ଭୁବନେଶ୍ବର ୟୁନିଟ୍ -୪ ମାର୍କେଟ୍ ସିଲ୍

ଭୁବନେଶ୍ବର, (ଓଡିଶା ଟାଇମ୍) :ଭୁବନେଶ୍ବରରେ ଦିନକୁ ଦିନ କରୋନା ସଂଖ୍ୟା ବଢିବାରେ ଲାଗିଛି।  ସେଥିପାଇଁ ଭୁବନେଶ୍ଵର ୟୁନିଟ୍ -୪ ମାର୍କେଟ୍  ସିଲ୍ କରିଦିଆଯାଇଛି । ଭୁବନେଶ୍ବରରେ କେତେକ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହେବାପରେ ୟୁନିଟ୍ -୪ ମାର୍କେଟକୁ ସିଲ୍ କରାଯାଇଛି ।

ଏହାଛଡା ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଥିବା ଦୋକାନ ମଧ୍ୟ ବନ୍ଦ ରହିବ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ଅଞ୍ଚଳକୁ ସିଲ୍  କରାଯାଇଥିବା ବିଏମ୍ ସି ପକ୍ଷରୁ ସୂଚନା ଦିଆଯାଇଛି । ଏପଟେ ରାଜ୍ୟର ରାଉରକେଲା ମହାନଗର ସମେତ ୪ଟି ଜିଲ୍ଲାକୁ ସଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବରରେ କରୋନା ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଥିବା ଦେଖି ବିଏମ୍‌ସି ଗୋଟେ ପରେ ଗୋଟେ କଡ଼ା ନିଷ୍ପତ୍ତି ନେଉଛନ୍ତିୟୁନିଟ୍ -୪ ମାର୍କେଟ୍  ସିଲ୍ ।

Leave a Reply

Your email address will not be published. Required fields are marked *