୧୨ରୁ ୧୮ବର୍ଷର ପିଲାଙ୍କ ପାଇଁ କୋର୍ବେଭାକ୍ସ ଟିକାକୁ ଅନୁମତି
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ହାଇଦରାବାଦସ୍ଥିତ ଫାର୍ମାସ୍ୟୁଟିକାଲ କମ୍ପାନୀ ବାୟୋଲୋଜିକାଲ-ଇ ଲିମିଟେଡ ଦ୍ବାରା ପ୍ରସ୍ତୁତ କରୋନା ଟିକା କୋର୍ବେଭାକ୍ସକୁ ଜରୁରୀ ବ୍ୟବହାର ଅନୁମତି ମିଳିଛି। ସୋମବାର ଭାରତ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଏହି ଟିକାକୁ ଜରୁରୀ ବ୍ୟବହାର ଅନୁମତି ଦେଇଛନ୍ତି। ୧୨ରୁ ୧୮ବର୍ଷର ପିଲାଙ୍କୁ … Read More











