୋନା ସଂକ୍ରମିତ ଚିହ୍ନଟ । ଏହି ଆକ୍ରାନ୍ତଙ୍କ ଲଗାଇ ରାଜ୍ୟରେ ୨,୩୮୮ ରେ ପହଞ୍ଚିଲା ସଂଖ୍ୟା । ଏହି ଆକ୍ରାନ୍ତଙ୍କ ମଧ୍ୟରୁ ୧୩୨ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୧୧ … Read More

ଭାରତରେ ୨ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟାରେ ୨୧୭ ମୃତ

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌) : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଇଛି । ଭାରତରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୭ ହଜାର ୬୧୫ରେ ପହଞ୍ଚିଛି । ଗତ ୩ ଦିନ ହେଲା ଭାରତରେ ଦୈନିକ ୮ … Read More

କେନ୍ଦ୍ରାପଡ଼ା ଜିଲ୍ଳାରେ ୭ ଦିନ ନୁହେଁ, ୧୪ ଦିନ ସଙ୍ଗରୋଧ ବାଧ୍ୟତାମୂଳକ

କେନ୍ଦ୍ରାପଡ଼ା, (ଓଡ଼ିଶା ଟାଇମ୍‌) : କେନ୍ଦ୍ରାପଡ଼ା ଜିଲ୍ଳାରେ ୧୪ ଦିନର ଆନୁଷ୍ଠାନିକ ସଙ୍ଗରୋଧ ବା କ୍ଵାରେଣ୍ଟୀନ୍‌ ବାଧ୍ୟ କରିଛି ଜିଲ୍ଲା ପ୍ରଶାସନ।  ପୂର୍ବରୁ ରାଜ୍ୟ ସରକାର ସଙ୍ଗରୋଧ ସମୟସୀମାରେ କୋହଳ ଆଣି ୭ ଦିନ ବାଧ୍ୟତାମୂଳକ କରିଥିବା ବେଳେ ଆଉ ସାତ … Read More

କେନ୍ଦ୍ରାପଡ଼ା ଜିଲ୍ଳାର ଆଉ ଜଣେ ଶ୍ରମିକଙ୍କ ଦିଲ୍ଲୀରେ ମୃତ୍ୟୁ

କେନ୍ଦ୍ରାପଡ଼ା,(ଓଡ଼ିଶା ଟାଇମ୍‌): କେନ୍ଦ୍ରାପଡ଼ା ଜିଲ୍ଲାର ଆଉ ଜଣେ ଶ୍ରମିକଙ୍କ କରୋନା ଆକ୍ରାନ୍ତ  ହେତୁ  ଦିଲ୍ଲୀରେ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ରଞ୍ଜନ ସାହୁ। ସେ ଦୀର୍ଘ ୨୦ ବର୍ଷ ହେଲା ଦିଲ୍ଲୀରେ ପାଣିପାଇପ୍‌ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଘର … Read More

ରାଜ୍ୟ ଭିତରେ ଗଡ଼ିବ ୫ ଟି ଟ୍ରେନ୍‌

ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟ ଭିତରେ ଗଡିବ ୫ ଟି ଟ୍ରେନ୍‌ । ଟ୍ରେନ ଚଳାଇବାକୁ ଅନୁମତି ମିଳିଛି । ଏହି ସ୍ୱତନ୍ତ୍ର ଟ୍ରେନ୍‌ ଚଳାଇବା ନେଇ ପୂର୍ବତଟ ରେଲୱେର ପକ୍ଷରୁ ଘୋଷଣା କରାଯାଇଛି। କେଉଁ ରୁଟରେ କେଉଁ ଟ୍ରେନ … Read More