ଦେଶରେ ଚିହ୍ନଟ ହେଲେ ୧୫ ହଜାର ୯୦୬ ନୂଆ କରୋନା ଆକ୍ରାନ୍ତ, ୫୬୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ହଜାର ୯୦୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ସଂକ୍ରମିତ ସଂଖ୍ୟା ୩ କୋଟି ୪୧ ଲକ୍ଷ ୭୫ ହଜାର ୪୬୮କୁ ବୃଦ୍ଧି ପାଇଛି। … Read More

କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୪୪୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୯ ବୃଦ୍ଧି ପାଇଛି । … Read More

ଆଜି ଇଣ୍ଡିଆ ମାରିବ ଚଉକା ଛକା, ପାକିସ୍ତାନକୁ ଆଦୌ ମିଳିବନି ମଉକା

ଦୁବାଇ,(ଓଡ଼ିଶା ଟାଇମ୍): ଆଜି ଆରମ୍ଭ ହେବ ବିଶ୍ବକପ ୨୦୨୧ର ସବୁଠୁ ଚର୍ଚ୍ଚିତ ,ଉତ୍ତେଜନା ପୂର୍ଣ୍ଣ ଏବଂ ଉଦବେଗ ଭରା ମ୍ୟାଚ । କାରଣ ଆଜି ମୈଦାନକୁ ଓହ୍ଲାଇବେ ଦୁଇ ପାରମ୍ପରିକ ବିରୋଧୀ ଭାରତ ଓ ପାକିସ୍ତାନ । ଯେଉଁ ମହାଲଢେଇକୁ ସମଗ୍ର … Read More

୨୪ ଘଣ୍ଟାରେ ବାହାରିଲେ ୪୪୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ୪୪୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୩୮୪୧୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୬୦ … Read More

ପ୍ରକାଶ ପାଇଲା +୩ ସ୍ପଟ୍ ମେରିଟ୍ ଲିଷ୍ଟ୍

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟର ବିଭିନ୍ନ ସ୍ୱୟଂଶାସିତ ଓ ଡିଗ୍ରୀ କଲେଜରେ ଖାଲିଥିବା ଯୁକ୍ତ ତିନି ସିଟ୍‌ରେ ନାମଲେଖା ପାଇଁ ଶନିବାର ସ୍ପଟ୍‌ ମେଧା ତାଲିକା ପ୍ରକାଶ ପାଇଛି । କଲେଜ ନୋଟିସ୍‌ ବୋର୍ଡରେ ମେଧା ତାଲିକା ପ୍ରକାଶ କରାଯାଇଛି । … Read More

ପାକିସ୍ତାନକୁ ସମର୍ଥନ କରି ଫସିଲା ତୁର୍କୀ, ଲାଗିଲା ଆର୍ଥିକ କଟକଣା

ପାକିସ୍ତାନ, (ଓଡିଶା ଟାଇମ୍): ପାକିସ୍ତାନର ନୂଆ ବନ୍ଧୁ ସାଜିଥିବା ତୁର୍କୀ ଏବେ ଫସିଯାଇଛି। ‘ଫାଇନାନସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫ ପକ୍ଷରୁ ତୁର୍କୀକୁ ଏବେ ‘ଧୂସର’ ତାଲିକାଭୁକ୍ତ କରାଯାଇଛି। ଆତଙ୍କବାଦୀଙ୍କୁ ସମର୍ଥନ କରିବା ଓ ଏହାକୁ ଜାତୀୟ ନୀତି କରିବା … Read More

ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଲଖିମ୍‌ପୁର ଖେରୀ ହିଂସା ମାମଲାରେ ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ । ଜେଲରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ, ଆଶିଷଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିଯିବାରୁ ତାଙ୍କୁ ଜେଲ … Read More

ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ବର, (ଓଡ଼ିଶା ଟାଇମ୍):ରାଜ୍ୟରେ ଧୀରେ ଧୀରେ ପାରଦ ତଳକୁ ଖସୁଛି ।ଦାରିଙ୍ଗିବାଡ଼ିରେ ପାରଦ ୧୧ ଡିଗ୍ରୀକୁ ଖସିଆସିଛି । ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୧୫.୨ ଓ ଭବାନୀପାଟଣାରେ ୧୬.୮ଡିଗ୍ରୀକୁ କମିଛି । ଏଥିସହ ରାଜ୍ୟର ବିଭିନ୍ନ ସ୍ଥାନରେ ଶୀତ ଅନୁଭୂତ ହେବା … Read More

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ସଫଳ ପ୍ରଚେଷ୍ଟା ଯୋଗୁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର,(ଓଡ଼ିଶା ଟାଇମ୍): ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା । ଡେକ୍ସଟ୍ରୋ-ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍‌ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଚାହୁଁଥିବା ସହାୟତା ମିଳିପାରେ । ପରୋପକାରକୁ ଜୀବନର ବ୍ରତ ଭାବେ ଗ୍ରହଣ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଶୁଭ ରଙ୍ଗ ଗ୍ରୀନ୍ । ଶୁଭ ଅଙ୍କ ୨ । ଚାଷୀ- ଚାଷ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ … Read More