ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଚାହିଁ ବସିଥିଲେ, ଉଠାଇ ନେଲା ପୋଲିସ

(ଯାଜପୁର, ଓଡ଼ିଶା ଟାଇମ୍): ମନ୍ତ୍ରୀଙ୍କୁ ଅଣ୍ଡାମାଡ଼ କରିବାକୁ ଜଗି ବସିଥିଲେ ବିଜେପି ଯୁବମୋର୍ଚ୍ଚା କର୍ମୀ । ଖବର ପାଇ ପୋଲିସ ଉଠାଇନେଲା । ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କଳାପତାକା ଦେଖାଇବା ସହ ଅଣ୍ଡା ମାଡ଼ କରିବାକୁ ପ୍ରସ୍ତୁତ ଥିବା ବିଜେପି ଯୁବ … Read More

ବାଲେଶ୍ବରର ବିଭିନ୍ନ କଲେଜରେ ଛାତ୍ର ଅଶାନ୍ତି

(ବାଲେଶ୍ବର, ଓଡ଼ିଶା ଟାଇମ୍): ଫକୀରମୋହନ ୟୁନିଭରସିଟି ଅଧିନରେ ଥିବା ବିଭିନ୍ନ କଲେଜରେ ଛାତ୍ରଛାତ୍ରୀଙ୍କ ଜୋରଦାର ପ୍ରତିବାଦ । ଛାତ୍ରଛାତ୍ରୀ ମାନେ ଦିତୀୟ ବର୍ଷ ପରୀକ୍ଷାକୁ ବାତିଲ କରି ୟୁଜିସି ଆଧାରରେ ମୂଲ୍ୟାୟନ କରି ତୃତୀୟ ବର୍ଷକୁ ଉତ୍ତୀର୍ଣ୍ଣ କରିବା ଦାବି ନେଇ … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଘାତଚନ୍ଦ୍ର ଭୋଗ ହେତୁ ସତର୍କତାର ସହ ଚଳିବାକୁ ପଡିବ । ଧନବାନ୍ ହୋଇପାରନ୍ତି । ଅପାର ଗୁଣର ଅଧିକାରୀ ଏବଂ ନୂଆ ବନ୍ଧୁଙ୍କ ସହଯୋଗରେ ଉପକୃତ ହେବେ । ଉପାର୍ଜନ ଯଥେଷ୍ଟ ପରିମାଣର ହେବ । ଶୁଭ ରଙ୍ଗ ୟେଲୋ … Read More

ସମ୍ପତ୍ତି ପାଇଁ ସାନ ଭାଇକୁ ବଡ଼ ଭାଇର ମରଣାନ୍ତକ ଆକ୍ରମଣ

(ଭୁବନେଶ୍ବର, ଓଡ଼ିଶା ଟାଇମ୍) ନୟାପଲ୍ଲୀ ଅଞ୍ଚଳରେ ପୈତୃକ ସମ୍ପତ୍ତି ପାଇଁ ବଡ ଭାଇ ନିହାର ରଞ୍ଜନ ହାତୀ ଓ ଭିଣୋଇ ସହ ଅନ୍ୟ ସହଯୋଗୀ ମିଶି ସାନ ଭାଇ ପ୍ରୀତି ରଂଞ୍ଜନ ହାତୀଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଏହା ସହ  ନିଜ ଭାଇ ବୋହୁକୁ … Read More

କନଷ୍ଟେବଳ ଓ ଏସଆଇ ନିଲମ୍ବିତ

(ଜଗତସିଂହପୁର, ଓଡ଼ିଶା ଟାଇମ୍) ଜିଲା ଜର୍ଜ କୋର୍ଟରେ କାର୍ଯ୍ୟରତ ଦୁଇ ମହିଳା କନଷ୍ଟେବଳ ଓ ଜଣେ ମହିଳା ଏସାଆଇ ନିଲମ୍ବିତ । କାର୍ଯ୍ୟରେ ଅବହେଳା ଯୋଗୁଁ ନିଲମ୍ବିତ କଲେ ଜଗତସିଂହପୁର ଏସ୍ପି  । ନିଲମ୍ବିତ ପୋଲିସ କର୍ମଚାରୀ ମାନେ ହେଲେ ମହିଳା … Read More

ଶପଥ ନେବାର ୭ ଘଣ୍ଟା ପରେ ଇସ୍ତଫା ଦେଲେ ସ୍ବିଡେନ ପ୍ରଧାନମନ୍ତ୍ରୀ

(ନୂଆଦିଲ୍ଲୀ, ଓଡ଼ିଶା ଟାଇମ): ପ୍ରଧାନମନ୍ତ୍ରୀ ହେବାର ମାତ୍ର ୭ଘଣ୍ଟା ପରେ ଇସ୍ତଫା ଦେଇଛନ୍ତି ସ୍ବିଡେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ । ମାଗଡାଲେନା ଆଣ୍ଡରସନ ଶୁକ୍ରବାର ପିଏମ୍ ଭାବେ ଶପଥଗ୍ରହଣ କରିଥିଲେ , ଏହି ପଦରେ ମାତ୍ର ୭ଘଣ୍ଟା ରହିବା ପରେ ସେ … Read More

ହିମାଚଳରେ ପୁଣି ଭୂକମ୍ପ ଝଟକା

ଶିମଲା, (ଓଡିଶା ଟାଇମ୍): ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ହଠାତ ଭୂକମ୍ପ ହେବାରୁ ଲୋକଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। ଶିମଲାରୁ ୪୫ କିଲୋମିଟର ଦୂର ମଣ୍ଡିରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି | ଭୂକମ୍ପର ତୀବ୍ରତା ୩.୪ … Read More

କୁଖ୍ୟାତ ଅପରାଧୀ ସମ୍ପଦ ରାଜଧାନୀରୁ ଗିରଫ

(ଭୁବନେଶ୍ବର,ଓଡ଼ିଶା ଟାଇମ୍): ରାଜଧାନୀରୁ ଗିରଫ ହେଲା କୁଖ୍ୟାତ ଅପରାଧୀ ସମ୍ପଦ ସାହୁ । କୁଖ୍ୟାତ ସୁପାରୀ କିଲର ସମ୍ପଦ ସାହୁକୁ ନୟାପଲ୍ଲୀ ଅଞ୍ଚଳରୁ ଗିରଫ କରିଛି କମିଶନରେଟ ପୋଲିସ। ଗିରଫ ସମୟରେ ଅଭିଯୁକ୍ତ ସମ୍ପଦ ପୋଲିସକୁ ମାଡ଼ ମାରି ଖସି ପଳାଇଯିବାକୁ … Read More

ଅଜୟ ମିଶ୍ର ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ ହେବା ଦରକାର: ସତ୍ୟପାଲ

ଶିଲଂ,(ଓଡିଶା ଟାଇମ୍): ଲଖିମପୁର ଖେରି ଘଟଣା ପରେ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯିବାର ଥିଲା ବୋଲି ମତ ଦେଇଛନ୍ତି ମେଘାଳୟ ରାଜ୍ୟପାଳ ସତ୍ୟପାଲ ମଲିକ। ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ନିୟମିତ … Read More

ଶୀତରେ ଥରିଲାଣି ଦାରିଙ୍ଗବାଡ଼ି

(କନ୍ଧମାଳ,ଓଡ଼ିଶା ଟାଇମ୍): କନ୍ଧମାଳ ଜିଲ୍ଲାରେ ଧୀରେ ଧୀରେ ଶୀତ ତାର ଆସର ମେଲିଲାଣି । ରବିବାର ଦାରିଙ୍ଗବାଡ଼ିରେ ପାରଦ ତଳମୁହାଁ ହୋଇ ୯ ଡିଗ୍ରୀରେ ପହଞ୍ଚିଛି । ଯାହାଫଳରେ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ଶୀତ ଅନୁଭୂତ ହେଉଛି । ଶୀତ … Read More