ଆଖଣ୍ଡଳମଣିଙ୍କ ମନ୍ଦିରରେ କଟକଣାରେ କାର୍ତ୍ତିକ ପୂର୍ଣ୍ଣିମା ନୀତି, ପୀଠରେ ୧୪୪ ଧାରା ଜାରି

ଭଦ୍ରକ, (ଓଡିଶା ଟାଇମ୍): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ବାବା ଆଖଣ୍ଡଳମଣି ଦୁର୍ଲଭ ହରଗୌରୀ ବେଶରେ ଦର୍ଶନ ଦେବେ । ହେଲେ କୋଭଡ_19 ଭୟାବୟତାକୁ ନେଇ ଗୁରୁବାର ସକାଳ ୮ଟାରୁ ଶୁକ୍ରବାର ୮ଟା ଯାଏଁ ପୀଠରେ ୧୪୪ ଧାରା ଜାରି କରାଯିବା ସହ … Read More

ପଞ୍ଚୁକର ଶେଷଦିନ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ସୁନାବେଶ

ପୁରୀ, (ଓଡିଶା ଟାଇମ୍): ଆଜି ପବିତ୍ର କାର୍ତ୍ତିକ ପୁର୍ଣ୍ଣିମା । ପଞ୍ଚୁକର‌ ଆଜି ଶେଷ ଦିବସ । ଏହି ଅବସରରେ ଶ୍ରୀମନ୍ଦିରର ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ ବା ସୁନାବେଶ ଅନୁଷ୍ଠିତ ହେବ। ତେବେ ଏହି ବେଶ ଦର୍ଶନ ପାଇଁ ଶ୍ରୀମନ୍ଦିର ରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ପ୍ରତ୍ୟେକ କାର୍ଯ୍ୟ ତ୍ୱରାନ୍ୱିତ ହେବ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ଲଟେରି ଉଠାଣ ଫଳ ଆପଣଙ୍କ ସପକ୍ଷରେ ଯାଇପାରେ । ବ୍ୟବସାୟରୁ ପ୍ରଚୁର ଧନ ଲାଭ ହୋଇପାରେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ … Read More

‘ସ୍ୱର୍ଣ୍ଣିମ ବିଜୟ ଯାତ୍ରା’ରେ ଭାରତୀୟ ନୌବାହିନୀ

ଭୁବନେଶ୍ବର, (ଓଡିଶା ଟାଇମ୍): ବାଂଲାଦେଶ ଯୁଦ୍ଧ ବିଜୟର ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରିବାକୁ ଭାରତୀୟ ନୌସେନା ଦଳ ଚଳିତ ନଭେମ୍ବର ୧୬ରୁ ନଭେମ୍ବର ୨୮ ତାରିଖ ପର୍ଯ୍ୟନ୍ତ ଏକ ସ୍ମରଣୀୟ ମୋଟରସାଇକେଲ ଅଭିଯାନ ଆରମ୍ଭ କରିଛନ୍ତି । ଏହି ଅଭିଯାନର ଶୀର୍ଷକ … Read More

ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ SUM ହସ୍ପିଟାଲରେ କର୍ମଶାଳା ଆୟୋଜିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନକୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି । … Read More

କେନ୍ଦୁଝରରେ ‘ସ୍ମାର୍ଟ କାର୍ଡ’ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର, (ଓଡିଶା ଟାଇମ୍): କେନ୍ଦୁଝରରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫେରେନ୍ସିଂ ଜରିଆରେ ଯୋଜନର ଶୁଭାରମ୍ଭ କରିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି … Read More

୧ରୁ ଆରମ୍ଭ ହେବ ବିଧାନସଭା ଶୀତ ଅଧିବେସନ

ଭୁବନେଶ୍ବର, (ଓଡିଶା ଟାଇମ୍): ଚଳିତ ବର୍ଷ ଶୀତକାଳୀନ ଅଧିବେଶନ ଡେସେମ୍ୱର ମାସ ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ସର୍ବଦଳୀୟ ବୈଠକ ଡକାଇଛନ୍ତି । ନଭେମ୍ୱର ୨୯ ତାରଖ ଦିନ ୧୧ଟା ସମୟରେ … Read More

ଭିଜିଲାନ୍ସ ପଞ୍ଝାରେ ସୋନପୁର ଉପଜିଲ୍ଲାପାଳ ଅଫିସ୍ ମୁଖ୍ୟ କିରାଣୀ

ବଲାଙ୍ଗିର, (ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ସୋନପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମୁଖ୍ୟ କିରାଣୀ ରମେଶ ପ୍ରସାଦ ନାଗ । ଗୁରୁବାର ସକାଳୁ ସକାଳୁ ରମେଶଙ୍କ ବଲାଙ୍ଗୀର ଶାନ୍ତିପଡା ଓ ତାଲପାଲିପଡା ଘରେ ଚଢାଉ କରିଛି ଭିଜିଲାନ୍ସ । ସେହିପରି ସୋନପୁର ଅଫିସରେ … Read More

ପାକିସ୍ତାନ ଓ ଚୀନକୁ ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ରଖିଲା ଆମେରିକା

ୱାସିଂଟନ୍, (ଓଡିଶା ଟାଇମ୍): ଧାର୍ମିକ ସ୍ୱାଧୀନତା ଉଲ୍ଲଂଘନ ଘଟଣା ପାଇଁ ପାକିସ୍ତାନ ଓ ଚୀନକୁ ଆମେରିକା ଚିନ୍ତାଜନକ ରାଷ୍ଟ୍ର ତାଲିକାରେ ସ୍ଥାନ ଦେଇଛି । ଏଥିସହିତ ଅଲ ଶବାବ, ବୋକୋ ହାରାମ, ହୟାତ ତାହରିତ ଅଲ ଶାମ୍‌, ହାଉଥିସ, ଆଇଏସଆଇଏସ, ଆଇଏସଆଇଏସ-ଗ୍ରେଟର … Read More

କୁଲଗାମରେ ସେନାକୁ ବଡ ସଫଳତା, ଯବାନ ଗୁଳିରେ ଟଳିଛନ୍ତି ୫ ଆତଙ୍କବାଦୀ

କାଶ୍ମୀର, (ଓଡିଶା ଟାଇମ୍): ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉପରେ ସେନାର ଆକ୍ରମଣ ଜାରି ରହିଛି । ବର୍ତ୍ତମାନ କୁଲଗାମରେ ଏକ ବଡ ପଦକ୍ଷେପ ନେଇ ସେନା ପାଞ୍ଚ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ଏନକାଉଣ୍ଟର ପରେ ସେନାକୁ ମିଳିଛି ଏହି … Read More