ଅଫିସ ଅଫ୍ ପ୍ରଫିଟ ଅଭିଯୋଗରୁ ୨୨ ବିଧାୟକ ମୁକ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଭିନ୍ନ ଜିଲ୍ଲା କମିଟି ଏବଂ ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଥିବା ୨୨ ବିଜେଡି ବିଧାୟକ ସମ୍ବିଧାନର ଅନୁଚ୍ଛେଦ ୧୯୧(୧)(ଏ) ଆଧାରରେ ଅଯୋଗ୍ୟ ନୁହନ୍ତି ବୋଲି ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି । … Read More

କୁବେର ଅଧିକାରୀ ଅଟକ, ଫ୍ରିଜ୍ ହେଲା ବ୍ୟାଙ୍କ ଆକାଉଣ୍ଟ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତକାଲି କୁବେର ଅଧିକାରୀଙ୍କ ଆଖି ଖୋସିଦେବା ପରି ସମ୍ପତ୍ତି ମୂଲ୍ୟାୟନ ପରେ ଆଜି ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ  ଫ୍ରିଜ୍‌ କରିଛି ଭିଜିଲାନ୍ସ । ଗତକାଲି ଭିଜିଲାନ୍ସ ଅଧିକାରୀଙ୍କୁ ନାକେଦମ କରିଥିବା OPHWCର ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କୁ … Read More

କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟାରେ ୩୮୭ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୬୮ ବୃଦ୍ଧି ପାଇଛି … Read More

୨୪ ଘଣ୍ଟାରେ ବାହାରିଲେ ୩୮୭ କୋଭିଡ୍ ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୩୮୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୪୪୨୮ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୩ … Read More

NDRF ଡିଜି ହେଲେ ଅତୁଲ କରୱାଲ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ନୂଆ NDRF ଡିଜି ହେଲେ ଅତୁଲ କରୱାଲ । କ୍ୟାବିନେଟର ନିଯୁକ୍ତି କମିଟିର ପ୍ରସ୍ତାବକୁ ଅନୁମୋଦନ କରିଛି ଗୃହ ମନ୍ତ୍ରଣାଳୟ । ଅତୁଲ କରୱାଲଙ୍କୁ ଏନ.ଡ଼ି.ଆର.ଏଫ ର ନୂଆ ମହାନିର୍ଦ୍ଦେଶକ ଭାବରେ ନିଯୁକ୍ତ କରାଯାଇଛି । Sardar … Read More

ବୁର୍ଲା ମେଡିକାଲରେ ଅଘଟଣ, ମେସିନ୍ ଧୂଆଁରେ ୨ ଅପରେଟର ଗୁରୁତର

ସମ୍ବଲପୁର, (ଓଡିଶା ଟାଇମ୍): ବୁର୍ଲା ମେଡିକାଲ ସ୍ତ୍ରୀ ଓ ପ୍ରସୂତୀ ରୋଗ ବିଭାଗ ରେ ଅଘଟଣ । ଷ୍ଟ୍ରେରିଲାଇଜ୍ ମେସିନ୍ ର ଧୂଆଁ ରେ ଜଳିଗଲେ ଦୁଇ ଅପରେଟର । ଶରୀରର ଏକାଧିକ ସ୍ଥାନରେ ଗରମ ବାଷ୍ପ ଯୋଗୁଁ ସିଝି ଯାଇଛି … Read More

ସମ୍‌ରେ ପାଳିତ ହେଲା ଜାତୀୟ ଦାନ୍ତ ଘଷା ଦିବସ

ଭୁବନେଶ୍ବର, (ଓଡିଶା ଟାଇମ୍): ଦାନ୍ତ ଓ ମାଢ଼ି ସୁସ୍ଥ ରଖିବା ନିମନ୍ତେ ଦାନ୍ତ ଘଷିବାର ଉପଯୁକ୍ତ ଶୈଳୀ ହେଉଛି ପ୍ରଥମ ପଦକ୍ଷେପ । ଯଦିଓ ଅଧିକାଂଶ ଲୋକ ପ୍ରତ୍ୟେକ ଦିନ ଦାନ୍ତ ଘଷନ୍ତି ତେବେ ଠିକ୍‌ ଭାବରେ କିଭଳି ଦାନ୍ତ ଘଷାଯାଏ … Read More

କୁବେର ଅଧିକାରୀଙ୍କର ଅମାପ ସମ୍ପତ୍ତି, ଭିଜିଲାନ୍ସକୁ ଦେଖି ଫୋପାଡ଼ି ଦେଲେ ୩୮ ଲକ୍ଷ

ଭୁବନେଶ୍ବର, (ଓଡିଶା ଟାଇମ୍): ଭିଜିଲାନ୍ସରେ ଫସିଥିବା କୋଟିପତି ସରକାରୀ ବାବୁଙ୍କ ଘରୁ ବାହାରୁଛି କୋଟି କୋଟି ଟଙ୍କାର ସମ୍ପତ୍ତି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓପିଏଚଡବ୍ଲୁସି ଡେପୁଟି ମ୍ୟାନେଜର ପ୍ରତାପ ସାମଲଙ୍କ ୧୦ଟି ଘରେ ଏବେବି ଚଢ଼ାଉ ଜାରି … Read More

ଅନୁମୋଦିତ କୋଭିଡ ଟିକା ତାଲିକାରେ କୋଭାକ୍ସିନକୁ ସାମିଲ କଲା ବ୍ରିଟେନ

ଲଣ୍ଡନ, (ଓଡିଶା ଟାଇମ୍): ବ୍ରିଟେନର ଅନୁମୋଦିତ କୋଭିଡ ପ୍ରତିଷେଧକ ଟିକା ତାଲିକାରେ ଚୀନର ସିନୋଭାକ, ସିନୋଫାର୍ମ ଏବଂ ଭାରତର କୋଭାକ୍ସିନକୁ ସାମିଲ କରାଯାଇଛି । ଏଣିକି ଏହିସବୁ ଟିକା ନେଇଥିବା ବିଦେଶୀ ନାଗରିକମାନେ ବି୍ରଟେନ ଯିବାରେ ଆଉ ସମସ୍ୟାର ସମ୍ମୁଖୀନ ହେବେ … Read More

ଆସନ୍ତା ୨୯ରୁ ସଂସଦର ଶୀତ ଅଧିବେଶନ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ସଂସଦର ଶୀତ ଅଧିବେଶନ ଆସନ୍ତା ୨୯ ତାରିଖରୁ ଆରମ୍ଭ ହେବ । ଏହି ଅଧିବେଶନ ଡିସେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଚାଲିବ । ପୂର୍ବ ଅଧିବେଶନ ଭଳି କରୋନା ନିୟମାବଳୀକୁ ଅନୁସରଣ କରି ଏହି ଅଧିବେଶନ ଜାରି … Read More