କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୪୬୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୧ ବୃଦ୍ଧି ପାଇଛି । ଏନେଇ … Read More

୨୪ ଘଣ୍ଟାରେ ବାହାରିଲେ ୪୬୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୭୫୨୩ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୭୨ … Read More

ହାତ ଛାଡିଲେ ପ୍ରଦୀପ ମାଝି

ଭୁବନେଶ୍ବର, (ଓଡିଶା ଟାଇମ୍): କଂଗ୍ରେସକୁ ଲାଗିଲା ଶକ୍ତ ଝଟକା । ଦଳ ଛାଡ଼ିଲେ ବରିଷ୍ଠ ନେତା ପ୍ରଦୀପ ମାଝୀ । ଆଜି କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ପ୍ରଦୀପ ମାଝୀ । ଦଳର ଅଧ୍ୟକ୍ଷା ସୋନିଆ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଳସ୍ୟ ପରାୟଣ ହୋଇପାରନ୍ତି । କଳହ ଠାରୁ ନିଜକୁ ଦୂରେଇ ଉଖିବାକୁ ପଡିବ । ଧର୍ମ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଶୁଭ ରଙ୍ଗ ନାରଙ୍ଗୀ । ଶୁଭ ଅଙ୍କ ୨ … Read More

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌, ଜରିମାନା

କଟକ, (ଓଡିଶା ଟାଇମ୍):ଦୁଷ୍କର୍ମକାରୀକୁ ୨୦ ବର୍ଷ ସଜ୍ଜା । ଏଥିସହ ୧୦ ହଜାର ଟଙ୍କାର ଜରିମାନା ପାଇଁ ନିର୍ଦ୍ଦେଶ । ଏକ ଦୁଷ୍କର୍ମ ମାମଲାର ଶୁଣାଶି କରି ସ୍ଵତନ୍ତ୍ର ପୋକ୍ସୋ କୋର୍ଟ କଟକ ଏହି ନିର୍ଦ୍ଦେଶ ଦେଇଛନ୍ତି । ଜରିମାନା ଅନାଦେୟ … Read More

ରାଜ୍ୟ ମାନବାଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି, ମମିତା ମେହେର ହତ୍ୟାକାଣ୍ଡରେ ହସ୍ତକ୍ଷେପ ଦାବି

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟ ମାନବଧିକାର କମିଶନଙ୍କ ଦ୍ଵାରସ୍ଥ ହେଲା ବିଜେପି । ମମିତା ମେହେର ହତ୍ୟାକାଣ୍ଡରେ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ଦାବି ନେଇ ମାନବାଧିକାର କମିଶନଙ୍କୁ ଭେଟିଲା ବିଜେପିର ଏକ ଟିମ୍ । ହତ୍ୟାକାଣ୍ଡରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତି … Read More

ଜଳବାୟୁ ପରିବର୍ତ୍ତନକୁ ମୁକାବିଲା କରିବ ଓଡ଼ିଶାର ‘ମିନି ଜଙ୍ଗଲ’

 ମନିଶ କୁମାର ସ୍ଥାନୀୟ ଲୋକମାନେ ଆଶା କରୁଛନ୍ତି ଯେ ଏହି ଛୋଟ ଜଙ୍ଗଲଗୁଡ଼ିକ ସେମାନଙ୍କର ଉପକୂଳବର୍ତ୍ତୀ ବାସସ୍ଥାନକୁ ବନ୍ୟା ପରିସ୍ଥିତିରୁ ରକ୍ଷା କରିବ ଓ ସେମାନଙ୍କୁ ନିଶ୍ୱାସ ନେବାପାଇଁ ନିର୍ମଳ ବାୟୁ ଦେବ । ଗତ ବର୍ଷ ‘ସାଇନ୍ସ ଅଫ ଦି … Read More

ମଣିଷ ଦେହରେ ଲାଗିଲା ଘୁଷୁରି କିଡନି

ଭୁବନେଶ୍ବର,(ଓଡ଼ିଶା ଟାଇମ୍): ଆମେରିକାରେ(AMERICA) ଏକ ବିରଳ ପ୍ରତିରୋପଣ ପରୀକ୍ଷା ସଫଳ ହୋଇଛି।ମଣିଷ ଦେହରେ ଘୁଷୁରି କିଡନି(PIG KIDNEY) ପ୍ରତିରୋପଣ(TRANSPLANT) କରାଯାଇଛି।ବୈଜ୍ଞାନିକମାନେ ଅସ୍ଥାୟୀ ଭାବେ ଘୁଷୁରି କିଡନି ଲଗାଇ ତାହା କାମ କରୁଛି କି ନାହିଁ ପରୀକ୍ଷା କରିଥିଲେ। ଆଉ ଏଥିରେ ଏବେ … Read More

ଉତ୍ତରାଖଣ୍ଡରେ ବର୍ଷାର ବିତ୍ପାତ ; ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି

ଡ଼େରାଡ଼ୁନ୍, (ଓଡିଶା ଟାଇମ୍):  ଉତ୍ତରାଖଣ୍ଡରେ ପ୍ରକୃତିର ତାଣ୍ଡବ ସହ ବର୍ଷାର ବିତ୍ପାତରେ ମୃତ୍ୟୁ ସଂଖ୍ୟା ୬୨ କୁ ବୃଦ୍ଧି ପାଇଛି। ଗୁରୁବାର ଦିନ ବାଗେଶ୍ୱର ଜିଲ୍ଲାର ସୁନ୍ଦରଧୁଙ୍ଗା ଉପତ୍ୟକାରେ ୪ ଜଣ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସୂଚନା … Read More

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ମିଳିଲା ଜାମିନ

ଭୁବନେଶ୍ବର, (ଓଡିଶା  ଟାଇମ୍): ବାଲୁଗାଁ ବିଜେପି ମଣ୍ଡଳ ସଭାପତିଙ୍କୁ ମାଡ଼ ମାରିବା ଘଟଣାରେ ଜେଲ୍‌ ଯାଇଥିବା  ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଛି ଜାମିନ । ପ୍ରଶାନ୍ତଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ସାକ୍ଷୀଙ୍କୁ ପ୍ରଭାବିତ ନ କରିବାକୁ … Read More