ଓସ୍କାର ଦୌଡ଼ରେ ତାମିଲ ସିନେମା ‘କୁଝଂଗାଲ୍’

ଚେନ୍ନାଇ,(ଓଡ଼ିଶା ଟାଇମ୍): ଓସ୍କାର ୨୦୨୨ ଦୌଡ଼ରେ ସାମିଲ ହୋଇଛି ଭାରତୀୟ ସିନେମା । ଏହି ରେସରେ ଅଫିସଲିଆଲ ଏଣ୍ଟ୍ରି ଭାବେ ତାମିଲ ଡ୍ରାମା କୁଝଂଗାଲ୍ ମନୋନୀତ ହୋଇଛି । ୯୪ତମ ଏକାଡ଼େମୀ ଆୱାର୍ଡରେ ଭାରତୀୟ ସିନେମାର ଅଫିସିଆଲ ଏଣ୍ଟ୍ରି ସାଜିଛି ସିନେମା … Read More

NCB ଜାଲରେ ଛନ୍ଦି ହୋଇଯାଉଛନ୍ତି ଅନନ୍ୟା ପାଣ୍ଡେ

ମୁମ୍ବାଇ(ଓଡ଼ିଶା ଟାଇମ୍): ବଲିଉଡ଼ର ବାଦଶାହ ଭାବେ ଜଣା ଅଭିନେତା ଶାହରୁଖ ଖାନ(SHAHRUKH KHAN)ଙ୍କ ପୁଅ ଆର୍ୟନ(ARYAN KHAN)ଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଏବେ ଅନନ୍ୟା(ANANYA)ଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ଗୁଡାଇ ତୁଡାଇ ପ୍ରଶ୍ନ … Read More

ଯୌନ ଉତ୍ପୀଡ଼ନ ଘଟଣା ପରେ ରାଜ୍ୟର ଏକ ଗ୍ରାମରେ ମଦ୍ୟପାନ ଉପରେ ପ୍ରତିବନ୍ଧକ

ଦର୍ଶନ ଶର୍ମା ଯୁବକ ତଥା ଗାଁର ମହିଳାମାନଙ୍କ ନେତୃତ୍ୱରେ ଏକ ନିଶା ନିବାରଣ ଅଭିଯାନ ମାଧ୍ୟମରେ ରାଜ୍ୟର ଧରମବନ୍ଧ ଗ୍ରାମ ଏକ ଐତିହାସିକ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ଅନୁସାରେ ମଦ୍ୟପାନ ଉପରେ ନିଷେଧାଦେଶ ଜାରି କରାଯାଇ ଏବଂ ଏହାର … Read More

ଭାଙ୍ଗିଲା ମା’ ସମଲେଶ୍ୱରୀ ମନ୍ଦିରର ଛାତ

ବଲାଙ୍ଗିର,(ଓଡ଼ିଶା ଟାଇମ୍): ପଶ୍ଚିମ ଓଡ଼ିଶାର ଇଷ୍ଟଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ଅଘଟଣ । ଭାଙ୍ଗିଲା ମନ୍ଦିର ଭିତରର ଛାତ । ଦୀର୍ଘ ଦିନରୁ ମନ୍ଦିରର ଛାତ ଦୂର୍ବଳ ଥିବା ନେଇ ମନ୍ଦିର ପୂଜକ ଏବଂ ଭକ୍ତ ମାନେ ଜିଲ୍ଲା ପ୍ରଶାସନକୁ ଜଣାଇଥିଲେ … Read More

ଚୀନରେ ପୁଣି ବଢିଲା କରୋନା; ବିମାନ ବାତିଲ, ବିଦ୍ୟାଳୟ ବନ୍ଦ

ବେଜିଂ,(ଓଡିଶା  ଟାଇମ୍): ଚୀନରେ କରୋନା ସଂକ୍ରମଣରେ ସାନି ବୃଦ୍ଧି ପରିଲକ୍ଷିତ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ କଡା ପଦକ୍ଷେପ ନେବାକୁ ବାଧ୍ୟ ହୋଇଛନ୍ତି । ଦେଶର ବିଭିନ୍ନ ଭାଗରେ ବିଦ୍ୟାଳୟଗୁଡିକୁ ବନ୍ଦ କରିଦିଆଯିବା ସହିତ ଶତାଧିକ ବିମାନ ଉଡାଣକୁ … Read More

୬୦ ମହଲା ବିଲ୍ଡିଂରେ ଭୟଙ୍କର ଅଗ୍ନିକାଣ୍ଡ, ଜଣେ ମୃତ

ମୁମ୍ବାଇ, (ଓଡିଶା ଟାଇମ୍): ବାଣିଜ୍ୟ ନଗରୀ ମୁମ୍ବାଇରେ ଥିବା ୬୦ମହଲା ବିଶିଷ୍ଟ ୧୯ ମହଲା କୋଠାରେ ଲାଗିଲା ନିଆଁ । କରୀ ରୋଡରେ ଅବସ୍ଥିତ ଆଭିଗନା ପାର୍କ ନିକଟ ବିଲ୍ଡିଂରେ ଏହି ଅଗ୍ନିକାଣ୍ଡ ଘଟିଛି । ଖବର ପାଇ ଅଗ୍ନିଶମ ବିଭାଗର … Read More

ଟିକାକରଣରେ ଭିଆଇପି କଲଚରକୁ ବାଦ୍ ରଖାଯାଇଛି: ପିଏମ୍ ମୋଦି

ନୂଆଦିଲ୍ଲୀ,(ଓଡ଼ିଶା ଟାଇମ୍): ଗୁରୁବାର ସୁଦ୍ଧା ଦେଶରେ ଟିକକରଣ(VACCINATION) ଶହେ କୋଟି ଛୁଇଁଛି । ଏହି ଉପଲବ୍ଧି ପରେ ଆଜି ପ୍ରଧାନମନ୍ତ୍ରୀ ମୋଦି(PM MODI) ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ ରଖି ଏହା ଏକ ବଡ଼ ଉପଲବ୍ଧି ବୋଲି କହିଛନ୍ତି । ସେ କହିଛନ୍ତି … Read More

ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): ମୟୂରଭଞ୍ଜରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ କାର୍ଡ଼ ବଣ୍ଟନ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯାଇ ହିତାଧିକାରୀଙ୍କୁ BSKY ସ୍ମାର୍ଟ କାର୍ଡ ବାଣ୍ଟିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ ମୁଖ୍ୟମନ୍ତ୍ରୀ … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୫ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କରୋନା ସଂକ୍ରମଣ ଧିରେ ଧିରେ କମୁଛି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ଏବେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ହଜାର ତଳକୁ ଖସିଛି । ଏହା … Read More

ମମିତା ମର୍ଡର୍ ମିଷ୍ଟ୍ରି: ରାଧେ ଘରୁ ମିଳିଲା ମହିଳା ଡ୍ରେସ୍ ଓ ମୋବାଇଲ୍

କଳାହାଣ୍ଡି, ( ଓଡିଶା ଟାଇମ୍): କଳାହାଣ୍ଡି ମହାଲିଙ୍ଗ୍ ସ୍ଥିତ ସନସାଇନ୍ ପବ୍ଲିକ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟାଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ହତ୍ୟା ମାମଲାରେ ଗିରଫ ଡ୍ରାଇଭର ରାଧେ ଚଣ୍ଡି ଘରୁ ବହୁ ଗୁରୁତ୍ବପୂର୍ଣ୍ଣ ସାମଗ୍ରୀ ମିଳିଛି … Read More