ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ, ମାଓ ଗତିବିଧି ନେଇ କରିବେ ସମୀକ୍ଷା

ବଲାଙ୍ଗିର, (ଓଡିଶା ଟାଇମ୍): ଦିନିକିଆ ବଲାଙ୍ଗୀର ଗସ୍ତରେ ପୋଲିସ ଡିଜି ଅଭୟ । ସ୍ୱତନ୍ତ୍ର ହେଲିକାପ୍ଟର ଯୋଗେ ଆଜି ବଲାଙ୍ଗୀରରେ ପହଞ୍ଚିଛନ୍ତି ପୋଲିସ ଡିଜି । ଜିଲ୍ଲାର ମାଓ ସ୍ଥିତି ନେଇ ସମୀକ୍ଷା କରିବେ ପୋଲିସ ଡିଜି ଅଭୟ । ଏହି … Read More

ଓମିକ୍ରନକୁ ନେଇ ଲୋକେ ଆତଙ୍କିତ, ଫେରିପାରେ ଲକଡାଉନ୍ !

(ନୂଆଦିଲ୍ଲୀ,ଓଡ଼ିଶା ଟାଇମ୍): ପୃଥିବୀର ବହୁ ଦେଶରେ ପୁଣି ଫେରିଛି ଲକଡାଉନ ବା ତାଲାବନ୍ଦ। କୋରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ବ୍ୟାପିବାରେ ଲାଗିଛି। ବିଶ୍ବସ୍ବାସ୍ଥ୍ୟ ସଂଗଠନ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ବୋଲି କହିଛି। ବର୍ତ୍ତମାନ ଦେଖାଯାଉଥିବା ଭାରିଆଣ୍ଟ ତୁଳନାରେ ଏହା … Read More

ସୋମବାର ଆଗତ ହେବ କୃଷି ଆଇନ ପ୍ରତ୍ୟାହାର ବିଧେୟକ

ଓଡ଼ିଶା ଟାଇମ୍ (ଭୁବନେଶ୍ୱର) : କୃଷି ଆଇନ ପ୍ରତ୍ୟାହର ଘୋଷଣାର ୧୦ ଦିନ ପରେ ଅର୍ଥାତ ଆସନ୍ତା ୨୯ ତାରିଖରେ ସଂସଦରେ ଉପସ୍ଥାପନ ହେବ କୃଷି ଆଇନ ପ୍ରତ୍ୟାହାର ବିଲ୍। ବିବାଦୀୟ କୃଷି ଆଇନ ପ୍ରତ୍ୟାହାର ପ୍ରସ୍ତାବକୁ କେନ୍ଦ୍ର କ୍ୟାବେନେଟର ମଞ୍ଜୁରୀ … Read More

୨୪ ଘଂଟାରେ ଦେଶରେ ୮୭୭୪ ନୂଆ କରୋନା ସଂକ୍ରମିତ ଚିହ୍ନଟ, ୬୨୧ ମୃତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି। ଗତକାଲି ଗୋଟିଏ ଦିନରେ ୮ ହଜାର ୭୭୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୩ କୋଟି ୪୫ ଲକ୍ଷ ୭୨ … Read More

ଗମ୍ଭୀରଙ୍କୁ ହତ୍ୟା ଧମକ୍

ଓଡ଼ିଶାଟାଇମ୍ (ଭୁବନେଶ୍ୱର) : ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ମିଳିଛି । ତାଙ୍କ ପାଖକୁ ଇ-ମେଲ୍‌ ଜରିଆରେ ହତ୍ୟା ଧମକ ଆସିଛି। ଗୌତମଙ୍କ ସୁରକ୍ଷାରେ ଥିବା ପୋଲିସ କର୍ମଚାରୀ ମଧ୍ୟ ତାଙ୍କୁ ବଞ୍ଚାଇ ପାରିବେନି … Read More

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୧୯୧ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ଆଉ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୪୮୬୮୩ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଜଣ ୧୧୨ … Read More

ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ

ରାଜକୋଟ, (ଓଡିଶା ଟାଇମ୍): ମଝି ସମୁଦ୍ରରେ ଦୁର୍ଘଟଣା । ଗୁଜରାଟର ଓଖା ଉପକୂଳ ଠାରୁ ୧୨ ନଟିକାଲ ମାଇଲ ସମୁଦ୍ର ଭିତରେ ଗତକାଲି ରାତିରେ ଦୁଇଟି ପଣ୍ୟବାହୀ ଜାହାଜ ମଧ୍ୟରେ ଧକ୍କା ଲାଗିଛି । ତେବେ ଏହି ଦୁର୍ଘଟଣାରେ କେହି ମୃତାହତ … Read More

ଜୁନାନିବାହାଲ ଜଙ୍ଗଲରେ ଏନ୍‌କାଉଣ୍ଟର, ଜଣେ ନକ୍ସଲ ନିହତ

ବଲାଙ୍ଗିର, (ଓଡିଶା ଟାଇମ୍): ବଲାଙ୍ଗିର ପୋଲିସର ଅପରେସନ୍ ରେ ଜଣେ ନକ୍ସଲ ମୃତ । ବଲାଙ୍ଗିର ପୋଲିସର ଡି.ଭି.ଏଫ୍. ଟିମ୍ ଜୁନାନିବାହାଲ ଜଙ୍ଗଲରେ ଅପରେସନ୍ କରୁଥିବା ବେଳେ ନକ୍ସଲଙ୍କ ସହ ମୁହାଁମୁହିଁ ହୋଇଥିଲା । ଏଥିରେ ଜଣେ ନକ୍ସଲର ମୃତ୍ୟୁ ହୋଇଛି … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଦିନଟି ଅଶୁଭ ଫଳ ଦାୟକ ହୋଇପାରେ । ଲକ୍ଷ୍ୟ ପୂରଣ ବିଳମ୍ବିତ ହେବ । ବନ୍ଧୁ ସହଯୋଗରେ କାର୍ଯ୍ୟ ସାଧନ କରିବେ । ଦୂର ଯାତ୍ରା କିମ୍ବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାରମ୍ଭ କରଣୀୟ ନୁହେଁ । ଶୁଭ ରଙ୍ଗ ଧଳା । … Read More