ଜୁନ୍ ମାସ ହେବ ନିଣ୍ଣାୟକ; ଦେଖନ୍ତୁ ମୁଖ୍ୟମନ୍ତ୍ରୀ କ’ଣ କହିଲେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ଜୁନ୍ ମାସ କରୋନା ନିୟନ୍ତ୍ରଣ କ୍ଷେତ୍ରରେ ନିଣ୍ଣାୟକ ହେବ। ଏହି ମାସରେ ଯଦି ଆମେ ଭୁତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିପାରିବା ତେବେ କରୋନା ବିରୋଧୀ ଲଢ଼େଇରେ ଆମକୁ ଅଭୂତପୂର୍ବ ସଫଳତା ମିଳିବ ବୋଲି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ … Read More