ଆଜିର ରାଶିଫଳ: କେମିତି କଟିବ ଆପଣଙ୍କ ଦିନ, ରାଶି ଅନୁସାରେ ଶୁଭ ରଙ୍ଗ ଓ ପ୍ରତିକାର

ମେଷ ଆଜି ବନ୍ଧୁମିଳନ ସହ ଧାର୍ମିକ କାର୍ଯ୍ୟ ମାନସିକ ଓ ଶାରୀରିକ ସ୍ତରରେ ଉନ୍ମାଦନା ଅନୁଭବ କରିବେ । ଆଜକୁ କେତେ ଦିନ ହେଲା ଯାହା ପାଇବା ପାଇଁ ଭାବୁଥିଲେ, ତାହା ଆଜି ସହଜ ଓ ସୁବିଧାରେ ପାଇଯୁବେ । ଶୁଭ … Read More

ତପସ୍ବିନୀଙ୍କୁ ମାସକୁ ୧୦ହଜାର ଟଙ୍କା ଭରଣପୋଷଣ ଦେବେ ସୁମିତ

ବ୍ରହ୍ମପୁର,(ଓଡିଶା ଟାଇମ୍):  ବହୁ ଚର୍ଚ୍ଚିତ ବ୍ରହ୍ମପୁର ସୁମିତ ତପସ୍ବିନୀ ପାରିବାରିକ ବିବାଦ ମାମଲା । ଆଜି ସୁମିତଙ୍କ ପକ୍ଷରୁ ଦିଆଯାଇଥିବା ମାସିକ ପାରିତୋଷିକ ହ୍ରାସ କରାଯାଇଛି । ମାସିକ ୧୭ ହଜାର ଟଙ୍କା ବଦଳରେ ୧୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ … Read More

ବାଣ କାରଖାନାରେ ବିସ୍ଫୋରଣ ; ୭ ମୃତ

ଶିମଲା, (ଓଡିଶା ଟାଇମ୍):ହିମାଚଳ ପ୍ରଦେଶର ଉନ୍ନା ସ୍ଥିତ ବାଥୁ ଅଞ୍ଚଳରେ ଏକ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଯାହା ଫଳରେ ୭ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା ମିଳିଛି । ଭୟଙ୍କର ବିସ୍ଫୋରଣରେ ୧୨ଜଣ ଗୁରୁତର ଆହତ … Read More

ଘନଉଛି ଯୁଦ୍ଧ ଆଶଙ୍କା, ୟୁକ୍ରେନରୁ ଫେରିବେ ଭାରତୀୟ ନାଗରିକ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ରୁଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ବିବାଦ ଧିରେ ଧିରେ ଘନେଇବାରେ ଲାଗିଛି । ଏହାରି ମଧ୍ୟରେ ଭାରତୀୟଙ୍କ ଫେରାଇ ଆଣିବାକୁ ୟୁକ୍ରେନ ଗଲା ଏୟାର ଇଣ୍ଡିଆ ବିମାନ । ସକାଳ ୭ଟା ୪୦ରେ କିଭ ଅଭିମୁଖେ … Read More

ଝାରପଡା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ

ଭୁବନେଶ୍ବର, (ଓଡିଶା ଟାଇମ୍): ଭୁବନେଶ୍ବର ଝାରପଡା ଜେଲରେ କଏଦୀଙ୍କ ମୃତ୍ୟୁ । ସୋମବାର ପ୍ରାଣକୃଷ୍ଣ ଦାସ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ୟୁନିଟ୍-୬ ଅକ୍ଷରକନ୍ଦର ବସ୍ତି ରହୁଥିଲେ । ଗତ  ୭ ମାସ ହେବ ଗଞ୍ଜେଇ … Read More

ରାଜ୍ୟରେ ଆଉ ୧୦ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨୮ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୩୬କୁ ବୃଦ୍ଧି … Read More

ୟୁକ୍ରେନକୁ ନେଇ ୟୁଏନଏସସିର ଜରୁରୀ ବୈଠକ, ଭାରତ ରଖିବ ବିବୃତି

ନୂଆଦିଲ୍ଲୀ, ( ଓଡିଶା ଟାଇମ୍): ୟୁକ୍ରେନକୁ ନେଇ ଘନଉଛି ବିବାଦ । ଋଷ ଓ ଆମେରିକା ହୋଇପାରନ୍ତି ମୁହାଁମୁହିଁ । ଋଷ ରାଷ୍ଟ୍ରପତି ପୁଟିନଙ୍କ ଘୋଷଣା ପରେ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ଜରୁରୀ ବୈଠକ ଡକାଯାଇଛି । ଏହି … Read More

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୪୨୮ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍): ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୩୨୯୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ … Read More

ପଞ୍ଚାୟତ ନିର୍ବାଚନ: ୯ଟା ସୁଦ୍ଧା ୨୦% ମତଦାନ

ଭୁବନେଶ୍ବର, (ଓଡିଶା ଟାଇମ୍):  ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଜାରି ରହିଛି । ତେବେ ସକାଳ ୯ଟା ସୁଦ୍ଧା ୨୦ ପ୍ରତିଶତ ମତଦାନ ହୋଇଛି । ସକାଳ ୭ଟାରୁ ୧ଟା ପର୍ଯ୍ୟନ୍ତ ମତଦାନ ଜାରି ରହିବ । ୨୭ ଜିଲ୍ଲାର ୬୪ଟି … Read More

ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୩ ହଜାରରୁ ଅଧିକ କରୋନା ପଜିଟିଭ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍): କମୁଛି କରୋନା ଗ୍ରାଫ୍। ଦେଶରେ କମୁଛି ସଂକ୍ରମଣ।  ଏବେ କରୋନା ସଂକ୍ରମଣ ପୁଣି ହୁ ହୁ ବଢିବା ପରେ କମିବା ଆରମ୍ଭ କରିଛି । ମୃତ୍ୟୁସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ … Read More