ସ୍ଥଗିତ ନିଷ୍ପତି ପରେ ପୁଣି ଆରମ୍ଭ ହେଲା ରଥ ନିର୍ମାଣ କାମ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ରଥକାର୍ଯ୍ୟ ସ୍ଵଭାବିକ ଭାବେ ଚାଲୁ ରହିବ। ଅମ୍ପନ ମହାବାତ୍ୟା ପାଇଁ ପୂର୍ବରୁ ରଥକାମକୁ ୨ ଦିନ ଲାଗି ଅସ୍ଥା୍ରୀ ଭାବେ ସ୍ଥଗିତ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ କିନ୍ତୁ ତାହାକୁ ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି। ଅମ୍ପନ … Read More

ଉପକୂଳ ପାଖଉଛି ଅମ୍ପନ୍‌, ରାଜ୍ୟରେ ଆରମ୍ଭ ହେଲାଣି ହାଲୁକା ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ମୁହାଁଉଛି ମହାବାତ୍ୟା ଅମ୍ପନ। ଆସନ୍ତା କାଲି ସନ୍ଧ୍ୟା ସୁଦ୍ଧା ଏହା  ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତୀୟା ଦ୍ଵୀପ ମଧ୍ୟବର୍ତ୍ତୀ ସୁନ୍ଦରବନରେ ସ୍ଥଳଭାଗ ଛୁଇଁବ। ଏହି ସମୟ ଭିତରେ ଏହା ଓଡ଼ିଶା ଉପକୂଳ … Read More

ଦୁର୍ବଳ ହେଉଛି ମହାବାତ୍ୟା ‘‘ଅମ୍ପନ’’

ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ସମୁଦ୍ର ମଧ୍ୟରେ ଦୁର୍ବଳ ହେବାକୁ ଲାଗିଛି ମହାବାତ୍ୟା ଅମ୍ପନ । ଧୀରେ ଧୀରେ ତାର ଶକ୍ତି ହରାଉଛିି ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ୬ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ … Read More

୨୧ ବର୍ଷ ପରେ ଅମ୍ଫାନ୍ ଝଡ଼-୧୯୫ କିମି ବେଗରେ ବୋହିବ ପବନ

ମହାବାତ୍ୟା ‘ଆମ୍ଫାନ୍’ (ସୁପର ସାଇକ୍ଲୋନ୍ ଆମ୍ଫାନ୍) ବହୁତ ଜୋରରେ ଚାଲିଛି ଏବଂ ଭାରତୀୟ ଉପକୂଳ ଆଡ଼କୁ ବଢ଼ୁଛି । ୧୯୯୯ ପରଠାରୁ ପ୍ରଥମ ଥର ପାଇଁ ଭାରତରେ ଏକ ସୁପର ସାଇକ୍ଲୋନ୍ ଧକ୍କା ଦେଉଛି । ଏହି ଝଡ଼ ବିପଜ୍ଜନକ ହୋଇଥିବାରୁ … Read More

ଅମ୍ପନ୍‌ ପ୍ରଭାବ: ଗଜପତିଠୁ କେନ୍ଦ୍ରାପଡ଼ା ଯାଏ ଆଜି ସନ୍ଧ୍ୟାରୁ ବର୍ଷା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଦକ୍ଷିଣ ବଙ୍ଗୋପସାଗରର କେନ୍ଦ୍ରସ୍ଥଳରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଘୂଣ୍ଣିଝଡ଼ ଅମ୍ପନ୍‌ କ୍ରମଶଃ ଅଧିକ ଘନୀଭୂତ ହୋଇ ସାଂଘାତିକ ବାତ୍ୟା ରୂପ ଧାରଣ କରିଛି। ଏହା ୨୦ ତାରିଖ ସନ୍ଧ୍ୟାବେଳେ ପଶ୍ଚିମବଙ୍ଗର ଦୀଘା ଦେଇ ବାଂଲାଦେଶର ହାତିୟା ଦ୍ଵୀପ … Read More

ଅମ୍ପନ୍‌‌ ସତର୍କ: ରାଜଧାନୀକୁ ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର ଦେଇ ଯିବନାହିଁ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ଆସନ୍ତା ୪ ଦିନ ଯାଏ, ଭୁବନେଶ୍ଵରରୁ ନୂଆଦିଲ୍ଲୀ ଯାଉଥିବା ସ୍ଵତନ୍ତ୍ର ଟ୍ରେନ୍‌ ବାଲେଶ୍ଵର-ହିଜିଲି ରୁଟ୍‌ରେ ଯିବ ନାହିଁ। ଏହା ଭୁବନେଶ୍ଵରରୁ ଅନୁଗୁଳ-ସମ୍ବଲପୁର-ଝାରସୁଗୁଡ଼ା-ରାଉରକେଲା-ଟାଟା ହୋଇ ନୂଆଦିଲ୍ଲୀ ଯିବ। ଏଣୁ ଭଦ୍ରକ, ବାଲେଶ୍ଵରଓ ହିଜିଲି ରୁଟ୍‌ର ଯାତ୍ରୀମାନେ ଏହାର ଫାଇଦା … Read More

#Amphan ଅମ୍ପନ୍‌‌ କାହିଁକି, କେଉଁ ଏ ନାଁ ଉତ୍ପତି, ଏହାର ମାନେ କ’ଣ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ମେ’ ମାସରେ ପୁଣିଏକ ବାତ୍ୟାକୁ ଓଡ଼ିଶା ସମ୍ମୁଖୀନ ହେବାକୁ ଯାଉଛି। ଏହା ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଯଥେଷ୍ଟ କ୍ଷତି କରିପାରେ। ୨୦ ତାରିଖ ଦିନ ଏହା ଭୂ-ପୃଷ୍ଠ ଛୁଇଁବ। ପବନର ଗତି ୧୭୦ରୁ ୧୮୦ କିଲୋମିଟର … Read More

ପାରାଦୀପଠୁ ୧୦୦୦ କିଲୋମିଟର ଦୂରରେ ଅମ୍ପନ‌, କାଲି ସକାଳେ ସାଂଘାତିକ ବାତ୍ୟା

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବଙ୍ଗୋପ ସାଗରର ଦକ୍ଷିଣ ପୂର୍ବରେ ସୃଷ୍ଟି ହୋଇଥିବା ଘୂଣ୍ଣିଝଡ଼ କ୍ରମଶଃ ଅଧିକ ସଂଘଟିତ ହେବାରେ ଲାଗିଛି। ଉତ୍ତର ଏବଂ ଉତ୍ତର ପୂର୍ବ ଦିଗରେ ଏହା ଘଣ୍ଟା ପ୍ରତି ୬ କିଲୋମିଟର ଦୂରରେ ଗତି କରୁଛି। ସକାଳ ସାଢ଼େ  … Read More