କରୋନା ଭାଇରସ୍: ସେବାୟତଙ୍କୁ ଦିଆଯିବ ହୋମିଓପାଥିକ ଔଷଧ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ସେବାୟତଙ୍କୁ ଦିଆଯିବ ହୋମିଓପାଥି ଔଷଧ। ସେମାନଙ୍କର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ହୋମିଓପାଥି ଔଷଧ ଦିଆଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆସନ୍ତାକାଲିଠାରୁ ନୀଳାଦ୍ରି ଭକ୍ତ ନିବାସରେ ଆୟୋଜିତ ଏକ ଶିବିର … Read More

ଭୁବନେଶ୍ବର ଡମଣା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର ଡମ ଅଞ୍ଚଳରୁ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୮ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ଭୁବନେଶ୍ବରର ଜଣେ ଯୁବକ ଅଛନ୍ତି । ଭୁବନେଶ୍ବର ମହାନଗର ନିଗମ … Read More

କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟବସ୍ଥା ଗମ୍ଭୀର : କୋଭିଡ ଟେଷ୍ଟ କରାଯିବ, ରହିଛନ୍ତି ଆଇସୋଲେସନରେ

ନୂଆଦିଲ୍ଲୀ, (ଓଡିଶା ଟାଇମ୍)): କରୋନା ଭାଇରସ ସହ ଲଢୁଥିବା ଦିଲ୍ଲୀ ମହାନଗର ପାଇଁ ପୁଣି ଏକ ଖରାପ ଖବର। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟାବସ୍ଥ ଭଲ ନାହିଁ। ରବିବାର ସକାଳୁ ତାଙ୍କୁ ଜ୍ୱର ସହ ଗଳାରେ ଯନ୍ତ୍ରଣା ଅନୁଭୂତ ହେଉଛି। ଦିଲ୍ଲୀରେ … Read More

ଭୁବନେଶ୍ବର ବଡବସ୍ତିରେ ସଂକ୍ରମଣ ଭୟ : ସଂକ୍ରମିତଙ୍କ ମାଆ ବିକୁଥିଲେ ହାଣ୍ଡିଆ

ଭୁବନେଶ୍ଵର, (ଓଡିଶା ଟାଇମ୍) : ଭୁବନେଶ୍ୱରରେ ଥିବା ବଡ ବସ୍ତିମାନଙ୍କରେ କିପରି ସଂକ୍ରମଣ ନବ୍ୟାପେ ସେଥିପାଇଁ ଆଗରୁ ସରକାର ସମସ୍ତଙ୍କୁ ସଚେତନ କରିଛନ୍ତି । କିନ୍ତୁ ବିଏମ୍‌ସିର ୱାର୍ଡ ଅଫିସର, ଜୋନାଲ ଡେପୁଟି କମିଶନରଙ୍କଠାରୁ ନେଇ କମିଶନରଙ୍କ ଯାଏ । ଉପରୁ … Read More

ଆଜିଠୁ ଆରମ୍ଭ ହେଲା +୨ ଅଫଲାଇନ୍ ଖାତା ଦେଖା

ଭୁବନେଶ୍ଵର, (ଓଡିଶା ଟାଇମ୍) : ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ଦୁଇ ଅଫଲାଇନ୍ ଖାତା ଦେଖା । ରାଜ୍ୟର ମୋଟ୍ ୬୬ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତା ଦେଖା। କଳା, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟ ଉପରେ ଖାତା ଦେଖା ଆରମ୍ଭ … Read More

ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟରେ ଆଉ ୧୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୯୯୪ରେ ପହଞ୍ଚିଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ … Read More

ସୁଦକ୍ଷ ଭୁତାଣୁ ପ୍ରବକ୍ତାଙ୍କ ଲୁଚକାଳି ଖେଳ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରାଜ୍ୟ ସରକାରଙ୍କ ଦ୍ଵାରା ଅଧିକୃତ ପ୍ରମୁଖ ଭୁତାଣୁ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀଙ୍କ ଦୀର୍ଘ ଦିନର ଅନୁପସ୍ଥିତି ଓ ହଠାତ ପୁନଃ ଆବିର୍ଭାବ ସର୍ବସାଧାରଣ ତଥା ପ୍ରଶାସନିକ ମହଲରେ କିଛି ଭିନ୍ନ ଭାବ ଇଙ୍ଗିତ କରୁଛି। ତାଙ୍କର ଏହି … Read More

ସ୍କୁଲ ବନ୍ଦ ନିୟମ ଏବର୍ଷ ଲାଗୁ ହେବନାହିଁ

ଭୁବନେଶ୍ବର, (ଓଡିଶା ଟାଇମ୍) : ଭୁବନେଶ୍ୱର ୦୭।୦୬: ରାଜ୍ୟରେ ଏବର୍ଷ କୌଣସି ସ୍କୁଲ ବନ୍ଦ ହେବନି । ସବୁ ସ୍କୁଲରେ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ହେବ । ପୂର୍ବବର୍ଷ ଯେଉଁ ସବୁ ସ୍କୁଲରେ ନାମଲେଖା ହୋଇଥିଲା ଏବର୍ଷ ବି ସେଠାରେ … Read More

ସ୍ପେଶାଲ୍ ଟ୍ରେନରେ ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ

ଭୁବନେଶ୍ବର , (ଓଡିଶା ଟାଇମ୍) : ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା … Read More

ଗୋଟିଏ ଦିନରେ ସୁସ୍ଥ ହେଲେ ସର୍ବାଧିକ ୧୭୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର, (ଓଡିଶା ଟାଇମ୍) : ରାଜ୍ୟ ପାଇଁ ଖୁସି ଖବର । ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ୧୭୮ ଜଣ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହା ଗୋଟିଏ ଦିନରେ ସୁସ୍ଥ ହୋଇଥିବା ସବୁଠାରୁ ଅଧିକ ସଂକ୍ରମିତ … Read More