ବ୍ରିଟେନରେ ଓମିକ୍ରନ୍ ଆତଙ୍କ : ନୂଆ ଭାରିଆଣ୍ଟ କବଜାରେ ୪୭୧୩ ଆକ୍ରାନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଭୟଙ୍କର ରୂପ ଧାରଣ କରିଛି କରୋନା ଭାଇରସ । ବ୍ରିଟେନରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଥମିବାର ନାଁ ନେଉଁନାହିଁ । ଏବେ ବ୍ରିଟେନରେ ୪୭୧୩ ଜଣ ଓମିକ୍ରନରେ ଆକ୍ରାନ୍ତ ହେଲେଣି । ସୂଚନାନୁସାରେ, ଦକ୍ଷିଣ ଆଫ୍ରିକାରୁ … Read More











