ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର,(ଓଡିଶା ଟାଇମ୍): ଆସନ୍ତାକାଲି ଓଡିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରୁ ପରିଦର୍ଶନ କରିପାରନ୍ତି । ଏପରିକି ରାଜ୍ୟ ସରକାରଙ୍କ ସହ ବୈଠକ କରିବାର ସମ୍ଭାବନା ରହିଛି । ଏଥିପାଇଁ ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନ … Read More

ଅମ୍ପନରେ ୪୫ ଲକ୍ଷ ଲୋକ ପ୍ରଭାବିତ

ଭୁବନେଶ୍ୱର, (ଓଡିଶା ଟାଇମ୍):  ୪୫ ଲକ୍ଷ ଲୋକଙ୍କୁ ପ୍ରଭାବିତ କରିଛି ବାତ୍ୟା ଅମ୍ପନ । ଏହା ମଧ୍ୟରେ ବାତ୍ୟା ଅମ୍ଫନ ଯୋଗୁ ରାଜ୍ୟର ୮୯ଟି ବ୍ଲକ୍ ପ୍ରଭାବିତ ହୋଇଛି । ୧୫ଶହ ଗ୍ରାମପଞ୍ଚାୟତ ଏବଂ ୪୪ ଲକ୍ଷ ୮୦ ହଜାର ଲୋକ … Read More

ଦଶମ ଓ ଦ୍ଵାଦଶ ପରୀକ୍ଷା ପାଇଁ ଲକ୍‌ଡାଉନ୍‌ ନିୟମ କୋହଳ କଲେ ସରକାର   

ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍‌):  କରୋନା ସତର୍କତା ନେଇ  ମେ ୩୧ଯାଏଁ ଲକ୍‌ଡାଉନ୍‌ କରିଛନ୍ତି । ସେହିପରି ପିଲାଙ୍କର କିଛି ପରୀକ୍ଷା ମଧ୍ୟ ସ୍ଥଗିତ ରହିଛି। ତେବେ ଏହି ସମସ୍ୟାକୁ ଦୂର କରିବା ପାଇଁ ଆଜି କେନ୍ଦ୍ର ସରକାର ପରୀକ୍ଷାକୁ ଲକଡାଉନରୁ ବାଦ … Read More

ବାତ୍ୟା ଅମ୍ପନ କ୍ଷୟ କ୍ଷତି ପାଇଁ ଜିଲାପାଳଙ୍କୁ ରିପୋର୍ଟ ମାଗିଲେ ସରକାର                   

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ମହାବାତ୍ୟା ଅମ୍ପନ ଓଡ଼ିଶା ଉପକୂଳ ପାର କରିଛି। ଆଜି ତାହା ଲ୍ୟାଣ୍ଡଫଲ୍‌ କରି ଦୁର୍ବଳ ହେବ। ଏହାର ପ୍ରଭାବରେ ବାଲେଶ୍ଵର,ଠାରୁ ଗଞ୍ଜାମ ଯାଏ  ଉପକୂଳ ଅଞ୍ଚଳ ପ୍ରଭାବିତ ହୋଇଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ମୟୁାଭଞ୍ଜ, କନ୍ଦେ୍ରାପଡ଼ା, ଯାଜପୁର … Read More

ଅଶାନ୍ତ ହେବାରେ ଲାଗିଛି ସମୁଦ୍ର,  ଲୋକଙ୍କୁ ସତର୍କ କଲା ପ୍ରଶାସନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ସାମୁଦ୍ରିକ ଝଡ ଅମ୍ଫନ କାରଣରୁ ସମୁଦ୍ର ଅଶାନ୍ତ ହୋଇଉଠିଛି । ଏହି କାରଣରୁ ଦୀଘାରେ କ୍ରମାଗତ ଭାବେ ସମୁଦ୍ରରେ ଉଚ୍ଚା ଉଚ୍ଚା ଲହଡି ଆସୁଛି । ସମୁଦ୍ରର ଏପରି ଅଶାନ୍ତ ରୂପକୁ ଦେଖି ବାଲେଶ୍ୱର ଜିଲ୍ଲା … Read More

ପାରାଦୀପ, ଭୁବନେଶ୍ଵରରେ କମୁଛି; ଭଦ୍ରକ ଓ ବାଲେଶ୍ଵରରେ ବଢୁଛି    

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌): ବାତ୍ୟା ‘ଅମ୍ପନ’ ଧିରେ ଧିରେ ଦକ୍ଷିଣରୁ ଉତ୍ତର ଆଡ଼କୁ ଗତି କରୁଛି। ଫଳରେ ପାରାଦୀପରେ ପୁରୀ, ଭୁବନେଶ୍ଵର ଓ କଟକରେ ଏବେ ପବନ ଧୀରେ ଧୀରେ କମୁଛି। କିନ୍ତୁ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ବାଲେଶ୍ୱରରେ   ପବନର … Read More

ସନ୍ଧ୍ୟାଯାଏ ବାଲେଶ୍ଵରରେ ତୋଫାନ: ଘଣ୍ଟାକୁ ୧୨୫ କିଲୋମିଟର ହୋଇପାରେ

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌): ବାଲେଶ୍ଵରରେ ସନ୍ଧ୍ୟାଯାଏ ବିପତ୍ତି ରହିଛି। ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ାରେ ଏବେ ପବନର ବେଗ ଯଥେଷ୍ଟ ରହିଛି। ଏହା ସ୍ଥାନ ବିଶେଷରେ ୧୨୫ କିଲୋମିଟର ଯାଏ ପ୍ରବାହିତ ହେଉଛି। ଏହି ପରିସ୍ଥିତି ବିଳମ୍ବିତ ଅପରାହ୍ଣ ଯାଏ ଜାରି ରହିବ … Read More

ବାତ୍ୟା ଅମ୍ପନ ନେଲା ଜଣଙ୍କ ଜୀବନ; କାନ୍ଥ ପଡ଼ି ଭଦ୍ରକରେ ୩ବର୍ଷର ଶିଶୁପୁତ୍ର ମୃତ

   ଭୁବନେଶ୍ୱର, (ଓଡ଼ିଶା ଟାଇମ୍‌): ବାତ୍ୟା ଅମ୍ପନ କରାଳ ତାଣ୍ଡବ ରାଜ୍ୟରେ କିଛି ଜିଲାରେ ଦେଖିବାକୁ ମିଳିଛି l ଏହାର ପ୍ରଭାବରେ ପ୍ରବଳ ବର୍ଷା ଓ ପବନ ଯୋଗୁଁ ମାଟି ଘର କାନ୍ଥ ପଡି ଏକ ୩ବର୍ଷର ଶିଶୁ ପୁତ୍ର ମୃତ୍ୟୁ … Read More

ଦିନ ୧୨ରୁ ୨ଟା ଭିତରେ ଓଡିଶା ଅତିକ୍ରମ କରିବ ଅମ୍ପନ 

ଭୁବନେଶ୍ବର, (ଓଡ଼ିଶା ଟାଇମ୍‌) : ଆଜି ଅପରାହ୍ନରୁ ସନ୍ଧ୍ୟା ଭିତରେ ବାତ୍ୟା ଅମ୍ପନ ଲ୍ୟାଣ୍ଡଫଲ କରିବ। ଅମ୍ପନ ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୬୦ ରୁ ୧୮୫ କିଲୋମିଟର ରହିବ। କିନ୍ତୁ ବର୍ତ୍ତମାନ ଠାରୁ ହିଁ ପାରାଦୀପରେ … Read More