ସମ୍‌ ଅଲ୍ଟିମେଟ୍‌ରେ ଜାତୀୟ ଅଙ୍ଗଦାନ ଦିବସ ପାଳିତ, ସଚେତନତା ସୃଷ୍ଟି ନେଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଅଙ୍ଗଦାନର ଆବଶ୍ୟକତା ଉପରେ ସଚେତନତା ସୃଷ୍ଟି କରିବା ନେଇ ସମ୍‌ ଅଲ୍ଟିମେଟ୍‌ ମେଡିକେୟାରରେ ଜାତୀୟ ଅଙ୍ଗଦାନ ଦିବସରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମ୍‌ର ଉପସ୍ଥିତ ଡାକ୍ତର ଏବଂ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ … Read More

ଜୱାଦ ବାତ୍ୟା ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ବୈଠକରେ ଜୱାଦ ବାତ୍ୟା ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ ତଥା ସମ୍ପୃକ୍ତ ଏଜେନ୍ସିର … Read More

ବାୟୁ ପ୍ରଦୂଷଣ ମାମଲାର ଶୁଣାଣି: ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବାୟୁ ପ୍ରଦୂଷଣ ମାମଲାର ଶୁଣାଣି ଅବସରରେ ମାନ୍ୟବର ସୁପ୍ରିମକୋର୍ଟ ଦିଲ୍ଲୀ ସରକାରଙ୍କୁ ସ୍କୁଲ ଖୋଲିବା ନେଇ ଭର୍ତ୍ସନା କରିଛନ୍ତି । ମାନ୍ୟବର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି ଯେ ବୟସ୍କ ଲୋକମାନେ ମାତ୍ରାଧିକ ବାୟୁ ପ୍ରଦୂଷଣ ପରିସ୍ଥିତିରେ … Read More

ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଓ୍ବେଲ୍ ମାର୍କଡ ଲୋ’ ପ୍ରେସର କ୍ଷେତ୍ର ସୃଷ୍ଟି ହୋଇଛି । ଏହା କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଆସନ୍ତା ୧୨ ଘଣ୍ଟା ମଧ୍ୟରେ ଅବପାତରେ ପରିଣତ ହେବ । ୩ ତାରିଖ ସନ୍ଧ୍ୟା … Read More

ଓମିକ୍ରନ ରିସ୍କ ଦେଶରୁ ଓଡ଼ିଶାକୁ ଆସିଛନ୍ତି ୩୮୦ ଜଣ

ଭୁବନେଶ୍ବର, (ଓଡିଶା ଟାଇମ୍): ଓମିକ୍ରନ ‘ଆଟ୍ ରିସ୍କ’ ଦେଶରୁ ବର୍ତ୍ତମାନ ସୁଦ୍ଧା ୩୮୦ ଜଣ ଓଡ଼ିଶାକୁ ଫେରିଛନ୍ତି । ୨୮ ତାରିଖ ସୁଦ୍ଧା ଓଡ଼ିଶାକୁ ଆସିଛନ୍ତି ୨୨୪ ଜଣ । ୨୯ ତାରିଖରେ ୧୫୬ ଜଣ ଓଡ଼ିଶାକୁ ଆସିଛନ୍ତି । ସମସ୍ତ … Read More

୩ରେ ବାତ୍ୟାର ରୂପ ନେଇପାରେ ଲଘୁଚାପ, ପବନର ବେଗ ୮୦ରୁ ୯୦ କି.ମି. ରହିବା ସମ୍ଭାବନା

ଭୁବନେଶ୍ବର, (ଓଡିଶା ଟାଇମ୍): ଓ୍ବେଲ୍ ମାର୍କଡ ଲୋ’ ପ୍ରେସରରେ ପରିଣତ ହେଲା ଲଘୁଚାପ କ୍ଷେତ୍ର । ଆସନ୍ତା ୧୨ ଘଣ୍ଟାରେ ଅବପାତରେ ପରିଣତ ହେବ । ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଆଣ୍ଡାମାନ ସାଗର ଅଞ୍ଚଳରେ କେନ୍ଦ୍ରୀଭୂତ ଲଘୁଚାପ ଗୁରୁବାର ସକାଳେ ସଦୃଶ … Read More

ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା, ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର, (ଓଡିଶା ଟାଇମ୍) : ବିଧାନସଭା ଶୀତ ଅଧିବେଶନର ଗୁରୁବାର ଦ୍ବିତୀୟ ଦିନ । ବିରୋଧୀଙ୍କ ହୋହଲ୍ଲା ଯୋଗୁଁ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖାଯାଇଛି । ଉଲ୍ଲେଖଯୋଗ୍ୟ … Read More

ଜାହାଜରେ ଥିଲେ ୩୨୨ ଯାତ୍ରୀ, ହଠାତ୍‌ ଇଞ୍ଜିନ୍‌ରେ ଲାଗିଗଲା ନିଆଁ

କୋଚି, (ଓଡିଶା ଟାଇମ୍): ସମୁଦ୍ର ମଝିରେ ଫସିଲା ଜାହାଜ । ଇଞ୍ଜିନରେ ଲାଗିଗଲା ନିଆଁ, ଅଳ୍ପକେ ବର୍ତ୍ତିଲେ ୩୨୨ ଯାତ୍ରୀ ସହ ଜାହାଜ ସଦସ୍ୟ । କେରଳର କୋଚି ଠାରୁ କିଛି ଦୂରରେ ଘଟିଛି ଏପରି ଅଘଟଣ । ଖବର ଅନୁଯାୟୀ, … Read More

ଓମିକ୍ରନ୍ ବଢ଼ାଇଲା ଚିନ୍ତା; ହାଇ ରିସ୍କ ଦେଶରୁ ଫେରିଥିବା ଯାତ୍ରାଙ୍କ ମଧ୍ୟରୁ ୬ଜଣ କୋଭିଡ୍ ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦକ୍ଷିଣ ଆଫ୍ରିକାରେ କରୋନାର ନୂତନ ପ୍ରଜାତି ତାଣ୍ଡବ କରୁଛି । ସେଠାରେ ଦିନକୁ ଦିନ ନୁତନ ପ୍ରଜାତି ଓମିକ୍ରନ୍ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ଦକ୍ଷିଣ ଆଫ୍ରିକା ଏବେ ହାଇ ରିସ୍କ ଦେଶ ତାଲିକାରେ ଅନ୍ତର୍ଭୁକ୍ତ … Read More

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୧୫ … Read More