ଚିଲିକାରେ ଆରମ୍ଭ ପକ୍ଷୀଗଣନା

ଚିଲିକା, (ଓଡିଶା ଟାଇମ୍) : ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀଗଣନା। ୫ଟି ରେଞ୍ଜରେ ୨୧ଟି ଟିମ ପକ୍ଷୀଗଣନା କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ୧୧୧ ଜଣ ଟିମ ସଦସ୍ୟଙ୍କ ଦ୍ୱାରା ପକ୍ଷୀଗଣନା ଚାଲୁଛି। ଜଳଭାଗରେ ୧୯ଟି ଟିମ, ସ୍ଥଳଭାଗରେ ୨ଟି ଟିମ ପକ୍ଷୀଗଣନା କରୁଛନ୍ତି। ଗଣନା ଚାଲୁ ରହିଥିବାରୁ ଏଯାଏଁ କେତେ ପକ୍ଷୀ ଗଣନା ହୋଇଛନ୍ତି, ସେନେଇ ସୂଚନା ମିଳିପାରି ନାହିଁ। ビットコイン ブックメーカー

Leave a Reply

Your email address will not be published.