ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟୁଇଟର୍ ଆକାଉଣ୍ଟ୍ ହ୍ୟାକ୍

ନୂଆଦିଲ୍ଲୀ, (ଓଡିଶା ଟାଇମ୍):  ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ । ରବିବାର ଜେପି ନଡ୍ଡାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି । ହ୍ୟାକ୍ ପରେ ହ୍ୟାକରମାନେ ସରି ବୋଲି ମଧ୍ୟ ଲେଖିଥିଲେ । ଏହାସହ … Read More

୨୯୫ ଜିଲ୍ଲା ପରିଷଦ ଜୋନର ଆସିଲା ରେଜଲ୍ଟ: ବିଜେଡି ହାତେଇଛି ୨୬୩ ଆସନ

ଭୁବନେଶ୍ବର, (ଓଡ଼ିଶା ଟାଇମ୍): ପଞ୍ଚାୟତ ନିର୍ବାଚନ ଗଣତିର ଆଜି ହେଉଛି ଦ୍ୱିତୀୟ ଦିନ । ଏହାରି ମଧ୍ୟରେ ୨୯୫ ଆସନର ଫାଇନାଲ ରେଜଲ୍ଟ ଆସିସାରିଛି । ୨୬୩ଟି ଆସନରେ ବିଜେଡି ବିଜୟୀ ହୋଇଛୀ । ଏହା ସହ ୧୪ଟି ଆସନ ଜିତିଛି … Read More

ପାଟଣା ୨୧ ନଂ ଜୋନରେ ବିଜେଡିର ପ୍ରଫୁଲ୍ଲ ଚନ୍ଦ୍ର ନାଏକ ବିଜୟୀ

ପାଟଣା, (ଓଡ଼ିଶା ଟାଇମ୍): ପାଟଣା ବ୍ଲକ ୨୧ ନଂ ଜୋନ ରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ନାଏକ ବିଜୟୀ ହୋଇଛନ୍ତି। ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ସତ୍ୟବ୍ରତ ନାଏକଙ୍କୁ ପରାସ୍ତକରି ସେ ବିଜୟୀ ହୋଇଥିବା ସୂଚନା ମିଳିଛି । … Read More

ସୋମବାରଠୁ ଖୋଲିବ ପ୍ରଥମରୁ ସପ୍ତମ ଶ୍ରେଣୀ

ଭୁବନେଶ୍ବର, (ଓଡିଶା ଟାଇମ୍): କରୋନା କେସ୍‌ କମିଛି । ସ୍କୁଲ ଖୋଲିବା ନେଇ ୨୫ ତାରିଖରେ ବିଭାଗର ସମୀକ୍ଷା ବୈଠକ ବସିଥିଲେ । ସେଥିରେ ସ୍କୁଲ ଖୋଲିବା ଉପରେ ଆଲୋଚନା ହୋଇଛି । ସୋମବାର ଠାରୁ ପ୍ରଥମରୁ ସପ୍ତମ ଶ୍ରେଣୀ କ୍ଲାସ … Read More

ୟୁକ୍ରେନକୁ ୩୫୦ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ଦେବ ଆମେରିକା

କିଟ୍,(ଓଡିଶା ଟାଇମ୍): ୟୁକ୍ରେନକୁ ସାହାଯ୍ୟ କରିବ ଆମେରିକା । ଆମେରିକାର ରାଷ୍ଟ୍ରପତି ଜୋ ବିଇଡେନ ୟୁକ୍ରେନକୁ ସାହାଯ୍ୟ କରିବା ନେଇ ଘୋଷଣା କରିଛନ୍ତି । ଆମେରିକାର ଅସ୍ତ୍ରଶସ୍ତ୍ରରୁ ଅତିରିକ୍ତ ୩୫୦ ମିଲିୟନ ଡଲାର ମୂଲ୍ୟର ଅସ୍ତ୍ର ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । … Read More

ଦେଶରେ ଆଉ ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍): ଦେଶରେ କମୁଛି କରୋନା ସଂକ୍ରମଣ । ଆଜି ବି ଦେଶରେ ୧୫ ହଜାର ତଳେ ରହିଛି ଦୈନିକ କରୋନା ସଂକ୍ରମଣ । ଗୋଟିଏ ଦିନରେ ଆଉ ୧୦,୨୭୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ୨୪ … Read More

ରାଜ୍ୟରେ ଆଉ ୮ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ବର, (ଓଡିଶା ଟାଇମ୍): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୫୧ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୬୪କୁ ବୃଦ୍ଧି … Read More

୨ୟ ଦିନରେ ୩୦୯ଟି ଜିଲ୍ଲା ପରିଷଦ ଜୋନ୍‌ରେ ଚାଲିଛି କାଉଣ୍ଟିଂ

ଭୁବନେଶ୍ବର, (ଓଡିଶା  ଟାଇମ୍): ପଞ୍ଚାୟତ ଫଳାଫଳ । ଆଜି ଦ୍ୱିତୀୟ ଦିନରେ ୩୦୯ଟି ଓ ୨୮ ତାରିଖରେ ୨୨୯ଟି ଜିଲ୍ଲା ପରିଷଦ ଜୋନ୍‌ ଗଣତି ହେବ। ଶନିବାର ପ୍ରଥମ ଦିନରୁ ବିଜେଡି ଯେଭଳି ସଫଳତା ପାଇଛି, ତାହା ଜାରି ରହିଲେ ଚଳିତଥର … Read More

ପଞ୍ଚାୟତ ରାୟ : ୩୧୫ ଜିଲ୍ଲା ପରିଷଦ ଜୋନ୍‌ରୁ ୨୮୨ରେ ବିଜେଡି ଆଗୁଆ

ଭୁବନେଶ୍ବର, (ଓଡ଼ିଶା ଟାଇମ୍):ପଞ୍ଚାୟତ ଭୋଟ୍ ଫଳାଫଳ । ପ୍ରଥମ ଦିନରେ ଗତକାଲି ୩୧୫ ଜିଲ୍ଲା ପରିଷଦ ଜୋନ୍ ରେ ଭୋଟ୍ ଗଣତି ହୋଇଛି। ସେଥିମଧ୍ୟରୁ ୨୮୩ଟି ଜିଲ୍ଲା ପରିଷଦ ଜୋନରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି କିମ୍ବା ଆଗେଇଛନ୍ତି।  କଂଗ୍ରେସ ପ୍ରାର୍ଥୀ … Read More

ରାଜ୍ୟରେ ଖସୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୫୧ କରୋନା ପଜିଟିଭ୍

ଭୁବନେଶ୍ବର, (ଓଡିଶା ଟାଇମ୍):  ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୮୪୮୬୭ ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ … Read More