ବିଧାନସଭାରେ ପୁଣି ମମିତା ତାତି : ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ବର, (ଓଡିଶା ଟାଇମ୍): ବିଧାନସଭା ଶୀତ ଅଧିବେଶନର ଚତୁର୍ଥ ଦିନରେ ବି ଗୃହରେ ବିରୋଧୀଙ୍କ ହଙ୍ଗାମା । ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଲେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ବିରୋଧୀଙ୍କ ହଟ୍ଟଗୋଳ ଲାଗି ମୁଲତବୀ ରଖିଲେ ବାଚସ୍ପତି । … Read More

ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୯୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨ଜଣଙ୍କ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୦ … Read More

ଭାରତରେ ଭୟ ବଢାଇଲା ଓମିକ୍ରନ! ଜୟପୁରରେ ୯ ସଂକ୍ରମିତ

ନୂଆଦିଲ୍ଲୀ ,(ଓଡିଶା ଟାଇମ୍): ଦକ୍ଷିଣ ଆଫ୍ରିକାରେ ଚିହ୍ନଟ କରୋନାର ନୂଆ ମ୍ୟୁଟାଣ୍ଟ ଏବେ ଭାରତ ପାଇଁ ବିପଦ ବଢାଇଛି । କର୍ଣ୍ଣାଟକରେ ଦୁଇ ବ୍ୟକ୍ତି ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହେବା ପରେ ଆଲର୍ଟରେ ସରକାର । ଫଳରେ ବିଭିନ୍ନ ରାଜ୍ୟର ସରକାର … Read More

ଦୁର୍ବଳ ହେଉଛି ବାତ୍ୟା ‘ଜଓ୍ୱାଦ’

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ଦୁର୍ବଳ ହେବାରେ ଲାଗିଛି ବାତ୍ୟା ଜଓ୍ବାଦ । ପୁରୀ ଜିଲ୍ଲାରେ ସ୍ଥଳଭାଗ ଛୁଇଁବା ବେଳେ ଗଭୀର ଅବପାତ ରୂପ ନେବ ବାତ୍ୟା । ଏହି ସମୟରେ ପବନର ବେଗ ସର୍ବାଧିକ ୭୫ କିମି ରହିବ ବୋଲି ସୂଚନା … Read More

ବାତ୍ୟା ପାଇଁ ୩୮ଟି ଟ୍ରେନ୍ ବାତିଲ

ଭୁବନେଶ୍ବର, (ଓଡିଶା ଟାଇମ୍): ବାତ୍ୟା ଜୱାଦ୍ ପାଇଁ ୪, ୫ ଓ ୬ ତାରିଖ ପାଇଁ କିଛି ଟ୍ରେନ ବାତିଲ କରାଯାଇଛି । ୪ ତାରିଖରେ ୩୬ଟି ଏବଂ ୫ ତାରିଖରେ ୩୮ଟି ଟ୍ରେନ ବାତିଲ କରାଯଇଛି । ୬ ତାରିଖରେ … Read More

ଆସୁଛି ବାତ୍ୟା ଜଓ୍ୱାଦ୍ : ପୁରୀଠୁ ୪୩୦ କିମି ଦୂରରେ, ଘଣ୍ଟା ପ୍ରତି ୬ କିମି ବେଗରେ କରୁଛି ଗତି

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ବାତ୍ୟା ଜୱାଦ ଏବେ ବିଶାଖାପାଟନମରୁ ପ୍ରାୟ ୨୫୦ କିଲୋମିଟର ଦକ୍ଷିଣରେ ରହିଛି । ଗୋପାଳପୁର ଠାରୁ ୩୬୦ କିଲୋମିଟର ଦୂରରେ ରହିଛି । ଏହା ପୁରୀଠାରୁ ୪୩୦ କିଲୋମିଟର ଦକ୍ଷିଣ-ପଶ୍ଚିମ ଏବଂ ପାରାଦୀପଠାରୁ ୫୧୦ କିଲୋମିଟର ଦୂରରେ … Read More

୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୩ କରୋନା ସଂକ୍ରମିତ

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୧୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୫୦୦୬୦ରେ ପହଞ୍ଚିଛି । ତେବେ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୧୪ ଜଣ … Read More

ଭିଜିଲାନ୍ସ ପଞ୍ଝାରେ ଅତିରିକ୍ତ ଯୋଗାଣ ଅଧିକାରୀ

ଭୁବନେଶ୍ବର, ( ଓଡିଶା ଟାଇମ୍): ଭିଜିଲାନ୍ସ ଜାଲରେ ଅତିରିକ୍ତ ଯୋଗାଣ ଅଧିକାରୀ । ନୟାଗଡର ଅତିରିକ୍ତ ଯୋଗାଣ ଅଧିକାରୀ ଜୟନ୍ତ ଦାସଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ୍‌ ଜାରି ରହିଛି । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ବୋଲି … Read More

ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ କାର୍ଯ୍ୟଭାର ବଢିବ । ବନ୍ଧୁବର୍ଗରୁ ଅକୁଣ୍ଠ ସାହାର୍ଯ୍ୟ ସହ ଯୋଗ ପାଇବେ । ଲକ୍ଷ୍ୟ ପୂରଣ କରିବେ । ସୌଖୀନ ଦ୍ରବ୍ୟର ଉପଭୋକ୍ତା ହେବେ । ଶୁଭ ରଙ୍ଗ ବ୍ରାଉନ୍ । ଶୁଭ ଅଙ୍କ ୨ । ଚାଷୀ- ଗୋବର … Read More

ମମିତା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ, କହିଲେ- ରାଜନୀତି କରନ୍ତୁ ନାହିଁ, କିଛି ପ୍ରମାଣ ଥିଲେ କୋର୍ଟକୁ ଦିଅନ୍ତୁ

ଭୁବନେଶ୍ବର, (ଓଡିଶା ଟାଇମ୍): ମମିତା ମେହେରା ହତ୍ୟା ପ୍ରସଙ୍ଗରେ ଶେଷରେ ମୁହଁ ଖୋଲିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିବୃତି ରଖି କହିଛନ୍ତି ଏହା ଏକ ଅତ୍ୟନ୍ତ ଦୁଃଖ ଓ ଦୁର୍ଭାଗ୍ୟଜନକ ଘଟଣା । ଆଇନ ଅନୁଯାୟୀ ତାଙ୍କୁ … Read More