ବ୍ରହ୍ମପୁର ବାଳ ସୁଧାର ଗୃହରୁ ପୁଣି ୬ ଅନ୍ତେବାସୀ ଚମ୍ପଟ

ବ୍ରହ୍ମପୁର,(ଓଡିଶା ଟାଇମ୍): ବ୍ରହ୍ମପୁର ସ୍ଥିତ ବାଳକ ପର୍ଯ୍ୟବେକ୍ଷଣ ଆବାସ ଓ ସ୍ବତନ୍ତ୍ର ଆବାସରୁ ଗତକାଲି ବିଳମ୍ବିତ ରାତିରେ ୬ ଜଣ ଅନ୍ତେବାସୀ ଚମ୍ପଟ ମାରିଛନ୍ତି। ଏହି ଅନ୍ତେବାସୀମାନେ ଏକାଠି ଫାଟକ ଭାଙ୍ଗି ବାହାରକୁ ଆସିବା ପରେ ସହର ଛାଡି କେଉଁଆଡେ ଫେରାର … Read More

ଚାଉଳ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି ପ୍ରସଙ୍ଗ : ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ କହିଲେ ବିଜେପି ସଭାପତି ସମୀର ମହାନ୍ତି

ଭୁବନେଶ୍ବର, (ଓଡିଶା ଟାଇମ୍): ଚାଉଳ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚିଠି ଲେଖିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ସଭାପତି ସମୀର ମହାନ୍ତି । ସେ କହିଛନ୍ତି, ଏଭଳି ଚିଠି ଲେଖିବା ହାସ୍ୟାସ୍ପଦ । କୋଭିଡ୍ ପ୍ରଥମ ଓ … Read More

କନ୍ଧମାଳ ଜିଲ୍ଲାବାସୀଙ୍କୁ BSKY ସ୍ମାର୍ଟ ହେଲ୍ଥ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ଭେଟିଦେଲେ ୩୦୦ କୋଟି ଟଙ୍କାର ପ୍ରକଳ୍ପ

ଫୁଲବାଣୀ, (ଓଡିଶା ଟାଇମ୍): ଫୁଲବାଣୀର ମିନି ଷ୍ଟାଡିୟମରେ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମପାଇଁ ପ୍ରତିଟି ଜୀବନ ମୂଲ୍ୟବାନ । ନିଜର ତଥା ନିଜ ପରିବାରର ଚିକିତ୍ସା ପାଇଁ ମୋ ରାଜ୍ୟର … Read More

ଝାରସୁଗୁଡ଼ା ଏୟାରପୋର୍ଟରେ ପାଳନ ହେବ ଉଡାନ ଉତ୍ସବ

ଝାରସୁଗୁଡ଼ା, (ଓଡିଶା ଟାଇମ୍): ଆଜି ଝାରସୁଗୁଡ଼ାରେ ପାଳିତ ହେବ ଉଡ଼ାନ ଦିବସ। ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପାଳିତ ହେବାକୁ ଥିବା ଏହି ଉତ୍ସବରେ ଯୋଗ ଦେବେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆl ବର୍ତ୍ତମାନ ଝାରସୁଗୁଡ଼ାରୁ … Read More

ଦେଶରେ ଚିହ୍ନଟ ହେଲେ ୮୪୮୮ ନୂଆ ସଂକ୍ରମିତ; ୨୪୯ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଦିନକ ମଧ୍ୟରେ ୮୪୮୮ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହିତ ଦିନକ ମଧ୍ୟରେ ୨୪୯ ଜଣ କରୋନା ଆକ୍ରାନ୍ତଙ୍କର ପ୍ରାଣହାନି ଘଟିଛି । ସେହି ସମୟ ମଧ୍ୟରେ ୧୨,୫୧୦ ଜଣ କରୋନାରୁ … Read More

ରାଜଧାନୀରେ ଜଟିଳ ସ୍ଥିତିରେ ବାୟୁ ପ୍ରଦୂଷଣ, ଏହି ସବୁ ଲୋକ ଘରୁ ନବାହାରିବାକୁ ନିର୍ଦ୍ଦେଶ !

ନୂଆଦିଲ୍ଲୀ, ( ଓଡିଶା ଟାଇମ୍): ଦିଲ୍ଲୀରେ ଚିନ୍ତାଜନକ ସ୍ଥିତିରେ ବାୟୁ ପ୍ରଦୂଷଣ । ସାଧାରଣ ଲୋକଟିଏ ନିଶ୍ୱାସ ନେବା କଷ୍ଟକର ହେଇପଡ଼ୁଛି । ସ୍ୱାସ୍ଥ୍ୟଗତ ସମସ୍ୟା ଥିବା ବ୍ୟକ୍ତିଙ୍କ ପାଇଁ ଏହା ଆହୁରି ବିପଜ୍ଜନକ । ଏବେ ସେମାନଙ୍କର କିଛିଦିନ ଧରି … Read More

୨୪ ଘଣ୍ଟାରେ ଜଣେ ସଂକ୍ରମିତଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୧୭୧ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୭୧ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୭୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୭୧୭୪ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୮ଜଣ କ୍ୱାରେଣ୍ଟାଇନ୍‌ରୁ … Read More

କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ,BSKY ସ୍ମାର୍ଟକାର୍ଡ ବାଣ୍ଟିବେ ନବୀନ

ଭୁବନେଶ୍ବର, (ଓଡିଶା ଟାଇମ୍): ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ। କନ୍ଧମାଳ ଜିଲ୍ଲାରେ BSKY ସ୍ମାର୍ଟକାର୍ଡ ବଣ୍ଟନ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ପୂର୍ବାହ୍ନ ୧୧ଟାରେ ହେଲିକପ୍ଟର ଯୋଗେଁ ଫୁଲବାଣୀ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ। ସେଠାରେ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ନିଜର ଅଧ୍ୟବସାୟ ବଳରେ କର୍ମକ୍ଷେତ୍ରରେ ସଫଳତା ପାଇବେ । ବ୍ୟବସାୟରେ ଉନ୍ନତି ହେବ । ନୂତନ ଯୋଜନା କାର୍ଯ୍ୟକାରୀ ହେବ । ସାହିତ୍ୟ,କଳା, ସଂସ୍କୃତି,ସଂଗୀତ କ୍ଷେତ୍ରରେ ସଫଳତା ପାଇବେ । ଶୁଭ ରଙ୍ଗ ଲାଲ୍ । ଶୁଭ ଅଙ୍କ ୧ … Read More