ସୁପ୍ରିମକୋର୍ଟଙ୍କ ରାୟରେ ‘ରେଡ୍ ଲାଇନ୍’ କ’ଣ, ଯାହା ଏବେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିନ୍ତାରେ ପକାଇବ?

ନୂଆଦିଲ୍ଲୀ: ଉପରାଜ୍ୟପାଳ ଓ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତାର ସୀମା ରେଖା ଆଙ୍କିଛନ୍ତି ସୁପ୍ରିମକୋର୍ଟ । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ଅନ୍ୟ ସମସ୍ତ ସେବା ନିର୍ବାଚିତ ସରକାରଙ୍କ ଅଧୀନରେ ରହିବ । ଅର୍ଥାତ୍ ଏହି ତିନୋଟି ବିଷୟକୁ ବାଦ୍ ଦେଲେ … Read More

୨୦୧୫ର ସେହି ବିଜ୍ଞପ୍ତିରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ବନାମ କେନ୍ଦ୍ର ବିବାଦ’ ‘ସୁପ୍ରିମ୍’ ନିଷ୍ପତ୍ତିରେ ଶେଷ

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଶାସନିକସେବା ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଶୁଣାଇଛନ୍ତି । ପ୍ରଶାସନିକ ସେବା ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣରେ ରହିବବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ଜନଶୃଙ୍ଖଳା, ପୁଲିସ ଓ ଜମିବ୍ୟତୀତ ପ୍ରଶାସନିକ ସେବା, ଦିଲ୍ଲୀ ବିଧାନସଭା … Read More

ଖଟିଆର ମୂଲ୍ୟ ୧ଲକ୍ଷ ଟଙ୍କା

ନୂଆଦିଲ୍ଲୀ: କାଠ ଓ ଝୋଟ ଦଉଡ଼ିରେ ନିର୍ମିତ ଖଟିଆ କଥା ମନେଅଛି ନା ନାହିଁ ? ଆଜି ବି ଗାଁ ଓ ସହରର ଲୋକେ ଖଟିଆରେ ଶୋଇଥାନ୍ତି । ଗାଁଗାଁରେ ଏହି ଖଟିଆକୁ କିଛି ଟଙ୍କାରେ ପ୍ରସ୍ତୁତ କରାଯାଏ । ଗାଁ … Read More

CBSE ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶିତ

ଭୁବନେଶ୍ୱର:  ସିବିଏସ୍‌ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପାସ୍‌ ହାର ୮୭.୩୩ % ରହିଛି। cbseresults.nic.in ଓ cbse. gov.inରେ ରେଜଲ୍ଟ ପ୍ରକାଶ ପାଇଥିବା … Read More

ସୁପ୍ରିମକୋର୍ଟଙ୍କ ରାୟ ମହାରାଷ୍ଟ୍ର ରାଜନୀତିରେ କେତେ ପ୍ରଭାବ ପକାଇବ ?

ମୁମ୍ବାଇ: ଦୀର୍ଘ ଦିନର ଶୁଣାଣି ଓ ଦୀର୍ଘ ପ୍ରତୀକ୍ଷା ପରେ ଶେଷରେ ମହାରାଷ୍ଟ୍ରର କ୍ଷମତା ସଂଗ୍ରାମର ରାୟ ଆସିଛି । ସୁପ୍ରିମକୋର୍ଟଙ୍କ ରାୟ ମଧ୍ୟ ଏମିତି ହୋଇଛି, ଯେଉଁଥିରେ ଉଭୟ ପକ୍ଷଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ସିନ୍ଦେଙ୍କ ମୁଖ୍ୟ ଛାଟିଆଙ୍କୁ … Read More

ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ : ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ପ୍ରଶାସନିକ ସେବା କ୍ଷେତ୍ରରେ ଦିଲ୍ଲୀ ସରକାରଙ୍କ ନିୟନ୍ତ୍ରଣ ରହିବ ବୋଲି ଆଜି କେନ୍ଦ୍ର ସରକାର ଓ ଦିଲ୍ଲୀ ସରକାରଙ୍କ ବିବାଦ ସମ୍ବନ୍ଧୀୟ ମାମଲାରେ ସୁପ୍ରିମକ‌ୋର୍ଟ ରାୟ ଦେଇଛନ୍ତି । ସୁପ୍ରିମକ‌ୋର୍ଟ କହିଛନ୍ତି, ଗଣତାନ୍ତ୍ରିକ ସରକାରରେ, ପ୍ରଶାସନର ବାସ୍ତବ … Read More

ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ପଦରେ ରହିବେ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଇସ୍ତଫା ଦେଇଥିବା କାରଣରୁ ଉଦ୍ଧବ ଠାକ୍‌ରେଙ୍କୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଭାବେ ପୁନଃ ଅବସ୍ଥାପିତ କରାଯାଇ ପାରିବ ନାହିଁ ଏବଂ ‘ଫ୍ଲୋର୍‌ ଟେଷ୍ଟ୍‌’ ଡକାଇ ରାଜ୍ୟପାଳ ମଧ୍ୟ ଆଇନଗତ ତ୍ରୁଟି କରିଛନ୍ତି । ତତ୍‌କାଳୀନ ରାଜ୍ୟପାଳଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି କାରଣରୁ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ … Read More

ବିଶ୍ୱ ଗରିବ ମାନକ ୧୭୬ଟଙ୍କାକୁ ବଢ଼ିବ

ଭୁବନେଶ୍ୱର: ବିଶ୍ୱ ବ୍ୟାଙ୍କ ମଝିରେ ମଝିରେ ଦରଦାମ ଓ ଜୀବନ ଯାପନ ଖର୍ଚ୍ଚ ବୃଦ୍ଧି ସହ ଅନ୍ୟକିଛି ମାନକ ଆଧାରରେ ଅତ୍ୟନ୍ତ ଗରିବ ଶ୍ରେଣୀର ଲୋକଙ୍କ ଆୟରେ କିଛି ପରିବର୍ତ୍ତନ କରିଥାଏ । ନିକଟରେ ବିଶ୍ୱ ବ୍ୟାଙ୍କ ଅତ୍ୟନ୍ତ ଗରିବ ବ୍ୟକ୍ତି … Read More

୬ କାର୍ଟୁନରେ କର୍ଣ୍ଣାଟକ ନିର୍ବାଚନ ବୟାନ

ବିଷାକ୍ତ ସାପଠାରୁ ଆରମ୍ଭ କରି ବିଷକନ୍ୟା, ବଜରଙ୍ଗ ଦଳ ଉପରେ କଟକଣାଠାରୁ ବଜରଙ୍ଗବଳୀ କି ଜୟ ଭୁବନେଶ୍ୱର: କର୍ଣ୍ଣାଟକରେ ୨୨୪ ଟି ଆସନ ପାଇଁ ମତଦାନ ହୋଇସାରିଛି । ୬୯% ମତଦାତା ମତଦାନ କରିଛନ୍ତି । ବୁଧବାର ୧୦ଟି ଏକଜିଟ୍ ପୋଲ୍ … Read More

ଫତୱା ସତ୍ତ୍ୱେ ଇଣ୍ଟରନେଟ୍ ବ୍ୟବହାରରେ ସବୁଠୁ ଆଗରେ ଅଛନ୍ତି ଏହି ମୁସଲମାନ ଦେଶ, ଜାଣନ୍ତୁ ଭାରତ-ପାକ୍ ମାନ୍ୟତା

ନୂଆଦିଲ୍ଲୀ: ଦକ୍ଷିଣ ଏସୀୟ ଦେଶ ଭାରତ, ପାକିସ୍ତାନ ଓ ବାଂଲାଦେଶରେ ଝିଅମାନଙ୍କଦ୍ୱାରା ମୋବାଇଲ  ଓ ଇଣ୍ଟରନେଟ୍ ବ୍ୟବହାର ବିରୋଧରେ ଫତୱା ଜାରି କରାଯାଇଛି । ସ୍ମାର୍ଟଫୋନ୍ ଏବଂ ଇଣ୍ଟରନେଟ୍‍କୁ ଡେଭିଲ୍ ବୋଲି କୁହାଯାଉଛି । ତେବେ ଏହି ଫତୱାଗୁଡ଼ିକର କୌଣସି ପ୍ରଭାବ … Read More